Latest Odisha News

BREAKING NEWS

ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ୩ ଜଣ ଗିରଫ ପରେ କୋର୍ଟ ଚାଲାଣ

ଭୁବନେଶ୍ୱର: ଜନ୍ମଦିନ ପାର୍ଟିରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ପରେ କୋର୍ଟ ଚାଲାଣ ହେଲେ ୩ଜଣ । ମଞ୍ଚେଶ୍ୱର ଥାନା ପୋଲିସ ଏନେଇ ସ୍ପଷ୍ଟୀକରଣ ଦେଇଛି । ୧୧ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ଦୀପକ ବାର୍ଥ ଡେ ପାର୍ଟି ଆୟୋଜନ କରିଥିଲେ । ଅତ୍ୟଧିକ ମାତ୍ରାରେ ହୋ-ହଲ୍ଲା ହେଉଥିବାରୁ ମହିଳା…

ଶିମିଳିପାଳରେ ହାତୀ ଶିକାର ଓ ପ୍ରମାଣ ନଷ୍ଟ ଘଟଣାରେ ୩ ନିଲମ୍ୱିତ ବନ କର୍ମଚାରୀ ଗିରଫ

ବାରିପଦା : ୭ ତାରିଖରେ ଶିମିଳିପାଳରେ ହାତୀ ଶିକାର ଓ ପ୍ରମାଣ ନଷ୍ଟ ଘଟଣାରେ ୩ ବନ କର୍ମଚାରୀ ଗିରଫ । ଶିମିଳିପାଳରେ ହାତୀକୁ ମାରି ପୋଡ଼ିବା ଘଟଣାରେ ୩ ନିଲମ୍ୱିତ ବନକର୍ମଚାରୀ ଗିରଫ ହୋଇଛନ୍ତି । ପୂର୍ବରୁ ଏମାନଙ୍କ ନାଁରେ ଦିଆଯାଇଥିଲା ଏତଲା । ଶିମିଳିପାଳରେ ଦନ୍ତା ହାତୀକୁ ମାରି ଦାନ୍ତ…

ତଓ୍ୱାଙ୍ଗ ସୀମା ସଂଘର୍ଷ ଘଟଣାରେ ଭାରତକୁ ସମର୍ଥନ କଲା ଆମେରିକା

ଓ୍ୱାଶିଂଟନ: ଅରୁଣାଚଳପ୍ରଦେଶ ତଓ୍ୱାଙ୍ଗରେ ଚୀନ-ଭାରତୀୟ ସେନା ସଂଘର୍ଷ ଘଟଣାରେ ଭାରତକୁ ସମର୍ଥନ ଜଣାଇଲା ଆମେରିକା । ଭାରତୀୟ ସେନାର ପତିଆରାକୁ ପ୍ରଶଂସା କଲା ସୁପରପାଓ୍ୱାର ଆମେରିକା । ହ୍ୱାଇଟ୍ ହାଉସ ପକ୍ଷରୁ ଜାରି ବିଜ୍ଞପ୍ତି ଜରିଆରେ ସୂଚିତ କଲେ ରାଷ୍ଟ୍ରପତି ଜୋ ବାଇଡେନ୍ । ଭାରତ ଓ…

ସାମ୍ନାକୁ ଆସିଲା ଚୀନ ସେନାକୁ ଘଉଡ଼ାଇବା ଭିଡିଓ, ସୋସିଆଲ ମିଡିଆରେ ଭାଇରାଲ

ସିମଲା : ଇଣ୍ଡିଆନ ଆର୍ମିର ଅଦମ୍ୟ ସାହସ । ସାମ୍ନାରେ ଡ୍ରାଗନ ସେନା ଥାଉ ବା ଡ୍ରାଗନ୍, ମୁକାବିଲା କରିବାକୁ ପୂରା ତୟାର । ଶତ୍ରୁ ପକ୍ଷକୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିବାରେ ସକ୍ଷମ ଇଣ୍ଡିଆନ ଆର୍ମି । ଲଦାଖରେ ମନ ଭରିଲାନି ଯେ ଅରୁଣାଚଳକୁ ଆଖି ପକାଇଛି ଡ୍ରାଗନ ସେନା । କିନ୍ତୁ ଭାରତୀୟ…

ଭାଷା ଭାଗବତ : ଭାଷାରେ ଭେଳିକି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନାନା ଲୋକଂକ ନାନା ମତ କେଉଁଟି ମିଛ ଅବା ସତ ନ ଜାଣେ ଯେଣୁ ଶ୍ରୋତା ଚିତ୍ତ କିଛି ହୁଏନି ପ୍ରତିଷ୍ଠିତ ଅଶେଷ ମତ ବିନିମୟ ଚଳିଲେ ସୁଦ୍ଧା ଅହରହଃ ବାହାରି ପାରେନି ନିଷ୍କର୍ଷ ବିତିଯାଏ ମାସ ଓ ବର୍ଷ ଦୋହଲୁଥାଏ…

ବାଘ ଛାଲ ଡିଲ୍ ବେଳେ ମାଡ଼ିବସିଲା ଏସଟିଏଫ, ଜଣେ ଗିରଫ

ବାରିପଦା : ଏସଟିଏଫ୍ ହାତର ଧରାପଡିଲା ବାଘ ଶିକାରୀ  । ବାରିପଦା ଶ୍ରୀରାମଚନ୍ଦ୍ରପୁରଠାରେ ଶିକାରୀକୁ କାବୁ କରିଛି ଏସଟିଏଫ । ବାଘ ଛାଲ ସହ ଜଣେ ଗିରଫ ହୋଇଥିବା ବେଳେ ୨ ଜଣ ଫେରାର  ହୋଇଯାଇଛନ୍ତି । ଶିକାରୀଙ୍କ ଟାର୍ଗେଟ୍ ରେ ଶିମିଳିପାଳ  । ମାସକ ତଳେ ଗୁଳି କରି ଶିକାର କରିଥିବା ଅନୁମାନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ବେଢା ବୁଲା ଅବସରରେ ଆମେ କାଞ୍ଚି ଗଣେଶଙ୍କ ଦର୍ଶନ କରି ସାରିଛେ, କଥା ପ୍ରସଙ୍ଗରେ ଆମେ କିଛି ଗବେଷକଙ୍କ ମନ୍ତବ୍ୟ ମଧ୍ୟ ଆଲୋଚନା କରିଛେ। ବର୍ତ୍ତମାନ ଜାଣିବା…

ସିଝା ବାଦାମ ଖାଇବା ଦ୍ୱାରା ଏହି ସବୁ ରୋଗ ଦୂର ହୋଇଥାଏ….

ବାଦାମ ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି ।  କିଛି ଲୋକ ଭାଜି ଖାଆନ୍ତି ତ କେହିକେହି ତେଲରେ ଛାଣି ଖାଇବାକୁ ଭଲପାଆନ୍ତି। ଖାଦ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବାଦାମକୁ ସିଝାଇ ଖାଇବା ସ୍ୱାସ୍ଥ୍ୟପାଇଁ ଲାଭଦାୟକ  । -ବାଦାମକୁ ସିଝାଇ ଖାଇବା ଦ୍ବାରା ଶରୀରରେ ରକ୍ତର ଅଭାବ ହୋଇନଥାଏ।…

ଚିକିତ୍ସା ନାଁରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଡାକ୍ତର ଗିରଫ

ବାରିପଦା: ଜଣେ ଡାକ୍ତର ଚିକିତ୍ସା ସମୟରେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଅଡୁଆରେ ପଡ଼ିଛନ୍ତି। ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଶିଶୁ ଓ୍ୱାର୍ଡରେ ସୋମବାର ରାତିରେ ଚିକିତ୍ସିତ ହେବାକୁ ଆସିଥିବା ଜଣେ ନାବାଳିକାଙ୍କୁ ସେଠାରେ ନିୟୋଜିତ ଶିଶୁ ରୋଗ ବିଶେଷଜ୍ଞ…

ସଂସଦରେ ଥାଇ କିଭଳି ଓକିଲ ଲାଇସେନ୍ସ ରଦ୍ଦ ହେଲା, ପ୍ରଶ୍ନ କଲେ ସାଂସଦ ସୁରେଶ ପୂଜାରୀ

ବରଗଡ: ସାଂସଦ ସୁରେଶ ପୂଜାରୀଙ୍କ ଓକିଲ ଲାଇସେନ୍ସ ରଦ୍ଦ ହୋଇଛି। ପଶ୍ଚିମଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ବିରୋଧରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନ ନେଇଛି। ଏଥିରେ ସମ୍ବଲପୁରର ସମସ୍ତ ଓକିଲଙ୍କ ଲାଇସେନ୍ସ 18 ମାସ ପାଇଁ…