ବିଦେଶୀ ୟୁନିଭର୍ସିଟିର ଭାରତୀୟ ଶାଖାଗୁଡ଼ିକରେ ହୋଇପାରିବନି ଅନ୍ଲାଇନ୍ କ୍ଲାସ୍
ନୂଆଦିଲ୍ଲୀ: ବିନା ଅନୁମତିରେ ବିଦେଶୀ ୟୁନିଭର୍ସିଟିଗୁଡ଼ିକ ଭାରତରେ ଶାଖା ଖୋଲିପାରିବେ ନାହିଁ କି ଅନ୍ଲାଇନ୍ କ୍ଲାସ୍ କରିପାରିବେ ନାହଁ। ଏଥିପାଇଁ ତାଙ୍କୁ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି)ଙ୍କ ଅନୁମୋଦନ ନେବାକୁ ହେବ। ତେବେ ଅନୁମୋଦନ ପ୍ରଥମ ପର୍ଯ୍ୟାୟରେ ୧୦ ବର୍ଷ ପାଇଁ ହେବ। ଏନେଇ…