ମଶା ଦାଉରୁ ରକ୍ଷା ପାଇଁ ବିଜେପିର ବିକ୍ଷୋଭ; ଚାମ୍ବର୍ରୁ ବାହାର କଲେ କମିଶନର, କଫି ପିଆଇ ବୁଝାଇଲେ ମେୟର
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ମଶା ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସହରବାସୀଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ଦାବି ନେଇ ବିଜେପି ତରଫରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ ବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଦାବିପତ୍ର ପ୍ରଦାନ କରିବାକୁ ଯାଇଥିବା ବିଜେପି ନେତାଙ୍କୁ…