ଦ୍ୱିତୀୟ ଦିନରେ EDରେ ହାଜର ହେଲେ ଆର୍କିଟେକ ରଂଜିତ, ଅର୍ଚ୍ଚନାଙ୍କ ସହ ହୋଇପାରେ ମୁହାଁମୁହିଁ ଜେରା
ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଘାଣ୍ଟି ପକାଇଲାଣି ED । ତଥାପି ସରୁନି । ଆଜି ପୁଣି EDରେ ହାଜର ହୋଇଛନ୍ତି ଅର୍ଚ୍ଚନାଙ୍କ ଆର୍କିଟେକ୍ଟ ରଂଜିତ ବେହେରା । ଗତକାଲି ମଧ୍ୟ ୧୨ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କୁ ED ଜେରା କରିଥିଲା । ଅର୍ଚ୍ଚନାଙ୍କ ଘର ଡିଜାଇନ କରିଥଲେ ରଂଜିତ ।…