Latest Odisha News

BREAKING NEWS

ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହେଲେ ସ୍ମିଥ

ଲାହୋର:ଅଷ୍ଟ୍ରେଲିଆର ବରିଷ୍ଠ କ୍ରିକେଟ ଖେଳାଳି ଷ୍ଟିଭ ସ୍ମିଥ ଶତକ ହାସଲରେ ସାର ଡନ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଅବସରରେ ସ୍ମିଥ ତାଙ୍କ କ୍ୟାରିୟରର ୨୯ତମ ଶତକ ହାସଲ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୮୭ ଟେଷ୍ଟରେ ୧୫୪…

ସାଧା କାଗଜ ଦେଖାଇ କାହିଁକି ଜିନପିଙ୍ଗଙ୍କୁ ବିରୋଧ କରୁଛନ୍ତି ଚୀନବାସୀ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚୀନରେ କରୋନା ଭାଇରସକୁ ନେଇ ସରକାର ଜାରି କରିଥିବା ଲକଡାଉନକୁ ବିରୋଧ କରି ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗତ କିଛି ଦିନ ହେବ ସାଙ୍ଘାଇ ସମେତ ଅନେକ ସହରର ରାସ୍ତାରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି, ଏହି ଲୋକମାନେ ନିଜ ହାତରେ ଥିବା ଏହି ସାଧା କାଗଜକୁ…

ପାଣି ଭାବି ଡିଜେଲ ପିଇ ଦେଲା ଛୋଟ ଛୁଆ, ତାପରେ…

ବାଲେଶ୍ୱର: ଏକ ଛୋଟ ଛୁଆ ଡିଜେଲକୁ ପାଣି ଭାବି ପିଇଦେବାରୁ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଦୁଃଖର କଥା ହେଲା ପିଲାଟିର ବୟସ ଦେଢ ବର୍ଷ । ଆଉ ଏହି ଡିଜେଲ ବୋତଲଟି ତାର ବାପା ରଖିଥିଲେ। ପିଲାଟିକୁ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରାଯାଇଥିଲା,…

ସାତ ଦଫା ଦାବି ନେଇ ଧାରଣାରେ ବସିଲେ ଶତାଧିକ ଆଶାକର୍ମୀ

ଗଜପତି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଧାରଣାରେ ବସିଛନ୍ତି ଆଶାକର୍ମୀ  । ସାତ ଦଫା ଦାବି ନେଇ ଆଶା କର୍ମୀଙ୍କ ରଣହୁଙ୍କାର । ରାଜ୍ୟ ଆଶାକର୍ମୀ ସଂଘର ଡାକରାରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ଆଶାକର୍ମୀ  । ଗଜପତି ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ଆଜି ଧାରଣା ଦେଇଛନ୍ତି ସଂଘର…

ଦୁଃଖଦ ଖବର : ବାହାଘର ହେବାର କିଛି ଘଂଟା ପରେ ଚାଲିଗଲା ହଲିଉଡ ଗାୟକ ଜ୍ୟାକ ଫ୍ଲିଂଟଙ୍କ ଜୀବନ

ଲଣ୍ଡନ: ହଲିଉଡର ଲୋକପ୍ରିୟ କଂଟ୍ରି ସିଙ୍ଗର ଜ୍ୟାକ ଫ୍ଲିଂଟଙ୍କ ଆଜି ପରଲୋକ ହୋଇଯାଇଛି । ବ୍ରେଣ୍ଡା ଫ୍ଲିଂଟଙ୍କୁ ୩୭ ବର୍ଷୀୟ ଜ୍ୟାକ ବିବାହ କରିବା ପରେ ଖୁସି ମନରେ ଘରକୁ ଫେରିଥିଲେ । ଏହା ପରେ ସେ କ୍ଲାନ୍ତ ହୋଇ ଶୋଇ ପଡିଥିଲେ ଓ ଆଉ ଉଠି ନ ଥିଲେ । ଘଟଣାଟି ପ୍ରସାରିତ ହେବା ପରେ କଳାକାର…

ସଫା ହେଲା ଆଇଏସଆଇଏସ ମୁଖ୍ୟ ଅବୁ ହାସନ

ଦୁବାଇ: ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହୋଇଛି ଆଇଏସଆଇଏସ ମୁଖ୍ୟ ଅବୁ ହାସନ ଅଲ ହାଶିମ ଅଲ କ୍ୟୁରେଶୀ । ଆତଙ୍କବାଦୀ ସଂଗଠନ ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି । ଆଇଏସଆଇଏସ ନୂତନ ମୂଖ୍ୟ ଭାବେ ଅବୁ ଅଲ ହୁସେନ ଅଲ ହୁସେନ ଅଲ କ୍ୟୁରେଶୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ସେ କିପରି…

ହାତ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ସାଂସଦ, ପଦ୍ମପୁରରେ ବିଜେପିକୁ ମିଳିବ କି ଫାଇଦା ?

ବରଗଡ଼: ପ୍ରଚାରରେ କମ୍ପୁଛି ପଦ୍ମପୁର । ବିଜେଡି, ବିଜେପିର ପ୍ରଚାର ଆଖି ଦୃଶିଆ ଥିବା ବେଳେ ପଛରେ ପଡ଼ିଛି କଂଗ୍ରେସ । ଭୋଟ ଗ୍ରହଣର ଠିକ୍ ୩ ଦିନ ପୂର୍ବରୁ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ ବିଜେପିରେ ସାମିଲ୍ ହୋଇଛନ୍ତି । ଯାହା ଭାରତୀୟ ଜନତା ପାର୍ଟିକୁ ବଳ ଦେଇଛି । ଆଜି…

ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କଲେ ବିରଳ ଶାଗୁଣା

ଯାଜପୁର : ବିରଳ ଶାଗୁଣା ଉଦ୍ଧାର  । ଯାଜପୁରର ନିଳାପଦା ଅଞ୍ଚଳରୁ ବିରଳ ଶାଗୁଣା ଉଦ୍ଧାର ହୋଇଥିଲା  । ଆଜି ଶାଗୁଣାକୁ ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି ।  ସୂଚନା ଅନୁଯାୟୀ ଗତକାଲି ନିଳାପଦା ନିକଟସ୍ଥ  ନଦୀ ପଠାରୁ ଏକ ବିରଳ  ଶାଗୁଣାକୁ ଗ୍ରାମବାସୀ ମାନେ ଉଦ୍ଧାର କରି ବନ…

ବିଧାନସଭାରେ ମାନିଲେ ମନ୍ତ୍ରୀ, ଛତିଶଗଡ଼ ପାଇଁ ମହାନଦୀରେ କ୍ରମାଗତ କମୁଛି ଜଳ ପ୍ରବାହ

ଭୁବନେଶ୍ୱର: ଛତିଶଗଡ଼ ସରକାରଙ୍କ ମନମାନି ପାଇଁ ମହାନଦୀ ଅବବାହିକା ଶୁଖିବାରେ ଲାଗିଛି । ଅଣମୌସୁମୀ ସମୟରେ କ୍ରମାଗତ ଭାବେ ମହାନଦୀ ଅବବାହିକାରେ ଜଳ ପ୍ରବାହର ପରିମାଣ କ୍ରମାଗତ ଭାବେ ହ୍ରାସ ପାଇ ଆସୁଛି । ମହାନଦୀରେ ଜଳପ୍ରବାହ ନେଇ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଣତାରକା…

୧୫ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦର ବିବାହ କରିପାରିବେ ; ଝାଡ଼ଖଣ୍ଡ ହାଇକୋର୍ଟ

ନୂଆଦିଲ୍ଲୀ : ଗୁରୁତ୍ବପୂର୍ଣ୍ଣ ରାୟ ଦେଲେ ଝାଡ଼ଖଣ୍ଡ ହାଇକୋର୍ଟ । ୧୫ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦର ବିବାହ କରି ପାରିବେ । ଗୋଟିଏ ମାମଲାର ଶୁଣାଣୀ ବେଳେ ଜଷ୍ଟିସ୍‌ ଏସ.କେ.ଦ୍ୱିବେଦୀ ଏହି ରାୟ ଶୁଣାଇଥିଲେ । ମୁସଲିମ୍ ପର୍ସନାଲ ଲ’-ବୋର୍ଡକୁ ନଜରରେ ରଖି ସେ ଏହି ରାୟ…