ଆଇସିୟୁ କ୍ୟାବିନ ନିକଟରେ ଝିଅର ବାହାଘର ଦେଖିବା ପରେ ଆଖି ବୁଜିଲେ ମାଆ
ଗୟା: ଝିଅ ବାହା ହେବ ଆଉ ମାଆ ଦେଖିବନି । ତାହା କେବେ ସମ୍ଭବ ନୁହେଁ । ତେବେ ଗୟାରେ ଜଣେ ମାଆ ତାଙ୍କ ଝିଅ ବାହାଘର ଦେଖିବା ପରେ ଆଖି ବୁଜି ଦେଇଛନ୍ତ । ଏହି ଘଟଣା ସମ୍ପୂର୍ଣ୍ଣ ଅଂଚଳରେ ଚର୍ଚ୍ଚାର କାରଣ ସାଜିଛି । ଲଲନ କୁମାରଙ୍କ ସ୍ତ୍ରୀ ପୁନମ ବର୍ମା ଗୁରୁତର ଅସୁସ୍ଥ ହୋଇ ସ୍ଥାନୀୟ…