Latest Odisha News

BREAKING NEWS

ଝିଅର ଆପତ୍ତିଜନକ ଭିଡିଓ ସେୟାର ନକରିବାକୁ କହିବାରୁ ବିଏସଫ ଯବାନଙ୍କୁ ହତ୍ୟା !

ଅହମଦାବାଦ: ଗୁଜରାଟର ନାଡିଆଦ ଜିଲ୍ଲାରେ ଜଣେ ବିଏସଏଫ ଯବାନଙ୍କୁ ହତ୍ୟା। ସୋଶିଆଲ ମିଡିଆରେ ତାଙ୍କ ଝିଅର ଏକ ଆପତ୍ତିଜନକ ଭିଡିଓ ସେୟାର ହେଉଥିବାରୁ ଏପରି ନକରିବାକୁ ଜଣଙ୍କ ଘରକୁ ମନା କରିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ପ୍ରତିପକ୍ଷ ଲୋକ ବାଡିରେ ଆକ୍ରମଣ…

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ: କଂଗ୍ରେସ ନେତା ସଲମାନ ଖୁର୍ସିଦ କହିଛନ୍ତି ଯେ ରାହୁଲ ଗାନ୍ଧୀ ଜଣେ ଯୋଗୀ । ସେ ଏବେ 'ତାପସ୍ଯା' କରୁଛନ୍ତି ତାଙ୍କ ଉଦ୍ଦେଶ୍ୟରେ ସଫଳ ହେବା ପାଇଁ। ଏହା କହିଛନ୍ତି କଂଗ୍ରେସ ନେତା ସଲମାନ ଖୁର୍ସିଦ। କଂଗ୍ରେସର ଭାରତ ଯୋଡ଼ ଯାତ୍ରାର ଯୋଜନା ଏବେ ଟିକିଏ ବଦଳିଛି। ଏହି ଯାତ୍ରାର…

ଶ୍ରୀମନ୍ଦିର ଭିତରେ ବେହୋସ ପଡ଼ିଲେ ମୟୂରଭଞ୍ଜର ଏକ ସ୍କୁଲର ୬ ଛାତ୍ରୀ

ପୁରୀ: ଶ୍ରୀମନ୍ଦିରର ବାଇଶି ପାହାଚରେ ସୋମବାର ସନ୍ଧ୍ୟାରେ ପାଟିତୁଣ୍ଡ ଭଳି ପରିସ୍ଥିତି ଉପୁଜିବା ପରେ ୬ ଜଣ ଛାତ୍ରୀ ଅଚେତ ହୋଇଥିବା ସୂଚନା ମିଳିଛି। ସମସ୍ତ ଅସୁସ୍ଥ ମୟୂରଭଞ୍ଜ ହୃଦାନନ୍ଦ ଉଚ୍ଚ ବିଦ୍ୟାଳୟର ଛାତ୍ରୀ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି।…

ଯେଉଁ ସ୍ଥାନର ଘଟଣା ପାଇଁ ମେଣ୍ଟ ଭାଙ୍ଗିଥିଲା, ସେହି ସ୍ଥାନରୁ ୨୦୨୪ ପାଇଁ ବିଗୁଲ ଫୁଙ୍କିବ ବିଜେପି!

ଭୁବନେଶ୍ୱର:  ୨୮ରେ ଓଡ଼ିଶା ଗସ୍ତରେ ଆସିବେ ବିଜେପିର ରାଷ୍ଚ୍ରୀୟ ସଭାପତି ଜେ.ପି ନଡ୍ଡା। ଏହି ସମୟରେ ପୁରୀ ଏବଂ କନ୍ଧମାଳ ଲୋକସଭା ଆସନରେ ଦଳୀୟ କାର୍ଯ୍ୟକ୍ରମ ରହିଛି। କନ୍ଧମାଳ ଜିଲ୍ଲାରେ ଜଲେଶପେଟା ସ୍ଥିତ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବେ।…

୨୦୨୨ ବର୍ଷରେ BSKYରେ ୬.୩୧ ଲକ୍ଷ ଲୋକଙ୍କୁ ମିଳିଛି ମାଗାଣା ଚିକିତ୍ସା

ଭୁବନେଶ୍ୱର: ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ନିମନ୍ତେ ଅଭିପ୍ରେତ ଓଡିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ବିଶେଷ ଅଗ୍ରଗତି ହାସଲ କିରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କାର୍ଯ୍ୟନ୍ବୟନ…

ବକେୟା ବିଲ୍ ପାସ୍ ପାଇଁ ୬୫ ହଜାର ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ

ବାରିପଦା: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ ଘଡ଼େଇଙ୍କୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ସହ ଧରିଛି । ଜଣେ କଣ୍ଟ୍ରାକ୍ଟରଙ୍କ ବକେୟା ବିଲ୍ ପାସ୍ ଲାଗି କନିଷ୍ଠ ଯନ୍ତ୍ରୀ ଆଶିଷ ଲାଞ୍ଚ ମାଗିଥିଲେ । ଆଜି କନିଷ୍ଠ ଯନ୍ତ୍ରୀ ୬୫…

ଚୀନ ଭଳି ବ୍ରିଟେନରେ ସ୍ଥିତି ସାଂଘାତିକ କଲାଣି କରୋନା

ନୂଆଦିଲ୍ଲୀ: ଚୀନରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ସାରା ଦୁନିଆ ଚିନ୍ତାରେ ରହିଛି । ଏବେ ବ୍ରିଟେନରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଲାଣି । ବିଟ୍ରେନର କୋଭିଡର ପଞ୍ଚମ ପ୍ରବାହ ଆରମ୍ଭ ହୋଇଥିବା କୁହାଯାଉଛି । କିନ୍ତୁ ସରକାର ନୂଆବର୍ଷରୁ ନିୟମିତ କୋଭିଡ୍ ତଥ୍ୟ ଦେବା…

ଗୁଜରାଟ ନିକଟରେ ପାକିସ୍ତାନୀ ବୋଟରୁ ଜବତ ହେଲା ୩୦୦ କୋଟି ଟଙ୍କାର ଡ୍ରଗ୍ସ

ଅହମ୍ମଦାବାଦ: ଭାରତୀୟ ତଟରକ୍ଷୀ ବାହିନୀକୁ ସୋମବାର ଏକ ବଡ ସଫଳତା ହାତ ଲାଗିଛି । ଆରବ ସାଗର ଉପକୂଳରେ ସେମାନେ ଏକ ପାକିସ୍ତାନୀ ବୋଟକୁ ଜବତ କରିଛନ୍ତି । ଏହି ବୋଟରେ ୩୦୦ କୋଟି ଟଙ୍କାର ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର ଓ ୧୦ ପାକିସ୍ତାନୀଙ୍କୁ ଗିରଫ କରାଯାଇଛି । ଡିସେମ୍ବର ୨୫ ଓ ୨୬ ରାତିରେ ଏହି…

ରୁଷର ହଟ ଜାସୁସ: ଆଲିୟାଙ୍କ ହନୀଟ୍ରାପରୁ ଖସିବା ଏକପ୍ରକାର ଅସମ୍ଭବ

ମସ୍କୋ: ରୁଷ ଗୋଇନ୍ଦା ବିଭାଗ ଏଜେନ୍ସି କେଜିବିର ଜଣେ ପୂର୍ବ ଏଜେଂଟ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ହନୀଟ୍ରାପରେ ଫସେଇ ତଥ୍ୟ ହାସଲ କରିବାରେ ଏହି ଟିମର ସମସ୍ତ ସଦସ୍ୟା ଧୂରନ୍ଧର । ଏମାନଙ୍କ ଜାଲରୁ ଖସିବା ଏକପ୍ରକାର ଅସମ୍ଭବ । ଏକ ସାକ୍ଷାତକାରରେ ଆଲିୟା ରୋଜା ଏହି ରହସ୍ୟ ଉପରକୁ କିଛି…

କେସିଆରଙ୍କୁ ହାଇକୋର୍ଟ ଝଟକା: ବିଧାୟକ କିଣାବିକା ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର

  ହାଇଦ୍ରାବାଦ: ତେଲେଙ୍ଗାନାରେ କେସିଆର ସରକାରଙ୍କୁ ହାଇକୋର୍ଟଙ୍କ ବଡ ଝଟକା । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଦଳ ଭାରତ ରାଷ୍ଟ୍ର ସମିତିର କିଛି ବିଧାୟକଙ୍କୁ ବିଜେପି କିଣିବାକୁ ଚାହୁଁଛି ଏବଂ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ହୋଇଥିବା ମାମଲାରେ…