ରଣଜୀ ଟ୍ରଫି: ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ, ବ୍ୟାକଫୁଟରେ ଓଡିଶା
କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ବିପକ୍ଷରେ ବରୋନା ଭଲ ସ୍ଥିତିରେ ରହିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୪୫୭ ରନ ଜବାବରେ ବରୋଦା ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ୫ ୱିକେଟ ହରାଇ ୪୧୬ ରନ ସଂଗ୍ରହ କରି ନେଇଛି । ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ ପାଇଁ ବରୋଦାକୁ ଆଉ ୪୧ ରନ…