Latest Odisha News

BREAKING NEWS

ପୁଣି ତିନି ଦିନିଆ ରିମାଣ୍ଡରେ ଯିବ ଖଗେଶ୍ୱର ପାତ୍ର, କୋର୍ଟ ଦେଲେ ଅନୁମତି

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ବର ପାତ୍ରର ରିମାଣ୍ଡ ଅବଧି ବଢିଲା। ଖୋର୍ଦ୍ଧା ଜିଲ୍ଲା ଦୌରାଜଜର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଆଉ ତିନି ଦିନ ରିମାଣ୍ଡରେ ଯିବାକୁ ଅନୁମତି ଦେଇଛନ୍ତି। ଜେରା ବେଳେ ଇଡିକୁ ଖଗେଶ୍ୱର ତଦନ୍ତରେ ସହଯୋଗ କରୁନାହିଁ ତେଣୁ ଆଉ ୫…

ଆଉ ନାହାନ୍ତି ରସନା ଫାଉଣ୍ଡର ଆରିଜ ଫିରୋଜଶାହ

ମୁମ୍ବାଇ: ରସନା ଗ୍ରୁପର ଫାଉଣ୍ଡର ଆରିଜ ପିରୋଜଶାହ ଖମ୍ବାଟାଙ୍କ ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଆରିଜ ୮୦/୯୦ ଦଶକରେ ରସନା ପାନୀୟ ଯୋଗୁ ଘରେ ଘରେ ପରିିଚିତ ହୋଇ ପଡିଥିଲେ । ସେ ୱାପିଜର ପୂର୍ବ ଚେୟାରମ୍ୟାନ ଓ ଅହମ୍ମଦାବାଦ ପାରସୀ ପଂଚାୟତର ପୂର୍ବ ସଭାପତି ଥିଲେ । ଏହା ବ୍ୟତୀତ ଭାରତର…

ଏୟାରପୋର୍ଟ ନିକଟ ଜଙ୍ଗଲରେ ଚାଲିଥିଲା ସେକ୍ସ ରାକେଟ!

ଭୁବନେଶ୍ୱର: ରାଜଧାନୀର ହାଇସିକ୍ୟୁରିଟି ଜୋନ ନିକଟରେ ଚାଲିଛି ଦେହ ବ୍ୟବସାୟ! ବିମାନ ବନ୍ଦର ପାଖରେ ଥିବା ଜଙ୍ଗଲରେ ଚାଲିଥିଲା ସେକ୍ସ ରାକେଟ। ଯାହାକୁ ଦେଖିବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରିଥିଲେ। ପରେ ପୋଲିସକୁ ଖବର ଦେଇ ହସ୍ତାନ୍ତର କରିଛନ୍ତି। ଗିରଫ ହୋଇଥିବା ଦୁଇ…

ଅମିତାଭଙ୍କ କୁନି ଫ୍ୟାନ; ପାଦ ଛୁଇଁବା ପାଇଁ ଭାଙ୍ଗିଲା ସୁରକ୍ଷା ବଳୟ

ମୁମ୍ବାଇ: ବଲିଓଡର ବିଗ ବି ତଥା ମେଗାଷ୍ଟାର  ଅମିତାଭ ବଚ୍ଚନଙ୍କ ପାଇଁ ତାଙ୍କର ଫ୍ୟାନ୍ସ ପାଗଳ । ଏକଥା ଆମେ ଜାଣୁ । କିନ୍ତୁି ଏମିତି ପାଗଳ..! ବିଗ୍ ବିଙ୍କର ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ସ ମାନେ ତାଙ୍କର ଘର ସାମ୍ନାରେ ପ୍ରତିଦିନ ଛିଡା ହୋଇଥାନ୍ତି । ଅମିତାଭ ବି ତାଙ୍କ ଫ୍ୟାନ୍ସଙ୍କ…

ରକ୍ତ ଦେଇ ପ୍ରସୂତୀଙ୍କ ଜୀବନ ବଞ୍ଚାଇଲେ ଭୁବନେଶ୍ବର ଏମ୍ସ ଡାକ୍ତର

ଭୁବନେଶ୍ୱର: ଆମେ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କହୁ । ଆଜି ସେହି ଭଗବାନ ପ୍ରସୂତୀଙ୍କୁ ବିପଦ ମୁହଁରୁ ବଞ୍ଚାଇଛନ୍ତି । ଆଉ କିଛି ସମୟ ବିଳମ୍ବ ହୋଇଥିଲେ ରକ୍ତ ଅଭାବରୁ ବୋଧହୁଏ ଜଣେ ଗୁରୁତର ପ୍ରସୂତୀ ମହିଳାଙ୍କର ଜୀବନ ବିପଦରେ ପଡିଥାଆନ୍ତା । ମାତ୍ର ଠିକ୍ ସମୟରେ ଆଗକୁ ଆସି ସହୃଦୟତାର ସହିତ…

ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ପୁରୀ : ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ମୋଟ ୫୧ ଗୋଟି ଅଭିଯୋଗ ପତ୍ର ମିଳିଥିବା…

ଲିଷ୍ଟ ଏ କ୍ରିକେଟରେ ଇତିହାସ ରଚିଲେ ଜଗଦୀଶନ

ମାଡ୍ରାସ: ତାମିଲନାଡୁର ଉଦୀୟମାନ କ୍ରିକେଟର ନାରାୟଣ ଜଗଦୀଶନ ଲିଷ୍ଟ ଏ କ୍ରିକେଟରେ ଇତିହାସ ରଚିଛନ୍ତି । ଚଳିତ ବିଜୟ ହଜାରେ ଟ୍ରଫିରେ ସେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୨୭୭ ରନର ଇନିଂସ ଖେଳି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଲିଷ୍ଟ ଏ କ୍ରିକେଟରେ ଏହା ସବୁଠାରୁ ବଡ ବ୍ୟକ୍ତିଗତ ସ୍କୋର ।…

୨୦୩୦ ସୁଦ୍ଧା ଚନ୍ଦ୍ରରେ ହେବ ମାନବ ବସ୍ତି, ଖୋଲିବ ଗବେଷଣା କେନ୍ଦ୍ର

ନ୍ୟୁୟର୍କ:  ଜହ୍ନ ରାଇଜରେ ଘର କରିବା... ଏହା ଆଉ ସ୍ୱପ୍ନ ନୁହେଁ । ସ୍ୱପ୍ନ ପରି ଲାଗୁଥିବା ଏ କଥା ଖୁବ ଶୀଘ୍ର ସତ ହେବ ।   ଜହ୍ନରେ ରହିବ ମାନବ ବସ୍ତି । ଖୋଲିବ ଅଫିସ । ମଣିଷ ସେଠାରେ ବସି କାମ କରିବ । ଏ କଥା ଆମେ ନୁହେଁ, କହିଛନ୍ତି ନାସା ଅଧିକାରୀ । ଚନ୍ଦ୍ରକୁ ଆର୍ଟିମିସ୍ ରକେଟ୍…

କୋରେଇରେ କାହିଁକି ଲାଇନଚ୍ୟୁତ୍ ହେଲା ମାଲବାହୀ ? ତଦନ୍ତ କରିବେ କମିଶନ ଅଫ୍ ରେଲୱେ ସେଫ୍ଟି

ଭୁବନେଶ୍ୱର: କୋରେଇରେ କାହିଁକି ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍ ? କେତେ ଥିଲା ବେଗ ? କାହିଁକି ହେଲା ଲାଇନଚ୍ୟୁତ୍ ? ଭୁଲ୍ କାହାର ? ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା କମିଶନ ଅଫ୍ ରେଲୱେ ସେଫ୍ଟି କୋରେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତର ତଦନ୍ତ କରିବେ ।…

ଶବ ସତ୍କାର ପାଇଁ ୧୦ ହଜାର ଲେଖାଏ ଦେଲା ରେଳ ବିଭାଗ

ଯାଜପୁର: ମାଡି ଆସିଲା ଲୌହ ଦାନବ । କ’ଣ ହେଲା ଭାବିଲା ବେଳକୁ ଚାଲିଗଲାଣି  ୩ ଜୀବନ । ଯାଜପୁର ଜିଲ୍ଲା କୋରେଇ  ରେଳ ଷ୍ଟେଶନ ଦୁର୍ଘଟଣାରେ ଆଖି  ବୁଜିଦେଲେ  ପାର୍ବତୀ ବିନ୍ଧାଣି, ତାଙ୍କ ଝିଅ କଣ୍ଡେଇ ବିନ୍ଧାଣି ଓ ଅବଜୁଲ ବିବି । ମୃତକଙ୍କ ଶବ ସତ୍କାର ପାଇଁ ରେଳ ବିଭାଗ ପକ୍ଷରୁ ଦିଆଯାଇଛି…