Latest Odisha News

BREAKING NEWS

ଶିମିଳିପାଳ ହାତୀ ମାରି ପୋଡ଼ିବା ଘଟଣା: ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ ପରେ ତଦନ୍ତ ଦିଗହରା ହେବା ଆଶଙ୍କା

କଟକ : ଆଖି ବୁଜିଲେ ଶିମିଳିପାଳ ହାତୀ ମାରି ପୋଡ଼ିଦେବା ମାମଲାର ପ୍ରତ୍ୟକ୍ଷଦର୍ଶୀ ତଥା ଅସ୍ଥାୟୀ ବନକର୍ମଚାରୀ । ୧୧ତାରିଖରେ ବିଷ ପିଇଥିଲେ ବନ କର୍ମଚାରୀ ତୁରାମ ପୂର୍ତ୍ତି । ପାଟି ନଖୋଲିବାକୁ ଧମକ ପାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ପରେ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରି…

ପଠାନ୍ ଝଡ଼କୁ ନେଇ କିଙ୍ଗ ଖାନଙ୍କ ସମର୍ଥନରେ ସାଉଥ୍ ଷ୍ଟାର କହିଲେ, ‘କିଛି ବି ହେଇଯାଉ ଆମେ ସକରାତ୍ମକ ରହିବୁ’

ନୂଆଦିଲ୍ଲୀ: ପଠାନ୍ ଫିଲ୍ମରେ ଦୀପିକା ପାଡୁକୋନଙ୍କ ପୋଷାକକୁ ନେଇ ବିରୋଧ ଜାରି ରହିଛି । ଫିଲ୍ମର ଗୀତ ‘ବେଶର୍ମ ରଙ୍ଗ’ ଗୀତ ଓ ଦୀପିକାଙ୍କ ଲୁକ୍ କୁ ଖୁବ୍ ନିନ୍ଦା କରାଯାଉଛି । ଏପରିକି ତାଙ୍କୁ ଟୁକଡେ ଟୁକଡେ ଗ୍ୟାଙ୍ଗର ସମର୍ଥକ କୁହାଯାଇଛି । ମଧ୍ୟପ୍ରଦେଶରେ ଫିଲ୍ମ ରିଲିଜ୍ ଉପରେ ରୋକ୍…

ସିଧା ଟାର୍ଗେଟ କଲେ ଜୟଶଙ୍କର: UNSC ରେ କହିଲେ ଆତଙ୍କବାଦର କେନ୍ଦ୍ରସ୍ଥଳ ପାକିସ୍ତାନ

ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର । ଆତଙ୍କବାଦକୁ ନେଇ ଦୁଇ ପଡୋଶୀକୁ କଡ଼ା ଭର୍ତ୍ସନା କରିଛନ୍ତି । ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ପ୍ରତି ଆତଙ୍କବାଦ ଏକ ବିପଦ । ଆତଙ୍କବାଦର କେନ୍ଦ୍ରସ୍ଥଳ ସକ୍ରିୟ ରହିଛି । ଚୀନ ଓ ଏହାର ଘନିଷ୍ଠ ମିତ୍ର…

ବିଚାରପତି ଅଭାବକୁ ନେଇ କଲେଜିୟମକୁ କେନ୍ଦ୍ର ଆଇନ ମନ୍ତ୍ରୀ ଦାୟୀ କରିବା ପରେ ବଦଳିବ କି ସିଷ୍ଟମ?

ଦିଲ୍ଲୀ: ଦେଶରେ ବିଚାରପତିଙ୍କ ଅଭାବକୁ ନେଇ ସବୁବେଳେ କେନ୍ଦ୍ର ଓ ସୁପ୍ରିମକୋର୍ଟ ମୁହାଁମହିଁ ହୋଇଛନ୍ତି । ଗତକାଲି ସଂସଦରେ ବି  ବିଚାରପତି ଅଭାବ ପ୍ରସଙ୍ଗ ଉଠିଛି । ସମ୍ୱିଧାନ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବିଚାରପତିଙ୍କ ସଂଖ୍ୟା ଉପରେ ପ୍ରଶ୍ନ ଉଠାଇଥିଲେ । ତାଙ୍କ ଭାଷଣରେ…

ରେଳମନ୍ତ୍ରୀଙ୍କ ଫୋକସରେ ଓଡ଼ିଶା ରେଲଓ୍ୱେ: ରୂପ ନାରାୟଣ ସୁନକର

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଭଦ୍ରକ ରେଳ ଷ୍ଟେସନର ନିରୀକ୍ଷଣ ଏବଂ ଭୁବନେଶ୍ୱରରୁ ଧାମରା ବନ୍ଦର ପର୍ଯ୍ୟନ୍ତ (ଭଦ୍ରକ ମଧ୍ୟ ଦେଇ) ୱିଣ୍ଡୋ ଟ୍ରେଲିଂ ନିରୀକ୍ଷଣ କରିବା ସହ ବନ୍ଦରକୁ ଉନ୍ନତ ସଂଯୋଗ ତଥା ସୁବିଧା ଯୋଗାଇବା ପାଇଁ ଭଦ୍ରକ ଏବଂ ଧାମରା ମଧ୍ୟରେ…

‘ଅଣ ବିଜେପି ଶାସିତ ରାଜ୍ୟ ତେଲ ଉପରୁ ଭାଟ୍ ହ୍ରାସ କରିନାହାନ୍ତି’

ନୂଆଦିଲ୍ଲୀ: ଅଣ-ବିଜେପି ଶାସିତ ଛଅଟି ରାଜ୍ୟ ପେଟ୍ରୋଲିୟମ ଉତ୍ପାଦ ଉପରେ ଭାଟ୍ ହ୍ରାସ କରିନାହାଁନ୍ତି। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲ ଏହି ରାଜ୍ୟରେ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ଏହି ରାଜ୍ୟଗୁଡ଼ିକରେ ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ ଏବଂ ଝାଡଖଣ୍ଡ।…

ଜେଡିୟୁ-ଆରଜେଡି ମଧ୍ୟରେ ମିଶ୍ରଣ ହେବ କି?

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଅର୍ଥାତ୍ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ 2025 ବିଧାନସଭା ନିର୍ବାଚନ ଲଢିବ। ଏହାପରେ ଜେଡିୟୁ ଓ  ଆରଜେଡିର ମିଶ୍ରଣକୁ ନେଇ…

କେଶ ଓ ଚର୍ମ ପାଇଁ ଲାଭଦାୟକ କଲରା …

ସାଧାରଣତଃ କଲରା ଖାଇବାକୁ କେହି ପସନ୍ଦ କରିନଥାନ୍ତି  । କଲରା ନାଁ ଶୁଣିଲେ ଅଧିକାଂଶ ଲୋକେ ନାକ ଟେକିଥାନ୍ତି ।କାରଣ କଲରାର ସ୍ୱାଦ ପିତା ଲାଗିଥାଏ ।  କିନ୍ତୁ କଲରାରେ ରହିଛି ଅନେକ ଫାଇଦା… କଲରା କେଶ ଓ ଚର୍ମ ପାଇଁ ଲାଭକାରୀ ହୋଇଥାଏ ଆସନ୍ତୁ ଜାଣିବା … ଚର୍ମ ସଂକ୍ରମଣରୁ ବଞ୍ଚାଇ ଥାଏ…

ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଦାବି, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ଓଡ଼ିଶାରେ ଲାଗୁ ହୋଇନାହିଁ କେନ୍ଦ୍ର ସରକାରଙ୍କ ସବୁଠୁ ବଡ଼ ଯୋଜନା ଆୟୁଷ୍ମାନ ଭାରତ ଯୋଜନା। ଏବେ ଏହି ଯୋଜନା ଲାଗୁ କରିବାକୁ କେନ୍ଦ୍ର ସରକାର ଚାପ ପକାଇବା ଦରକାର ବୋଲି ବିଜେପି ସାଂସଦମାନେ ଦାବି କରିଛନ୍ତି। ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟକୁ…

ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି, ନଶୁଣିଲେ ଆମରଣ ଅନଶନ ପାଇଁ ଚେତାବନୀ

ଭୁବନେଶ୍ୱର: ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଦାବି କରିବାକୁ ଦାବି। ଅଲ ଓଡ଼ିଶା ଷ୍ଟୁଡେଣ୍ଟସ୍ ଭଏସ୍ ଛାତ୍ର ସଙ୍ଗଠନ ପକ୍ଷରୁ ଗୁରୁବାରଠାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ସଂଗଠନର ସଭାପତି ବିଭୁ ପ୍ରସାଦ ଜେନା ଓ ବିପ୍ଳବ ପରିଡ଼ାଙ୍କ ନେତୃତ୍ୱରେ ସଂଗଠନର…