ହକି ବିଶ୍ୱକପ: କ୍ରସ ଓଭରରେ ଖେଳିବେ ୮ଟିମ, କ୍ୱାର୍ଟରକୁ ଉନ୍ନୀତ ହେବେ ୪
ଭୁବନେଶ୍ୱର: ହକି ବିଶ୍ୱକପର ପ୍ରଥମ ପର୍ଯ୍ୟାୟ ପ୍ରାୟତଃ ଶେଷ ହେବାକୁ ଯାଉଛି । ୧୬ ଟିମ ମଧ୍ୟରୁ ୪ଟି ଟିମ ଟୁର୍ଣ୍ଣାମେଂଟରୁ ବାହାର ହୋଇ ସାରିଛନ୍ତି । ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ ଓ ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଏବେ ୮ଟି ଟିମ ମଧ୍ୟରେ କ୍ରସ ଓଭର ମ୍ୟାଚ…