ଏହି ଗ୍ରାମରେ ସନ୍ଧ୍ୟା ୬ରୁ ୮ଟା ମୋବାଇଲ, ଟିଭି ବନ୍ଦ
ଜକେକୁରବାଡି: ସନ୍ଧ୍ୟା ୫ଟା ୫୫ ହଠାତ ଏକ ସାଇରନର ସ୍ୱର ମହାରାଷ୍ଟ୍ରର ଜକେକୁରବାଡିକୁ ଥରେଇ ଦେଇଥିଲା । ଛୋଟ ପିଲାମାନେ ଯିଏ ଯେଉଁଠି ଥିଲେ ଘର ଆଡକୁ ଦୌଡିଥିଲେ । ଆଉ ବାପାମାଆମାନେ ପିଲାମାନଙ୍କୁ ଆଣିବା ପାଇଁ ବ୍ୟସ୍ତ ବିବ୍ରତ ହେଉ ପଡୁଥିଲେ । ସେମାନଙ୍କ ବ୍ୟସ୍ତ ଏବଂ ବିବ୍ରତ ପଛରେ ଏକ ମହତ…