Latest Odisha News

BREAKING NEWS

AIIMS ଉପରେ ସାଇବର ଆଟାକ୍; ସେବା କାମ ବ୍ୟାହତ

ନୂଆଦିଲ୍ଲୀ: ଦେଶର ବଡ଼ ଏବଂ ପ୍ରତିଷ୍ଠିତ ହସ୍ପିଟାଲ ଏମସ ଉପରେ ପୁଣି ସାଇବର ଆଟାକ୍ । AIIMS ସର୍ବରକୁ ହ୍ୟାକ କରି ନେଇଛି ଚୀନ । ଏହି ସର୍ବରକୁ ହ୍ୟାକ କରିବା ପରେ ଚୀନ ଏହାର ତଥ୍ୟକୁ ଡାର୍କ ୱେବରେ ବିକ୍ରି କରୁଛି । କୁହାଯାଉଛି, ଭାରତର ସ୍ୱାସ୍ଥ୍ୟ ସେବା ଠପ କରିଦେବାର ଲକ୍ଷ୍ୟରେ  ଦେଶରର…

ପିଲାଙ୍କ ବ୍ୟାଗରୁ ମିଳିଲା ଏମିତି ଜନିଷ, ଚୁପ ପଡ଼ିଗଲେ ଶିକ୍ଷକ

ବାଙ୍ଗାଲୁର: ସ୍କୁଲ ପିଲାଙ୍କ ବ୍ୟାଗରୁ ମିଳିଲା ଏମିତି କିଛି ଜିନିଷ, ଯାହା ଶୁଣିଲେ ଶିକ୍ଷକଙ୍କର କାହିଁକି ଆପଣଙ୍କର ବି ହୋସ ଉଡ଼ିଯିବ । ଛୋଟ ଛୋଟ ସ୍କୁଲ ପିଲାଙ୍କ ବ୍ୟାଗରୁ ବାହାରିଲା କଣ୍ଡୋମ ଓ ଗର୍ଭନିରୋଧକ ବଟିକା ପରି ଆପତ୍ତିଜନକ ଜିନିଷ ।ଏହା ଘଟଣା ସାମ୍ନାକୁ ଆସିବା ପରେ ପ୍ରତିଦିନ…

ASO ପରୀକ୍ଷା ଫଳ ପ୍ରକାଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କଟକ: ଓପିଏସସି ପକ୍ଷରୁ କରାଯାଇଥିବା ASO ପରୀକ୍ଷାର ଚୂଡ଼ାନ୍ତ ଫଳ ପ୍ରକାଶ ଉପରେ ଓଡ଼ିଶା ହାଇକୋର୍ଟ ରୋକ୍ ଲଗାଇଛନ୍ତି । ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ଓପିଏସସି ASO ରେଜଲ୍ଟ ପ୍ରକାଶି କରିବ ନାହିଁ । ତେବେ ଡିସେମ୍ବର ୪ ତାରିଖରେ ହେବାକୁ ଥିବା କମ୍ୟୁଟର ଦକ୍ଷତା…

ଲୁଧିଆନା କୋର୍ଟ ବିସ୍ପୋରଣ ଘଟଣା: ବିମାନ ବନ୍ଦରରେ ମୁଖ୍ୟ ଅଭିଯୁକ୍ତଙ୍କୁ ମାଡିବସିଲା ପୋଲିସ

ନୂଆଦିଲ୍ଲୀ: ଲୁଧିଆନା କୋର୍ଟ ବୋମା ବିସ୍ପୋରଣ ମାମଲାର ତଦନ୍ତ କରୁଥିବା NIAକୁ ମିଳିଛି ବଡ ସଫଳତା ।   ବିସ୍ପୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ତଥା ଆତଙ୍କବାଦୀ ହରପ୍ରିତ ସିଂକୁ  ଗିରଫ କରିଛି । ଫ୍ଲାଇଟରେ ମାଲେସିୟାରୁ ଭାରତ ଆସୁଥିବା ବେଳେ NIA ଇନ୍ଦିରା ଗାନ୍ଧି ଇଣ୍ଟରନେସନାଲ…

କାମିନୀର ଭାଇ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କାମିନୀର ପୁଅକୁ ସେତେବେଳେ ମାତ୍ର ଚାରି ବର୍ଷ। ତା ସ୍ୱାମୀ ରାଜ୍ୟ ବାହାରେ କାମ କରୁଥିବାରୁ, ଅଧିକାଂଶ ସମୟରେ ସେ ନିଜ ପୁଅକୁ ନେଇ ବାପଘର ଗାଁରେ ରହେ। ତାର ତିନି ତିନିଟା ଭାଇ। ଆଉ କାମିନୀ ଭାବେ, ତା ଭାଇମାନେ ଥିଲା ଯାଏଁ, ପୃଥିବୀରେ…

ବାପାଙ୍କୁ ମନେ ପକାଇ ମଞ୍ଚ ଉପରେ କାନ୍ଦିଲେ ବର୍ଷା

ପଦ୍ମପୁର: ଧାମନଗର ପରାଜୟ ପରେ ପଦ୍ମପୁରରେ ସେହି ଭୁଲକୁ ଦୋହରାଇବା ପାଇଁ ଚାହୁଁନି ବିଜେଡି । ସେଥିପାଇଁ ପଦମପୁର ପାଇଁ କଳ ବଳ କୌଶଳ ସବୁ ଲଗେଇ ଦେଇଛି  । ବିଧାନସଭା ଅଧିବେଶନ ଚାଲିଥିଲେ ବି  ରାଜଧାନୀ ଛାଡ଼ି ପଦମପୁରରେ ଡେରା ପକାଇଛନ୍ତି ସବୁ  ବରିଷ୍ଠ ମନ୍ତ୍ରୀ, ନେତା । ତଥାପି ବିରୋଧୀ…

ପଦମପୁରରେ ବର୍ଷାଙ୍କ ପାଇଁ ଭୋଟ ମାଗିଲେ ନବୀନ

ପଦମପୁର(ବରଗଡ): ଜୟ ନରସିଂହନାଥ..ଗଙ୍ଗାଧର ମେହରଙ୍କର  ଏ ପବିତ୍ର ମାଟିକୁ ମୋର ଜୁହାର…ଏମିତି କହି ପଦମପୁରରେ ଦଳ ପାଇଁ ଭୋଟ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ  ଆଜି ପ୍ରଚାର ମୈଦାନକୁ ଓହ୍ଲାଇଥିଲେ…

ଜେଏନୟୁରେ ବ୍ରାହ୍ମଣ ବିରୋଧି ସ୍ଲୋଗାନ.. ପରିବେଶ ଅଶାନ୍ତ

ନୂଆଦିଲ୍ଲୀ: ଜେଏନୟୁରେ ପୁଣି ଅଶାନ୍ତ ବାତାବରଣ । ବିଶ୍ୱବିଦ୍ୟାଳୟ ପରିସରରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଦେଖାଦେଇଛି ପୁଣି ବିବାଦ । ଜେଏନୟୁ କାନ୍ଥରେ ଜାତିବାଦ ଏବଂ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଉତ୍ତେଜନା ଦେଖାଦେଇଛି । ବ୍ରାହ୍ମଣ ଏବଂ ବନିଆ ସମାଜ ବିରୋଧରେ ଅତ୍ୟନ୍ତ…

କୋର୍ଟ ପରିସରରେ ପେଟ୍ରୋଲ ଢ଼ାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ବ୍ରହ୍ମପୁର: କୋର୍ଟ ଭିତରେ ବିଚାରପତିଙ୍କୁ ଆକ୍ରମଣ ଘଟଣାର କିଛି ଦିନ ପରେ ପୁଣି ଚର୍ଚ୍ଚାକୁ ଆସିଛି ବ୍ରହ୍ମପୁର SDJMଙ୍କ କୋର୍ଟ। ଶୁକ୍ରବାର ଜଣେ ମହିଳା ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଶୁକ୍ରବାର ପ୍ରାୟ ସାଢ଼େ ୧୧ଟା ବେଳେ ଏହି ଘଟଣା ଘଟିଛି। ମହିଳାଙ୍କୁ ପୋଲିସ…

ପୁଣି ଇଡିରେ ହାଜର ହେଲେ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ

ଭୁବନେଶ୍ୱର : ପୁଣି ଇଡିରେ ହାଜର ହୋଇଛନ୍ତି ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ । ଦ୍ୱିତୀୟ ଥର ପାଇଁ ସେ ଇଡିରେ ହାଜର ହୋଇଛନ୍ତି । ଦୁଇ ଦିନ ତଳେ ଇଡି ତାଙ୍କୁ ୧୨ ଘଣ୍ଟା ଧରି ଜେରା କରିଥିଲା । ପ୍ରମୋଦଙ୍କ ଘରେ ଅର୍ଚ୍ଚନା ନାଗ ଭଡ଼ା ସୂତ୍ରରେ ରହୁଥିଲେ । ଅନେକ ସମୟରେ ସେ ଅର୍ଚ୍ଚନାଙ୍କୁ ଟଙ୍କା…