Latest Odisha News

BREAKING NEWS

ଏମିତି କେବେ ମୃତ୍ୟୁ ହୋଇନଥିବ ! ଟ୍ରେନରେ ବସିଥିଲେ ଯାତ୍ରୀ, ବେକରେ ପଶିଗଲା ଲୁହାରଡ

ଲକ୍ଷ୍ନୌ: ଏମିତି କେବେ ମୃତ୍ୟୁ ହୋଇଥିବାର ଖବର ନଥିବ। ଟ୍ରେନରେ ଝରକା ପାଖରେ ଥିବା ସିଟରେ ବସିଥିଲେ ଯାତ୍ରୀ ଜଣଙ୍କ। ହେଲେ ଏକ ଲୁହା ରଡଟି ଯାତ୍ରୀଙ୍କ ବେକରେ ପଶିଯିବାରୁ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଉତ୍ତର ପ୍ରଦେଶର ସୋମନାଥ ରେଳଷ୍ଟେସନରେ ଏହି ଅଘଟଣ ଘଟିଛି। ରେଳବାଇର ଅବହେଳା ଯୋଗୁଁ…

୨୪ ନିର୍ବାଚନ ପାଇଁ ବିଜେପି ରଣନୀତି; କଂଗ୍ରେସର ଏଇ ୩ ପୂର୍ବତନ ନେତାଙ୍କୁ ଦେଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ୨୦୨୪ରେ ହେବ ସାଧାରଣ ନିର୍ବାଚନ । ଆଜିଠୁ ବିଜେପି ଆରମ୍ଭ କରି ଦେଇଛି ନିର୍ବାଚନୀ ପ୍ରସ୍ତୁତି  । ତୃତୀୟ ଥର ପାଇଁ  କ୍ଷମତା ହାତେଇବାକୁ  ଆରମ୍ଭ କରି ଦେଲାଣି ରଣନୀତି । କଂଗ୍ରେସର ପ୍ରମୁଖ ନେତାମାନଙ୍କୁ ଦଳରେ ସାମିଲ କରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଉଛି ବିଜେପି । ସବୁଠାରୁ…

ଖଣିରେ ମାଟି ଅତଡା ଖସିବାରୁ ୭ ଜଣଙ୍କ ମୃତ୍ୟୁ

ବସ୍ତର: ଛତିଶଗଡର ବସ୍ତର ଜିଲ୍ଲାର ଜଗଦଲପୁରରେ ୧୦ରୁ ଅଧିକ ଶ୍ରମିକ ମାଟି ଗଦା ତଳେ ପୋତି ହୋଇଯାଇଥିଲେ। ଚୁଇ ଖଣିରେ ଖନନ ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁସାରେ, ଏହି ଦୁର୍ଘଟଣାରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଜେସିବି ସହାୟତାରେ ଏହି ମୃତଦେହକୁ ଉଦ୍ଧାର କରାଯାଇଥିଲା ଏବଂ…

ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବଳାତ୍କାର ପୀଡ଼ିତାଙ୍କ ଆତ୍ମାହୂତି ଉଦ୍ୟମ

ବ୍ରହ୍ମପୁର:ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟ ପରିସରରେ ଜଣେ ମହିଳା ଆତ୍ମାହୂତି ଉଦ୍ୟମ କରିଛନ୍ତି। ନିଜ ଦେହରେ ପେଟ୍ରୋଲ୍‌ ଢ଼ାଳି ଆତ୍ମାହୂତି ଉଦ୍ୟମ କରୁଥିବା ବେଳେ କୋର୍ଟରେ ମୂତୟନ ପୋଲିସ କର୍ମଚାରୀ ତାଙ୍କୁ କାବୁ କରିଦେଇ ବୈଦ୍ୟନାଥପୁର ଥାନା ପୋଲିସରେ ଜିମା ଦେଇଥିଲେ। ଏନେଇ…

ନବୀନଙ୍କ ମାଷ୍ଟରଷ୍ଟ୍ରୋକ, ସଭାରେ କହିଲେ ‘୨୦୨୩ରେ ଜିଲ୍ଲା ମାନ୍ୟତା ପାଇବ ପଦ୍ମପୁର’

ପଦ୍ମପୁର: ପଦ୍ମପୁର ଗଲେ, ପେଡ଼ି ଖୋଲିଲେ । ନବୀନ ଖେଳିଲେ ମାଷ୍ଟରଷ୍ଟ୍ରୋକ୍ । କହିଲେ ଜିଲ୍ଲା ହେବ ପଦ୍ମପୁର । ୨୦୨୩ରେ ପୂରଣ ହେବ ପଦ୍ମପୁରବାସୀଙ୍କ ସ୍ୱପ୍ନ । ଉପନିର୍ବାଚନ ପ୍ରଚାରକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ପଦ୍ମପୁରରେ ମାରାଥନ୍ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ…

କମେଣ୍ଟ୍ରି କରୁଥିବା ବେଳେ ଅସୁସ୍ଥ ହୋଇପଡିଲେ ରିକି ପଣ୍ଟିଂ, ହସ୍ପିଟାଲରେ ଭର୍ତ୍ତି

ପର୍ଥ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଶୁକ୍ରବାର ହୃଦଘାତରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପର୍ଥରେ ଟେଷ୍ଟ ମ୍ୟାଚ ଚାଲିଥିଲା । ଏହି ପ୍ରଥମ ଟେଷ୍ଟର ତୃତୀୟ ଦିନରେ ସେ କମେଣ୍ଟ୍ରି କରୁଥିବା…

ଆଇପିଏଲରୁ ଅବସର ନେଲେ ବ୍ରାଭୋ, ଜାଣନ୍ତୁ ଏବେ ସେ କ’ଣ କରିବେ?

ଚେନ୍ନାଇ: ଡୱେନ ବ୍ରାଭୋ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗରୁ ଅବସର ଘୋଷଣା କରିଛନ୍ତି । ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ବରେ ଚେନ୍ନାଇ ଟିମ ଆଇପିଏଲରେ ଅନେକ ସଫଳତା ହାସଲ କରିିଛି । ଆଉ ବ୍ରାଭୋ ମଧ୍ୟ ଏହି ସଫଳତା ପଛରେ ଅନ୍ୟତମ ଖେଳାଳି । ଯିଏକି ଏବେ ଆଇପିଏଲରୁ ଅବସର ଘୋଷଣା…

ବଜ୍ରକାପ୍ତା ଉଦ୍ଧାର, ୩ ବେପାରୀ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ବନଖଣ୍ଡରୁ ଏକ ବଜ୍ରକାପ୍ତା ଚାଲାଣ କରୁଥିବାବେଳେ ଏସଟିଏଫ୍ ଟିମ୍ ଖୋର୍ଦ୍ଧା-ଜଟଣୀ ବାଇପାସ୍ ଠାରେ ଚଢାଉ କରି ୩ଜଣଙ୍କୁ ଗିରଫ କରିଛି । ଏହା ସହିତ ଜୀବନ୍ତ ବଜ୍ରକାପ୍ତାଟିକୁ ଉଦ୍ଧାର କରିବା ସହିତ କିଛି ଆପତ୍ତିଜନକ ସାମଗ୍ରୀ ସେମାନଙ୍କଠାରୁ ଜବତ କରିଛି ଏସଟିଏଫ୍ । ଗିରଫ…

ଶିଶୁ ବିଶେଷଜ୍ଞଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଥାନା ଘେରିଲେ ଲୋକ

ତାଳଚେର: ଅସଦାଚରଣ ଅଭିଯୋଗରେ ବନ୍ଧାହେଲେ ଡାକ୍ତର । ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍ ଗଲେ । ଆଉ ହଠାତ୍ ଅସୁସ୍ଥ ହୋଇ ଶିଶୁ ବିଶେଷଜ୍ଞ ଡାକ୍ତର ପ୍ୟାରୀମୋହନ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ତେବେ ଜେଲରେ କାହିଁକି ହଠାତ୍ ବିଗିଡ଼ି ଗଲା ଡାକ୍ତରଙ୍କ ସ୍ୱାସ୍ଥ୍ୟାବସ୍ଥା ? ଡାକ୍ତରଙ୍କ ମୃତ୍ୟୁକୁ…

୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କାବୁ କଲା ଭିଜିଲାନ୍ସ

ବାରିପଦା: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ତହସିଲର କନିଷ୍ଠ ରାଜସ୍ୱ ସହାୟକ ଭାର୍ଗବ ମହାକୁଡ । ଜମି ପଟ୍ଟା କରାଇଦେବାକୁ କହି ଅଭିଯୋଗକାରୀଙ୍କ ଠାରୁ ୪୦ ହଜାର ଟଙ୍କା ନେବାବେଳେ କାବୁ କରିଥିଲା ଭିଜିଲାନ୍ସ । ତାଙ୍କଠାରୁ ଟଙ୍କାତକ ଜବତ କରିଛି ଭିଜିଲାନ୍ସ  । ଏହା ସହିତ ପୂର୍ବ…