ଏକାଠି ବସି ହାଣ୍ଡିଆ ପିଇଲେ; ପତ୍ନୀଙ୍କୁ ମାରି ପୋତିଦେଲେ
ଢେଙ୍କାନାଳ: ସ୍ୱାମୀ-ସ୍ତ୍ରୀ ସାଙ୍ଗ ହୋଇ ମଦ ପିଇଲେ । ରାତିରେ ଖାଇପିଇ ଗଲେ ଶୋଇବାକୁ । ହେଲେ କ’ଣ ହେଲା କେଜାଣି, ପତ୍ନୀଙ୍କୁ ଜୀବନରୁ ଦୂରେଇ ଦେବା ପାଇଁ ନିଷ୍ପତ୍ତି ନେଲେ ? ସକାଳୁ ସକାଳୁ ମିଳିଥିଲା ପତ୍ନୀଙ୍କ ମୃତଦେହ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କମ୍ପୁଲେଇ ଗାଁରୁ…