Latest Odisha News

BREAKING NEWS

ଜନବସତି ମୁହାଁ ହାତୀପଲ, ଫସଲ ନଷ୍ଟ ସହ ଭାଙ୍ଗୁଛନ୍ତି ଘରଦ୍ୱାର

ରାୟଗଡ଼ା/କାମାକ୍ଷାନଗର: ହାତୀ ମାତିଛି । ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛି । ମଣିଷକୁ କଚାଡ଼ି ମାରି ଦେଉଛି । ଉପକୂଳରୁ ଉପାନ୍ତ ସବୁଠି ହାତୀ ଆତଙ୍କ ଦେଖିବାକୁ ମିଳୁଛି । ଜଙ୍ଗଲ ଛାଡ଼ି ହାତୀ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି । ରାୟଗଡ଼ା ଜିଲ୍ଲା ଗୁଣପୁର ସହର ଠାରୁ ମାତ୍ର ୨…

କୋହଲିଙ୍କ ଫର୍ମ ଏବଂ ଆଉଟ ହେବା ଶୈଳୀରେ ଅସନ୍ତୋଷ ବ୍ୟକ୍ତ କଲେ ପିଲାବେଳର କୋଚ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ସିରିଜରେ ଭାରତ ୨-୦ରେ କ୍ଲିନ ସୁଇପ କରିଥିଲେ ମଧ୍ୟ ବିରାଟ କୋହଲିଙ୍କ ପ୍ରଦର୍ଶନ ନିରାଶ କରିଛି । ସେ ୪ଟି ମ୍ୟାଚରେ ମାତ୍ର ୪୫ ରନ କରିବାକୁ ସକ୍ଷମ ହୋଇଛନ୍ତି । ସେହିପରି ଫିଲ୍ଡିଂରେ ମଧ୍ୟ ଅନେକଗୁଡିଏ କ୍ୟାଚ ଡ୍ରପ କରିଛନ୍ତି । କୋହଲିଙ୍କ ପିଲାବେଳର କୋଚ…

ନୂଆ ସଂସାରରେ ଲୁହ ଆଣିଦେଲା ରୋଗ, ଚିକିତ୍ସା ପାଇଁ ସହାୟତା ମାଗିଲେ ପତ୍ନୀ

ଯାଜପୁର: ହସଖୁସିରେ ଉଛୁଳୁଥିଲା ନୂଆ ସଂସାର । ଆଖିରେ ଥିଲା ଆଖିଏ ସ୍ୱପ୍ନ । ପାଦରୁ ଛାଡି ନ ଥିଲା ଅଳତା । ହାତରୁ ଲିଭି ନ ଥିଲା ମେହେନ୍ଦି ।   ସ୍ୱପ୍ନକୁ ସାକାର କରବା ପାଇଁ କାଟିକୁଟା ଯୋଗାଡି ବସା ବାନ୍ଧୁଥିଲେ ରାଜେଶ ଓ ତାଙ୍କ ପତ୍ନୀ। ହେଲେ  ବାଦ କଲା ଭାଗ୍ୟ । ବାହାଘରର ୪ ମାସ ପୁରିନି…

ଓଡ଼ିଶାରେ ଅଣକୁଶଳୀ ଶ୍ରମିକଙ୍କ ଠାରୁ ହୀନ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା

ଭୁବନେଶ୍ୱର: ବିଦ୍ୟାଳୟରେ ଏକକାଳୀନ ୨୫ରୁ ଅଧିକ ପିଲାଙ୍କ ପାଇଁ ରୋଷେଇ । ଭାତ ସହ ଡାଲମା ରାନ୍ଧିବେ ପାଚିକା । କିନ୍ତୁ ମାସିକ ପାରିଶ୍ରମିକ ଭାବେ ପାଇବେ ମାତ୍ର ୧୪ ଶହ ଟଙ୍କା । ଯେତେବେଳେ କି ରାଜ୍ୟ ସରକାର ଜଣେ ଅଣକୁଶଳୀ ଶ୍ରମିକଙ୍କ ଲାଗି ଦୈନିକ ମଜୁରୀ ୩୨୬ ଟଙ୍କା ଧାର୍ଯ୍ୟ କରିଛନ୍ତି ।…

ରାଉଣ୍ଡ ଅପ୍ ୨୦୨୨ : କେତେ ସଫଳ ବଲିଉଡ୍ ଓ ଓଲିଉଡ୍

ବ୍ୟୁରୋ: ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛି ବଲିଉଡ୍ । କିନ୍ତୁ ୨୦୨୨ ବଲିଉଡ୍ ପାଇଁ ଥିଲା ନୈରାଶ୍ୟଜନକ । କୋଭିଡ ପରସ୍ଥିତି ପାଇଁ ଚଞ୍ଚଳ ହୋଇପାରିନି ବଲିଉଡ୍ । ଚଳିତବର୍ଷ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ମାତ୍ର ୩୩ ପ୍ରତିଶତ ବା ୯ହଜାର ୨୪ କୋଟିର ବକ୍ସ ଅଫିସ କଲେକ୍ସନ କରିଛି…

ହଲିଉଡ ଫିଲ୍ମ ଦି ଟ୍ରାନ୍ସପୋର୍ଟରର ରିମେକରେ ଟାଇଗର-ହ୍ରିତିକ

ମୁମ୍ବାଇ: ହିନ୍ଦୀ ସିନେମାରେ ଏବେ ରିମେକର ଯୁବ ଚାଲିଛି କହିଲେ ଭୁଲ ହେବନି । ସାଉଥ ସୁପରହିଟ ଫିଲ୍ମର କ୍ରମାଗତ ରିମେକ ପରେ ଏବେ ହଲିଉଡ ଉପରେ ନଜର ପକାଇଛି ବଲିଉଡ । ରିପୋର୍ଟ ମୁତାବକ ବହୁ ଚର୍ଚ୍ଚିତ ଫ୍ରେଂଚ ଆକ୍ସନ ଥ୍ରୀଲର ଦି ଟ୍ରାନ୍ସପୋର୍ଟରର ରିମେକରେ ଅଭିନୟ କରିବାକୁ ଯାଉଛନ୍ତି…

ହକି ବିଶ୍ୱକପ୍ ସମୟରେ ବନ୍ଦ ରହିବ ୨୨ ସ୍ପଞ୍ଜ କାରଖାନା

ରାଉରକେଲା: ଜାନୁଆରୀ ୧୩ରୁ ଆରମ୍ଭ ହେବ ହକି ବିଶ୍ୱକପ୍ । ଭୁବନେଶ୍ୱର ସହ ରାଉରକେଲାରେ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ହକି ବିଶ୍ୱକପ୍ ସମୟରେ ରାଉରକେଲାରେ ଥିବା ୨୨ ସ୍ପଞ୍ଜ ଆଇରନ୍ କାରଖାନା ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ମ୍ୟାଚ୍ ସମୟରେ…

ନବୀନଙ୍କ ଆହ୍ୱାନ: ଏ ଦଳ ଓଡ଼ିଶାର, ମାଆମାନେ ସାମିଲ ହେଲେ ୧୦୦ ବର୍ଷ ସେବା କରିବ ବିଜେଡି

ପୁରୀ : ୧୨ ବର୍ଷ ପରେ ଓଡ଼ିଶା ଗଠନର ୧୦୦ ବର୍ଷ ପାଳନ କରିବ ରାଜ୍ୟ । ତେଣୁ ଓଡ଼ିଶାର ଉନ୍ନତି କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷଙ୍କୁ ବିଜୁ ଜନତା ଦଳରେ ସାମିଲ ହେବାକୁ  ଆହ୍ୱାନ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । କ୍ରୀଡ଼ାବିତ, ଚାକିରିଆ, କଳାକାର, ଚାଷୀ କିମ୍ୱା ଯେକୌଣସି…

ଶୀତଦିନେ ଏମିତି, ଖରାଦିନେ କେମିତି ରହିବ ?

କାମାକ୍ଷାନଗର (ହରେକ୍ରିଷ୍ଣ ରାଉତ): ଶୀତଦିନରେ ଏମିତି ଅବସ୍ଥା, ଖରାଦିନରେ କ’ଣ ହେବ ? ଏ ସ୍ଥିତିକୁ ଦେଖିଲେ ଆପଣ ମନରେ ଠିକ ଏହି ପ୍ରଶ୍ନ ହିଁ ଆସିବ  ।  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଆଜିଠୁ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା । ପରଜଙ୍ଗ ଥାନା ହନୁମାନପଡ଼ାର ଏବଂ ମଲ୍ଲିକ…

ଦଳ ଶାସନକୁ ଆସିବାଠାରୁ ମହିଳାଙ୍କ ଉପରେ ଫୋକସ୍ ରହିଛି : ନବୀନ

ପୁରୀ : ୨୬ ବର୍ଷରେ ପାଦ ଥାପିଛି ବିଜେଡି । ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ବିଜୁ ବାବୁଙ୍କ ଆଦର୍ଶକୁ ମନେ ପକାଇ ଦେଇ ସେ କହିଛନ୍ତି, ବିଜୁ ବାବୁ ଜଣେ ଜନନାୟକ । ତାଙ୍କ ଆଦର୍ଶରେ ଦଳ ଏବେ ବି ଆଗେଇ ଚାଲିଛି । ଓଡିଶାର ଉନ୍ନତି…