Latest Odisha News

BREAKING NEWS

ପ୍ରଦୂଷଣ ପାଇଁ ରାଜଧାନୀରେ ଅନିର୍ଦ୍ଦିଷ୍ଟ କାଳ ଯାଏ ପ୍ରାଥମିକ ବିଦ୍ୟାଳୟ ବନ୍ଦ

ନୂଆଦିଲ୍ଲୀ: କମୁନି ପ୍ରଦୂଷଣ, ଅଣନିଶ୍ୱାସୀ ଜନ ଜୀବନ । ରାଷ୍ଟ୍ରୀୟ ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣକୁ ଦେଖି ବିଦ୍ୟାଳୟ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଆସନ୍ତାକାଲି ଶନିବାର ଠାରୁ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ ।…

‘କାନ ଖୋଲି ଶୁଣି ନିଅନ୍ତୁ.. ଭାରତରେ ମୁସଲମାନ ଅଧିକ ସୁରକ୍ଷିତ’

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା ଉଦ୍ୟମ ପରେ ମୁହଁ ଖୋଲିଛନ୍ତି ଦେଶର ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକଭୀ। ଯେଉଁମାନେ ବିଭିନ୍ନ ସମୟରେ ଭାରତରେ ଅଳ୍ପ ସଂଖ୍ୟକ ଅସୁରକ୍ଷିତ କହି ସମାଲୋଚନା କରନ୍ତି ସେମାନଙ୍କୁ କଡା ସମାଲୋଚନା…

ଇମ୍ରାନଙ୍କୁ ହତ୍ୟା ଉଦ୍ୟମ: ପାକିସ୍ତାନରେ ପ୍ରଥମ ଥର ପାଇଁ ଆଇଏସଆଇ ବିରୋଧରେ ପ୍ରଦର୍ଶନ

ଇସଲାମାବାଦ: ପାକିସ୍ତାନରେ ଦୀର୍ଘ ୭୫ ବର୍ଷ ଇତିହାସରେ ଏପରି କେବେ ଘଟିନଥିଲା ଯାହା ଆଜି ଘଟିଛି। ପ୍ରଥମ ଥର ପାଇଁ ଗୁଇନ୍ଦା ସଂସ୍ଥା ଆଇଏସଆଇ ବିରୋଧରେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା ଉଦ୍ୟମର କିଛି ଘଣ୍ଟା ପରେ ପେଶୱାରରେ…

୬ଷ୍ଠ ଖେଳାଳି ଭାବେ ଟି୨୦ ବିଶ୍ୱକପରେ ହ୍ୟାଟ୍ରିକ ନେଲେ ଲିଟଲ

ମେଲବୋର୍ଣ୍ଣ: ଆୟର୍ଲାଣ୍ଡର ଜୋଶୁଆ ଲିଟଲ ନ୍ୟୁଜିଲାଣ୍ଡ ବିପକ୍ଷ ଶୁକ୍ରବାର ମୁକାବିଲାରେ ହ୍ୟାଟ୍ରିକ ୱିକେଟ ନେଇଛନ୍ତି । ଟି୨୦ ବିଶ୍ୱକପରେ ସେ ଷଷ୍ଠ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି । ଚଳିତ ବିଶ୍ୱକପରେ ଏହା ଦ୍ୱିତୀୟ ହ୍ୟାଟ୍ରିକ । ଲିଟଲଙ୍କ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ୟୁଏଇର…

ଅଜଣା ଜନ୍ତୁ ଆକ୍ରମଣରେ ୬୩ ଛେଳି ମୃତ, ୨୮ ଆହତ

ପାରଳାଖେମୁଣ୍ଡି: ପୁଣି ଅଜଣା ଜନ୍ତୁ ଆତଙ୍କ । ନିଆଳି ଭଳି ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ଅଜଣା ଜନ୍ତୁ ଆକ୍ରମଣରେ ୬୦ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଛି । ୨୮ଟି ଛେଳି ଆହତ ହୋଇଛନ୍ତି । ଯାହାକୁ ନେଇ କାଶୀନଗର ବ୍ଲକ କିଡିଙ୍ଗା ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ତେବେ ଗୋଟିଏ ଥରରେ…

ବଳପୂର୍ବକ ଭାବେ ଲୋନ୍ ରିକୋଭରୀ କରିପାରିବନି ବ୍ୟାଙ୍କ, ଜାଣନ୍ତୁ ଆପଣଙ୍କ ଅଧିକାର

ନୂଆଦିଲ୍ଲୀ: ଆପଣ ବ୍ୟାଙ୍କ ଲୋନ୍ ପୈଠ କରି ନାହାନ୍ତି କି? ଲୋନ୍ ପୈଠ କରିବାକୁ ବ୍ୟାଙ୍କର କର୍ମଚାରୀ ବାରମ୍ବାର ଫୋନ୍ କରି ମାନସିକ ଚାପ ଦେଉଛନ୍ତି କି? ଏହଳି କିଛି ସମସ୍ୟା ଦିଗରେ ଆରବିଆଇ କଣ କହୁଛି ଏବଂ ବ୍ୟାଙ୍କର ଅଧିକାର ଓ ଲୋନ୍ ନେଇ ସୁଝିପାରିନଥିବା ବ୍ୟକ୍ତିର ଅଧିକାର କଣ ରହିଛି…

ଜେଲରେ ପୁଞ୍ଜିଲାଲ ପଢୁଛି ଜର୍ଣ୍ଣାଲିଜିମ୍!

ବଲାଙ୍ଗୀର: ଜେଲରେ ରହି ଜର୍ଣ୍ଣାଲିଜିମି କରୁଛି ପାଟଣାଗଡ ପାର୍ସଲବୋମା ଘଟଣାର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ଜେଲରେ ରହି ପୁଞ୍ଜିଲାଲ ମେହେର ଏବେ ପାର୍ସଲ ବୋମା ଘଟଣାର ଶୁଣାଣିର ସାମ୍ନା କରୁଛି। ଇତି ମଧ୍ୟରେ ସେ ଆଇନରେ  ପାଠ ପଢିବାକୁ ଇଛୁକ ରଖିଥିଲା। ହେଲେ…

ସୀମା ବିବାଦ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ତୁଟୁନି ସୀମା ବିବାଦ । କେତେବେଳେ କୋରାପୁଟ ତ ଆଉ କେବେ ଗଜପତି ଜିଲ୍ଲାରେ ଧସେଇ ପଶୁଛି ଆନ୍ଧ୍ର । ଯାହାର ଶାନ୍ତିପୂର୍ଣ୍ଣ ସମାଧାନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା…

ଗୁଜରାଟରେ ଲଢିବେ ନା ନିଜ ଗଡ଼ ବଞ୍ଚାଇବେ କେଜ୍ରିଓ୍ୱାଲ ?

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଆଜି ଦିଲ୍ଲୀରେ ଏମସିଡି ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ରାଜ୍ୟ ନିର୍ବାଚନ କମିଶନ ଆଜି ସନ୍ଧ୍ୟାରେ ତାରିଖ ଘୋଷଣା କରିପାରନ୍ତି। ଏହା ଦିଲ୍ଲୀର ସ୍ଥାନୀୟ ନିର୍ବାଚନ ହେଲେ ମଧ୍ୟ ଉଭୟ ଆପ୍ ଓ ବିଜେପି…

ଦମ୍ପତିଙ୍କ ଆଖି ଆଗରେ ଦୁଇ ପୁଅଙ୍କୁ ଦଳିଦେଲା ହାତୀ

ଝାରସୁଗୁଡ଼ା: ବାପାମାଆଙ୍କ ଆଖି ଆଦରେ ଚାଲିଗଲା ୨ ପୁଅଙ୍କ ଜୀବନ । ଦେଖୁ ଦେଖୁ ଦଳିଦେଲା ହାତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଭଉଁରା ଗାଁ ନିକଟରେ । ହାତୀ ଆକ୍ରମଣରେ ୨ ନାବାଳକ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ, ସ୍ତ୍ରୀ ଆହତ ହୋଇଛନ୍ତି ।…