କର୍ଣ୍ଣାଟକର ସର୍ବୋଚ୍ଚ ସମ୍ମାନ ‘କର୍ଣ୍ଣାଟକ ରତ୍ନ’ରେ ସମ୍ମାନୀତ ହେଲେ ସ୍ୱର୍ଗତ ଅଭିନେତା ପୁନୀତ କୁମାର
ବାଙ୍ଗାଲୋର: କର୍ଣ୍ଣାଟକର ସର୍ବୋଚ୍ଚ ସମ୍ମାନ ‘କର୍ଣ୍ଣାଟକ ରତ୍ନ’ରେ ସମ୍ମାନୀତ ହେଲେ ସ୍ୱର୍ଗତ ଅଭିନେତା ପୁନୀତ କୁମାର । ୬୭ ତମ କନ୍ନଡ ରାଜୋତ୍ସବ (ରାଜ୍ୟ ଫାଉଣ୍ଡେସନ ଦିବସ) ଅବସରରେ ପୁନୀତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଭିନେତା ରଜନୀକାନ୍ତ, ଜୁନିୟର…