Latest Odisha News

BREAKING NEWS

ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେଲା କାର୍, ୩ ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା: ଭୋର୍ ସମୟରେ ଭୟଙ୍କର ଦୁର୍ଘଟଣା । ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ବୋଲଗଡ଼ ବ୍ଲକ ପଞ୍ଚକୋଟା ନିକଟରେ ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଗୁଜରାଟ ନମ୍ବର ପ୍ଲେଟ୍ କାରଟି ଭୁବନେଶ୍ୱରରୁ…

ହେମନ୍ତ ସୋରେନଙ୍କୁ ଇଡି ସମନ୍

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ରାଜ୍ୟରେ ବେଆଇନ ଖଣି ଖନନ ସହ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଇଡି ସମନ୍ ଜାରି କରିଛି । ରାଞ୍ଚିସ୍ଥିତ ଇଡି କାର୍ଯ୍ୟାଳୟରେ ତାଙ୍କୁ ଗୁରୁବାର ଜେରା କରାଯିବା ନେଇ ସମନ୍ ରେ ନିର୍ଦ୍ଦେଶ…

ଧାମନଗର ପାଇଁ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଗ୍ରହଣ 

ଭଦ୍ରକ: ଆସନ୍ତାକାଲି ଧାମନଗର ପାଇଁ ପଡିବ ଭୋଟ୍ । ଉପନିର୍ବାଚନ ପାଇଁ ସୁରକ୍ଷା ଦୁଷ୍ଟିରୁ ୩୦ ସେକ୍ଟର ଅଧିକାରୀଙ୍କ ସହ ୯ ଜଣ ସେକ୍ଟର ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି । ଏଥିପାଇଁ ୨୮ଟି ସ୍କ୍ୱାଡ୍ ଗଠନ ହୋଇଛି । ପ୍ରଶାସନ ପାଖରେ ମୋଟ ୬୯ ଟି ଅଭିଯୋଗ ପହଞ୍ଚିଛି । ପ୍ରାୟ ୨୮୩୨ ବ୍ୟାନର,…

୫୭ ବର୍ଷରେ କିଙ୍ଗ୍‌ ଖାନ୍‌ ଶାହାରୁଖ

ନୂଆଦିଲ୍ଲୀ : ଆଜି ଶାହାରୁଖଙ୍କ ଜନ୍ମ ଦିନ । ୫୭ ବର୍ଷରେ ପଦାର୍ପଣ କରିଛନ୍ତି ବଲିଉଡର ଚର୍ଚ୍ଚିତ ହିରୋ ଶାହାରୁଖ । ଆଜିଯାଏଁ ସବୁବେଳେ ଫ୍ୟାନମାନଙ୍କ ହୃଦୟରେ ରାଜ କରି ଆସିଛନ୍ତି କିଙ୍ଗଖାନ୍‌। ତାଙ୍କ ସଫଳତାର ଜୀବନ ଭିତରେ ସେ ବହୁତ ଉତଥାନ ପତନ ଦେଖିଛନ୍ତି । ହେଲେ ତାଙ୍କ ଏହି ଶଫରରେ ସେ…

ଟ୍ରାଙ୍କୁଲାଇଜ ହୋଇଥିବା ହାତୀକୁ ସ୍ଥାନାନ୍ତରଣ ପାଇଁ ଉଦ୍ୟମ

ଭୁବନେଶ୍ବର : ଗତକାଲି ରାତିରେ ରାଜଧାନୀରେ ଆତଙ୍କ ଖେଳାଇଥିଲା ଦନ୍ତାହାତୀ । ଆଜି ଭୋରରୁ ହାତୀଟିକୁ ଆଇଗିଣିଆ ଆର୍ୟୁବେଦ ପାର୍କରେ ଥିବା ବେଳେ ଟ୍ରାଙ୍କୁଲାଇଜ କରିଥିଲେ ବନ ବିଭାଗ । ଏନେଇ ହାତୀଟିକୁ ଚନ୍ଦକା ଜଙ୍ଗଲ ସ୍ଥାନାନ୍ତର କରାଯିବାକୁ ବ୍ୟବସ୍ଥା କରାଯାଇଛି। ଗତକାଲି ଦିନରେ…

ମାଓ ଙ୍କ ପରି ସି ଜିନପିଙ୍ଗ ଚାହୁଁଛନ୍ତି ଅତ୍ୟଧିକ କ୍ଷମତା , ବିସ୍ତାରବାଦୀ ନୀତିରେ ଚାଲିବ ଚୀନ

ବେଜିଂ :  ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ର ସାଧାରଣ ସମ୍ପାଦକ ତଥା ଆସନ୍ତା ପାଞ୍ଚ ବର୍ଷ ପାଇଁ ଦେଶର ମୁଖ୍ୟ ଭାବରେ ଚୀନ୍ ପ୍ରଧାନମନ୍ତ୍ରୀ ସି ଜିନପିଙ୍ଗଙ୍କ ପୁନ-ନିର୍ବାଚନ ହେବାକୁ ଯାଉଛନ୍ତି । ଦେଶର ଅର୍ଥନୀତି, ବୈଦେଶିକ ସମ୍ପର୍କ, ମାନବିକ ଅଧିକାର ଏବଂ ଜନସାଧାରଣଙ୍କ ଅସନ୍ତୋଷ…

ଅଁଳା ନବମୀରେ ରାଧାପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ : ଆଜି ହେଉଛି ପବିତ୍ର ଅଁଳା ନବମୀ। ଏହି ନବମୀରେ ରାଧାପାଦ ଦର୍ଶନ ପାଇଁ ପୁରୀ ସାକ୍ଷୀଗୋପାଳରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ସକାଳୁ ସକାଳୁ ରାଧାପାଦ ଦର୍ଶନ ନିମନ୍ତେ ଧାଡ଼ିରେ ଛୁଟିଛନ୍ତି ଶ୍ରଦ୍ଧାଳୁ । କରୋନା ପାଇଁ ଦୁଇ ବର୍ଷ ପରେ ଦର୍ଶନର ସୁଯୋଗ ମିଳିଥିବାରୁ ଶ୍ରଦ୍ଧାଳୁ ମାନେ…

କର୍ଣ୍ଣାଟକର ସର୍ବୋଚ୍ଚ ସମ୍ମାନ ‘କର୍ଣ୍ଣାଟକ ରତ୍ନ’ରେ ସମ୍ମାନୀତ ହେଲେ ସ୍ୱର୍ଗତ ଅଭିନେତା ପୁନୀତ କୁମାର

ବାଙ୍ଗାଲୋର: କର୍ଣ୍ଣାଟକର ସର୍ବୋଚ୍ଚ ସମ୍ମାନ ‘କର୍ଣ୍ଣାଟକ ରତ୍ନ’ରେ ସମ୍ମାନୀତ ହେଲେ ସ୍ୱର୍ଗତ ଅଭିନେତା ପୁନୀତ କୁମାର  । ୬୭ ତମ କନ୍ନଡ ରାଜୋତ୍ସବ (ରାଜ୍ୟ ଫାଉଣ୍ଡେସନ ଦିବସ) ଅବସରରେ ପୁନୀତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଭିନେତା ରଜନୀକାନ୍ତ, ଜୁନିୟର…

କବିତା : ସୂର୍ଯ୍ୟାସ୍ତର ଆର ପାଖେ

ସୁଜାତା ମିଶ୍ର ସୂର୍ଯ୍ୟାସ୍ତର ଆର ପାଖେ ତୋଳିବା କି ଘର...! ଛାଇ ଆଲୁଅରେ ଘେରା ଦୂର ପାହାଡ଼ ଚୂଡ଼ାରେ.. ଭସା ମେଘର ଯାଯାବରୀ ଅଳସ ମାୟାରେ ସମ୍ମୋହିତ ଗୋଧୂଳିର କୋଳେ ଖେଳିବା ବୋହୁବୋହୁକା ଖେଳ..! ଅଝଟ ପଣର ଜହ୍ନ ଫୁଲେଇ ତାରାଙ୍କ ମେଳେ.. ରଚିବା ପାପ- ପୁଣ୍ୟର କଣ୍ଢେଇ…

ଟ୍ରେନ୍‌ ଟ୍ରାକ୍‌ରେ ଶୋଇ ପଡ଼ିଲେ ଜଣେ ଅଜଣା ବ୍ୟକ୍ତି, ଚାଲିଗଲା ଜୀବନ

ବଲାଙ୍ଗିର: ଟ୍ରେନ ଆଗରେ ଶୋଇବା ଯୁବକଙ୍କୁ ପଡ଼ିଲା ମହଙ୍ଗା ।ଚାହୁଁ ଚାହୁଁ ଯୁବକଙ୍କର ଚାଲିଗଲା ଜୀବନ।ଏଭଳି ଅଭାବନୀୟ ଘଟଣା ବଲାଙ୍ଗିର ରେଲଓ୍ବଷ୍ଟସନରେ ଘଟିଛି । ଆଜି ଭୋର ସମୟରେ ବଲାଙ୍ଗିର ରେଲୱେ ଷ୍ଟେସନ ଭିତରକୁ ଏକ ମାଲବୋଝେଇ ଟ୍ରେନ ଆସିଥିଲା। ଏହି ସମୟରେ ଟ୍ରେନ୍‌ର ଗତି ବହୁତ କମ୍‌…