ଦିଲ୍ଲୀ ବାୟୁ ପ୍ରଦୂଷଣ ପାଇଁ ଦାୟୀ କିଏ? ଚାଲିଛି ଦୋଷ ଲଦାଲଦି
ନୂଆ ଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣକୁ ନେଇ ବିିଜେପି- ଆପ ମଧ୍ୟରେ ଯୁକ୍ତତର୍କ ଚାଲିଥିବା ବେଳେ ସାଧାରଣ ଲୋକେ କିନ୍ତୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶୀତ ଆସିଲେ ଦିଲ୍ଲୀରେ ପୁଣି ଥରେ ପ୍ରଦୂଷଣର ଏକ ଗ୍ୟାସ ଚାମ୍ବର ପରି ପରିସ୍ଥିତି ସୃଷ୍ଟି ହେଉଥିବାରୁ ବର୍ଷ ବର୍ଷ ଧରି…