Latest Odisha News

BREAKING NEWS

ଗ୍ରାହକ ବେଶରେ ଯାଇ ସେକ୍ସ ରାକେଟ ଧରିଲେ ବ୍ରହ୍ମପୁର ଏସ୍‌ପି

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଠାବ ହୋଇଛି ସେକ୍ସ ରାକେଟ୍‌। ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ ନିଜେ ଚଢ଼ଉ କରି ସେକ୍ସ ରାକେଟ୍‌କୁ ଧରିଛନ୍ତି। ନିଜେ ଗ୍ରାହାକ ବେଶରେ ଯାଇ ରାକେଟ୍‌ ଧରିଥିଲେ। ପୋଲିସ ଘଟଣାସ୍ଥଳରୁ ୧୦ଜଣ ଗ୍ରାହାକ ଏବଂ ୪ଜଣ ଯୁବତୀଙ୍କୁ ଥାନାକୁ ଆଣି ପଚରାଉଚରା…

କମିଲା କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ : କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ । ୧୯ କେଜି ବିଶିଷ୍ଟ ସିଲିଣ୍ଡର ଶସ୍ତା ହେଲା । ସିଲିଣ୍ଡର ପିଛା ୧୧୫ଟଙ୍କା ୫୦ ପଇସା କମିଲା । ଆଜିଠାରୁ ଏହି ଦର ଲାଗୁ ହୋଇଛି ।  ଏହାକୁ ମିଶାଇ ଲଗାତାର ୫ ମାସ ଧରି ଏଲପିଜି ସିଲିଣ୍ଡର ମୂଲ୍ୟ କମିଲାଣି । ତୈଳ କମ୍ପାନୀ ଗୁଡିକ…

ହିତାଧିକାରୀଙ୍କ ନାଁରେ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ଖାଉଛି କିଏ ?

ବୌଦ୍ଧ : ଭୂତ ଖାଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଟଙ୍କା । ଆଜ୍ଞା ହଁ ଏଠାରେ ସତସତିକା ଭୂତ ଖାଉନି କିନ୍ତୁ ହିତାଧିକାରୀଙ୍କ ନାଁରେ ଆସିଥିବା ଆବାସ ଯୋଜନାର ଟଙ୍କା ଅନ୍ୟ କିଏ ଖାଉଥିବାର ନଜିର ରହିଛି । ଏହି ଦୃଶ୍ୟଟି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଗାଁ ରେ ଦେଖିବାକୁ…

ଡିଜିଟାଲ୍ ଟଙ୍କା କ’ଣ ? ଆପଣ କେମିତି କରିବେ ବ୍ୟବହାର…

ନୂଆଦିଲ୍ଲୀ: ପକେଟରେ ଟଙ୍କା ଧରି ବୁଲିବାକୁ ଅନେକ ପସନ୍ଦ କରି ନଥାନ୍ତି । ଆଉ ଅନେକ ସମୟରେ ଟଙ୍କା ଚୋରିର ଆଶଙ୍କା ଥାଏ । ତେବେ ଏସବୁ ଝାମେଲାରୁ ଆପଣ ମୁକ୍ତି ପାଇ ପାରିବେ । ପରୀକ୍ଷାମୂଳକ ଭାବେ ଆଜିଠୁ ଆରବିଆଇ ଡିଜିଟାଲ ଟଙ୍କା ଲଞ୍ଚ କରୁଛି । ତେବେ, ଆସନ୍ତୁ ଜାଣିବା ଡିଜିଟାଲ କରେନ୍ସି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଡୋର୍ ଖୋଲି ଦେଖେତ ଆସ୍ଥା , ସମ୍ଭବ ଦୁଆର ମୁହଁରେ । ଦଶ ବାର ଦିନର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି । ଖୁସିରେ ତା ପାଦ ତଳେ ଲାଗୁନି । ହେଲେ ସମ୍ଭବଏମିତି ଧୂଳି ମଳି ଠାଏ ଠାଏ କାଦୁଅ ଛିଟା !! କଣ କଥା କିଛି ବୁଝି ପାରୁନି…

ସନେଟ : ମରୁର ତଟିନୀ ମୁହିଁ

ରଞ୍ଜିତା ରାଣୀ ହୋତା  ହଜେଇ ଦେଇଛି ସାଗର ଠିକଣା ମରୁର ତଟିନୀ ମୁହିଁ ଶୀର୍ଣ୍ଣ ମୋହର ତନୁକୁ ଯାଇଛି କେତେ ବାଲିଝଡ଼ ଛୁଇଁ। ପ୍ରଖର ତାପର ପରଶରେ କ୍ଷୀଣ, ମୋ ପ୍ରାଣ ପୀୟୂଷଧାର ପ୍ରୀତିପଖଳା ମୋ ହୃଦୟପଦ୍ମେ ତଥାପି ପିପାସା ଘୋର। ସେ ମଧୁ ତୃଷ୍ଣା ଯୁଗଯୁଗ ଧରି ଯୋଜିତ ତୁମରି ସାଥେ…

ଆହତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ, ରାତାରାତି ଡାକ୍ତରଖାନାର ରଙ୍ଗ କାମ

ମୋର୍ବି : ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋର୍ବି ଝୁଲା ପୋଲ ଟ୍ରାଜେଡିର ପୀଡ଼ିତଙ୍କୁ ଭେଟିବେ ମୋଦୀ । ତେଣୁ ସଜେଇ ହେଉଛି ମୋର୍ବିସ୍ଥତି ସରକାରୀ ଡାକ୍ତରଖାନା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କିପରି ଚାଲିଛି ପ୍ରସ୍ତୁତି । ପୋଲରୁ ଖସି ଆହତଙ୍କୁ ସମବେଦନା…

ଘଡି ତିଆରି କରୁଥିବା କମ୍ପାନୀ କରିଥିଲା ମୋରବି ଝୁଲା ପୋଲ ମରାମତି

ଅହମଦାବାଦ: ଗୁଜରାଟର ମୋରବି ସହରରେ କେବୁଲରେ ତିଆରି ଝୁଲା ପୋଲ ଭୁଶୁଡ଼ିବା ପରେ ଓରେଭା ଗ୍ରୁପ ସ୍କାନରକୁ ଆସିଛି। ସିଏଫ୍ଏଲ୍ ବଲ, କାନ୍ଥ ଘଣ୍ଟା ଏବଂ ଇ-ବାଇକ୍ ତିଆରି କରିବାରେ ଅଭିଜ୍ଞତା ହାସଲ କରିଥିବା ଏହି କମ୍ପାନୀ କିପରି ଝୁଲା ପୋଲ ମରାମତି ପାଇଁ ଠିକା ପାଇଲା ତାହା ଏବେ ପ୍ରଶ୍ନ…

୫ରୁ ଶୀତରେ ଥରିବ ଓଡ଼ିଶା, ନଭେମ୍ବର ୮ ବେଳକୁ ଲଘୁଚାପ ଆଶଙ୍କା

ଭୁବନେଶ୍ୱର: ନଭେମ୍ବର ୫ରୁ ରାଜ୍ୟରେ ଶୀତ ବଢିପାରେ। ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡିଶାରେ ପାରଦ ୨ରୁ ୩ ଡିଗ୍ରୀ ତଳକୁ ଖସିପାରେ। ସେହିପରୁ ୭ ତାରିଖରୁ ପାରଦ ଆହୁରି ତଳକୁ ଖସିବ ବୋଲି ସୂଚନା ରହିଛି। ପାରଦ ଏପରି ଭାବେ କମି ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବ ବୋଲି ପାଣିପାଗ…