Latest Odisha News

BREAKING NEWS

ଦୁଷ୍କର୍ମ ମାମଲାରେ ଟୁ ଫିଙ୍ଗର ଟେଷ୍ଟ ବେଆଇନ୍ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଟୁ ଫିଙ୍ଗର ଟେଷ୍ଟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ଏକ ମାମଲାର ଶୁଣାଣି କରି ସୁୁପ୍ରିମକୋର୍ଟ ଏପରି ଟେଷ୍ଟ ଉପରେ ରୋକ୍ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେହି କରୁଥାନ୍ତି ଏପରି ଟେଷ୍ଟ ତାହାଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ…

ଆଉ ଦିନକ ପରେ ଧାମନଗର ଉପ ନିର୍ବାଚନ, ଆଜି ସରିବ ପ୍ରଚାର

ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି । ବିଭିନ୍ନ ଦଳର ନେତାମାନେ  ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଲୋକଙ୍କୁ ନିଜ ସପକ୍ଷକୁ ଆଣି ଭୋଟ ଦେବାକୁ କହୁଛନ୍ତି । ଏହାର ଭିତରେ ଅନେକ ଅଭିଯୋଗ ମଧ୍ୟ ହେଉଛି ଟଙ୍କା ବଣ୍ଟାକୁ ନେଇ । ତେବେ   ଆଜି ପ୍ରଚାରର ଶେଷ ଦିନ…

ଭାଷା ଭାଗବତ : ଗ୍ରାମବାସୀଂକ ଖାଦ୍ୟ, ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପଖାଳ, ଲୁଣ, ଲଂକା, ଶାଗ ଖାଆଂତି ଲୋକ ବେଶି ଭାଗ ତହିଁର ତିଆରି କୌଶଳ ଯୋଗାଏ ତାଂକୁ ଶ୍ରମ ବଳ ଦେହରୁ ନିଗାଡ଼ଂତି ଝାଳ ସୁସ୍ଥ ରହଂତି ଦୀର୍ଘ କାଳ ଜୀବନ ରକ୍ଷା ପାଇଁ ଖାଇ ସଂସାରେ ରହିଥାଂତି ଜିଇଁ ସେମାନଂକର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଅନ୍ୟତମ ଚର୍ଚିତ ବିଭବଟି ହେଉଛି ବାଇଶି ପାହାଚ ସିଂହଦ୍ୱାର ଗୁମୁଟଠାରୁ ଆରମ୍ଭ ହୋଇ କୂର୍ମ ବେଢା ପର୍ଯ୍ୟନ୍ତ ପ୍ରାୟ ୧୫୦ ଫୁଟ ବ୍ୟବଧାନ ମଧ୍ୟରେ…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘କ୍ୟାରିୟର ଟକ୍‘ ଆଲୋଚନା

ଭୁବନେଶ୍ବର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ନବମ, ଦଶମ,ଏକାଦଶ ଓ ଦ୍ବାଦଶ ଶ୍ରେଣୀର ବାଣିଜ୍ୟ ଷ୍ଟ୍ରିମର ଛାତ୍ରମାନଙ୍କ ପାଇଁ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟର  କ୍ଷେତ୍ର ଉପରେ କ୍ୟାରିୟର ଟକ୍ ର ଏକ ଆଲୋଚନା ଅଧିବେଶନ ଆୟୋଜନ କରାଯାଇଥିଲା । ଆଇସିଏଆଇ  ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ…

ମୋରବି ଘଟଣାକୁ ନେଇ ଉଚ୍ଚସ୍ତରୀୟ ବୈଠକ, ଗୁଜରାଟରେ ପାଳନ ହେବ ଶୋକ ଦିବସ

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଗୁଜରାଟରେ  ଝୁଲାପୋଲ ଦୁର୍ଘଟଣାକୁ ନେଇ ରାଜଭବନରେ  ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ବୈଠକ ପରେ ଗୁଜରାଟରେ ଗୋଟିଏ ଦିନ ପାଇଁ ଶୋକ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି ।…

କମିବ ତୈଳଦର, ଜାଣନ୍ତୁ କେତେ ହ୍ରାସ ପାଇବ ପେଟ୍ରୋଲ ଓ ଡିଜେଲ୍ ଦାମ

ନୂଆଦିଲ୍ଲୀ: ୫ ମାସ ପରେ କମିବାକୁ ଯାଉଛି ତୈଳଦର । ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇବା ନେଇ ସୂଚନା ମିଳିଛି । ୨୦୨୨ ମେ ୩୧ରେ ସରକାର ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ପେଟ୍ରୋଲ୍ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୬ ଟଙ୍କା କମିଥିଲା । ତଥାପି ଦେଶର…

ଦି ୱାୟେର ସମ୍ପାଦକଙ୍କ ଘରେ ପୋଲିସର ଚଢ଼ାଉ

ନୂଆଦିଲ୍ଲୀ: ନ୍ୟୁଜ ୱେବସାଇଟ ଦି ୱାୟେରର ଦୁଇ ସମ୍ପାଦକଙ୍କ ଘରେ ଦିଲ୍ଲୀ ପୋଲିସ ଚଢ଼ାଉ କରିଛି । ଏହି ଦୁଇଜଣ ହେଲେ ସିଦ୍ଧାର୍ଥ ବର୍ଦ୍ଧରାଜନ ଓ ଏମଜେ ଭେନୁ । ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟଙ୍କ ଅଭିଯୋଗ ପରେ ପୋଲିସ ଏହି ଚଢ଼ାଉ କରିଛି । ଦି ୱାୟେର ଉଦ୍ଦେଶ୍ୟମୂଳକ ଭାବେ ନକଲି…

ଗୁଜରାଟ ଟ୍ରାଜେଡି ପରେ ଧବଳେଶ୍ବରଙ୍କ ଝୁଲା ପୋଲ ନିକଟରେ ଲାଗିଲା 144 ଧାରା

କଟକ: ଦୁର୍ଘଟଣା ଘଟିଲେ ଆମ ସରକାରଙ୍କ ଚେତା ପଶେ । ଗୁଜରାଟ ଝୁଲା ପୋଲ ଦୁର୍ଘଟଣା ପରେ ଏବେ ବାବା ଧବଳେଶ୍ବରଙ୍କ ପୀଠକୁ ଯିବା ପାଇଁ ରହିଥିବା ଝୁଲାପୋଲ ଟି ବିପଦପୂର୍ଣ୍ଣ ଥିବା କୁହାଯାଉଛି । ତେବେ ପ୍ରଶାସନ ଜାଣି ଶୁଣି କିପରି ହଜାର ହଜାର ଲୋକଙ୍କୁ ସେହି ଝୁଲାପୋଲରେ ଯିିବାପାଇଁ ଅନୁମତି…