Latest Odisha News

BREAKING NEWS

ସଲମାନଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାଁଙ୍କ ସୁରକ୍ଷା ମୁମ୍ବାଇ ପୋଲିସ ବୃଦ୍ଧି କରିଛି । ଏବେ ତାଙ୍କୁ ୱାଇ ସୁରକ୍ଷା ପ୍ରଦାନ କରାଯିବ । ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଧମକ ପରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜୁନରେ ସଲମାନଙ୍କ ବାପା ତଥା ପ୍ରସିଦ୍ଧ ଲେଖକ ସଲୀମ ଖାଁଙ୍କୁ ଧମକ ଭରା ପତ୍ର…

ଦୀର୍ଘ ୧୦ ଦିନ ଧରି ବିଦ୍ୟାଳୟ ମୂଖ୍ୟ ଫାଟକରେ ଝୁଲୁଛି ତାଲା

ନବରଙ୍ଗପୁର : ଏମ. ଖଟୁଗୁଡା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ଝୁଲୁଛି ତାଲା । ବିଭିନ୍ନ ସମସ୍ୟାକୁ ନେଇ ଦୀର୍ଘ ୧୦ ଦିନ ଧରି ବିଦ୍ୟାଳୟ ଫାଟକରେ ତାଲା ଦେଇ ଧାରଣାରେ ବସିଛନ୍ତି ଗ୍ରାମବାସୀ । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଏମ.ଖଟୁଗୁଡା ଗାଁରେ ଦେଖିବାକୁ…

ଫେସବୁକରେ ପୁଲଓ୍ୱାମା ବିସ୍ଫୋରଣ ଘଟଣାର ସେଲିବ୍ରେସନ ମହଙ୍ଗା, ଛାତ୍ରଙ୍କୁ ୫ ବର୍ଷ ଜେଲ୍

ବେଙ୍ଗାଲୁରୁ : ପୁଲଓ୍ୱାମା ଆତ୍ମଘାତୀ ବିସ୍ଫୋରଣ ମାମଲାକୁ ନେଇ ସେଲିବ୍ରେସନ କରିବା ମହଙ୍ଗା ପଡିଲା । ଏଥିପାଇଁ ବେଙ୍ଗାଲୁରୁର ଜଣେ ଛାତ୍ରଙ୍କୁ ମିଳିଛି ୫ ବର୍ଷ ଜେଲ୍ ଦଣ୍ଡ ଓ ୨୫ହଜାର ଟଙ୍କା ଜରିମାନା । ଜରିମାନା ଅନାଦେୟ ହେଲେ ତାଙ୍କୁ ଆଉ ୬ ମାସ ଅଧିକ ଦଣ୍ଡାଦେଶ ଶୁଣାଇଛନ୍ତି ଏନ୍ଆଇଏର…

ଠକ ସୁକେଶ ଆପ ନେତା ସତ୍ୟେନ୍ଦ୍ରଙ୍କୁ ଦେଇଥିଲେ ୧୦କୋଟି ଟଙ୍କା

ନୂଆଦିଲ୍ଲୀ: ଅର୍ଥ ହେରପେର ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ସୁକେଶ ଚନ୍ଦ୍ରଶେଖର ଆଜି ଚାଂଚଲ୍ୟକର ଖୁଲାସା କରିଛନ୍ତି । ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜେନା ସୁରକ୍ଷା ଏବଂ ସୁବିଧା ସୁଯୋଗ ଦେବା ପାଇଁ ତାଙ୍କ ଠାରୁ ୧୦କୋଟି ଟଙ୍କା ନେଇଥିଲେ । ସୁକେଶ ଏ ସମ୍ପର୍କରେ ଦିଲ୍ଲୀ ଏଲଜିକୁ ଚିଠି…

କଳାହାଣ୍ଡି ଜିଲ୍ଲା, ଗଡ଼ଜାତ ରାଜ୍ୟରୁ ୭ ଦଶନ୍ଧିର ଯାତ୍ରା

କଳାହାଣ୍ଡି: ଗଡ଼ଜାତ ରାଜ୍ୟରୁ ଜିଲ୍ଲା । ଦେଶ ସ୍ୱାଧୀନ ପରେ ବି ଏଠି ଚାଲୁଥିଲା ରାଜାଙ୍କ ରାଜୁତି । ବିଭବରେ ଭରା ଓଡ଼ିଶା ଭୂ-ଖଣ୍ଡର ଏ ଜିଲ୍ଲା ହେଉଛି ଆଜିର କଳାହାଣ୍ଡି । ଦେଶ ସ୍ୱାଧୀନ ପୂର୍ବରୁ କଳାହାଣ୍ଡି ଗଡ଼ଜାତର ରହିଥିଲା ନିଜସ୍ୱ ବିଧାନସଭା । ୧୯୪୭ ଡିସେମ୍ବର ୩୧ରେ କଳାହାଣ୍ଡି…

ବିଜେପିକୁ କେଜରିଓ୍ୱାଲଙ୍କ ନିଶାନା; ଗୁଜରାଟରେ ତୁଚ୍ଛ ରାଜନୀତି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଯୋଗକୁ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ହେଲେ ଗୁଜରାଟରେ ସରକାର ଯୋଗ କ୍ଲାସ ବନ୍ଦ କରିଦେବା ପରେ କ୍ଷୋଭ ପ୍ରକାଶ କରିଛନ୍ତି କେଜରିଓ୍ୱାଲ । ବିଜେପିକୁ କରିଛନ୍ତି ସିଧା ଟାର୍ଗେଟ୍ । କହିଛନ୍ତି, ଗୁଜରାଟରେ ଆପ୍ ସରକାର ଗଠନ ହେଲେ…

ଅଜଣା ରୋଗରେ ପୀଡ଼ିତ ଘରର ମୁଖ୍ୟ, ଛଅ ପ୍ରାଣୀ କୁଟୁମ୍ବକୁ ପୋଷିବେ କିପରି ?

ତାଳଚେର : ଅଜଣା ରୋଗରେ ରୋଗାକ୍ରାନ୍ତ ହୋଇ ଘରେ ପଡ଼ିରହିଛନ୍ତି ପଦିଆ ମହାପାତ୍ର । ଏପରି ଦୁଃଖଦ ଘଟଣା ତାଳଚେର ବ୍ଲକ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ ତାଳବେଡା ଗାଁରେ ଦେଖିବାକୁ ମିଳିଛି । ପଦିଆ ମହାପାତ୍ର ଦିନ ମଜୁରିଆ ଭାବେ କାମ କରି ନିଜ ପରିବାର ପୋଷନ୍ତି । ହେଲେ ତାଙ୍କର ସେହି ସୁଖ…

ବରଗଡ ଗୋଟିଏ ପରିବାର ନିଶ୍ଚିହ୍ନ ଘଟଣାର ଭିତିରି କଥା!

ବରଗଡ଼: ଭେଡେନ ଥାନା ଅନ୍ତର୍ଗଚ ଜାଣ୍ଡୋଲ ଗାଁରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ ଦେହ ଉଦ୍ଧାର ହେବ ସମସ୍ତଙ୍କୁ ହତବାକ କରିଛି। ୩-୪ ଦିନ ପରେ ପରେ ମୃତ ଦେହ ଉଦ୍ଧାର ହେବା ପରେ ଏହା  ଆତ୍ମହତ୍ୟା ନା ହତ୍ୟା ସେ ନେଇ ସସପେନ୍ସ ଜାରି ରହିଛି। ହେଲେ ପୋଲିସ ତଦନ୍ତ କରି ପ୍ରାଥମିକ ଭାବେ ଯେଉଁ…

ସ୍ୱଳ୍ପ ଗଳ୍ପ : ଆଦ୍ୟ ନଭେମ୍ବର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୧ ସନ ଆଉ ତାରିଖ,ଏଇ ଦୁଇଟି ଇତିହାସର ମୌଳିକ ଅଙ୍ଗ। ସନ ଆଉ ତାରିଖ ଆମକୁ ଗୋଟିଏ ଘଟଣାର କଥା କହିଥାଏ, ଯେଉଁ ଘଟଣା ଗୋଟିଏ ବ୍ୟାପକ ଭୌଗଳିକ ଅଞ୍ଚଳକୁ ବହୁଳ ଭାବରେ ପ୍ରଭାବିତ କରିପାରିଥିବା ଭଳି ସାମର୍ଥ୍ୟ ରଖିଥାଏ ଏବଂ ତାହାର…

ଯୀଶୁ ଜଣେ ହିନ୍ଦୁ, ୩ ବର୍ଷ ସେ ପୁରୀରେ କଟାଇଥିଲେ: ଶଙ୍କରାଚାର୍ଯ୍ୟ

ରାୟପୁର: ଖ୍ରୀଷ୍ଟ ସମ୍ପ୍ରଦାୟର ଭଗବାନ ଯୀଶୁ ଜଣେ ହିନ୍ଦୁ । ସେ ପୁରୀରେ ତିନି ବର୍ଷ କଟାଇଥିଲେ। ପୁରୀ ଗୋବର୍ଦ୍ଧନ ପୀଠର ମୁଖ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏପରି କହିଛନ୍ତି। ଯାହା ବିବାଦୀୟ ହୋଇପଡ଼ିଛି। ଛତିଶଗଡ ରାଜଧାନୀ ରାୟପୁରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଶ୍ଚଳାନନ୍ଦ…