Latest Odisha News

BREAKING NEWS

ଦନ୍ତାଙ୍କ ପାଇଁ କାଳ ଜଙ୍ଗଲରେ ଶିକାରୀ ବିଛାଉଥିବା ବିଦ୍ୟୁତ୍ ତାର

ଅନୁଗୁଳ: ଦୁଇ ଦିନରେ ଆଖି ବୁଜିଲେଣି ଦୁଇ ଦୁଇଟି ଦନ୍ତା । ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଆଉ ଏକ ହାତୀର ମୃତ୍ୟୁ ହୋଇଛି । ଆଠମଲ୍ଲିକ କିଆକଟାର ମୁଣ୍ଡାପଡା ଗାଁ ନିକଟରେ ହାତୀର ମୃତଦେହ ମିଳିଛି । ଗାଁ ଲୋକଙ୍କ ଠାରୁ ଖବର ପାଇଁ ବନ ବିଭାଗ ତଦନ୍ତ ଆରମ୍ଭ କରିଥିବା…

ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନଶିପ: ଓଡିଶାର ସବିତା ଜିତିଲେ ରୌପ୍ୟ

ଭୁବନେଶ୍ୱର: କୁଏଟରେ ଅନୁଷ୍ଠିତ ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ସବିତା ଟପ୍ପୋ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ରୌପ୍ୟ ପଦକ ହାସଲ କରିଛନ୍ତି । ୧୦୦ ମିଟର ହର୍ଡଲ୍ସରେ ସେ ଏହି ସଫଳତା ହାସଲ କରିଛନ୍ତି । ସେ ୧୪.୧୭ ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରିଥିଲେ । ଏହା…

ଦିଅରଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଭାଉଜ ଅଟକ

ବ୍ରହ୍ମପୁର:ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀ ଗ୍ରାମରେ ଦିଅରଙ୍କ ସନ୍ଦେହ ଜନକ ମୃତ୍ୟୁ ପରେ ଭାଉଜଙ୍କୁ ଅଟକ ରଖିଛି ପୋଲିସ। ମୃତକ ଜଣକ ହେଲେ ପ୍ରଦୀପ ନାୟକ। ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପଙ୍କ ଭାଇଙ୍କ ପ୍ରାୟ ୫ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା। ଏହାର କିଛି…

ସ୍ପେନ ଦୈନିକ ଖବରକାଗଜରେ ଭାରତର ଅର୍ଥ ବ୍ୟବସ୍ଥାକୁ କେଳା କାର୍ଟୁନ ସହ ତୁଳନା ନେଇ ଅସନ୍ତୋଷ

ନୂଆଦିଲ୍ଲୀ: ସ୍ପେନର ଦୈନିକୀ ଲା ଭେନଗାର୍ଡିୟାରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଏକ କାର୍ଟୁନ ଛପାଯାଇଛି । ଯାହାକୁ ନେଇ ଭାରତରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରାଯାଇଛି । ଏହି କାର୍ଟୁନରେ ଭାରତର ଅର୍ଥନୀତିକୁ ଏକ ସାପ ଖେଳାଉଥିବା କେଳା ସହିତ ତୁଳନା କରାଯାଇଛି । ଆର୍ଟିକିଲ ଅପେକ୍ଷା…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ସମ୍ଭବ ବହୁତ ଗୁଡିଏ ଖୁସିର ସମ୍ଭାବନା ନେଇ ଘରକୁ ଫେରି ଥିଲେ ! ଆସୁ ଆସୁ ଡୋର୍ ପାଖରେ ହିଁ ଆସ୍ଥାକୁ ଶ୍ରଦ୍ଧାରେ ଜନ୍ମ ଦିନର ଶୁଭେଚ୍ଛାବାର୍ତ୍ତା ଜଣାଇଲେ । ପିଲାମାନେ ବି ପାପା(ସମ୍ଭବ)ଙ୍କ ସହିତ ତାଳ ରେ ତାଳ ଦେଇ…

କବିତା : ମୁକ୍ତି

ସ୍ନେହଲତା ଦାସ ଲେଙ୍କା ଖୁବ୍ ଆକ୍ତାମାକ୍ତା ଲାଗେ ଦି'ପହରର ଏ ଖରାବେଳଟା ଲଟ୍କିଯାଏ ଛାତି ଭିତରେ ଭାକୁର କଣ୍ଟାଭଳି କିଛି ଗୋଟେ ଲକ୍ଷ୍ମଣର ଗାର ପରି ଏରୁଣ୍ଡି ଡେଇଁବାକୁ ସାହସ ପାଏନା ମୁଁ ଯେ ନାରୀ... ମୋତେ ଗାର ଡେଇଁବା ମନା ॥ ଶିରାପ୍ରଶିରାରେ ବହିଯାଉଛି ମନତଳର…

ଭାଷା ଭାଗବତ : ଉନ୍ନତ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କରି ଅଧିକ ଯୁକ୍ତିତର୍କ କାଟିଲେ ଅନେକ ସଂପର୍କ ଏକାକୀ ହୋଇଯାଏ ବ୍ୟକ୍ତି କ୍ରମଶଃ କମେ ତା'ର ଶକ୍ତି କଥା କହି ଯେ ଥାଏ ଜିତି କାମ ବେଳକୁ ସହେ କ୍ଷତି ସର୍ବଦା ତର୍କପରାୟଣ ଲୋକ ହିଁ ହୁଏ ହଇରାଣ ନିଜର ଯୁକ୍ତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୬  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଓ ଶ୍ରୀ ନୃସିଂହ ଏକ ଓ ଅଭିନ୍ନ ଭାବରେ ଅନେକ ଶାସ୍ତ୍ର ଓ ପୁରାଣ ବର୍ଣ୍ଣନା କରିଛନ୍ତି । ଅଧିକାଂଶ ଶାସ୍ତ୍ର ଶ୍ରୀନୃସିଂହଙ୍କୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ…

ଧାମନଗର ଉପନିର୍ବାଚନ: ବିଜେପି ଘୋଷଣା କଲା ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା

ଭୁବନେଶ୍ୱର: ନଭେମ୍ବର ୨ରେ ହେବାକୁ ଥିବା ଧାମନଗର ଉପ-ନିର୍ବାଚନରେ ଦଳର ପ୍ରାର୍ଥୀ ସୁର୍ଯ୍ୟବଂଶୀ ସୂରଜଙ୍କ ପ୍ରଚାର ପାଇଁ ଭାରତୀୟ ଜନତା ପାର୍ଟି ୪୦ ଜଣ ନେତାଙ୍କ ତାଲିକା ଜାରି କରିଛି। ବିଜେପିର ଏହି ଷ୍ଟାର କ୍ୟାମ୍ପେନର ବା ପ୍ରଚାର ତାଲିକାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,…

ଦେଶରେ ୩୫ କୋଟି ଲୋକଙ୍କ ପାଖରେ ୩ଜି-୪ଜି ଫୋନ୍ ରହିଛି, ୫ଜି ଆସିବା ପରେ କଦଣ କରିବେ ଏମାନେ?

ନୂଆଦିଲ୍ଲୀ: ଭାରତରେ ୫ଜି ସେବା ଆରମ୍ଭ ହୋଇଛି, ଏଭଳି ପରିସ୍ଥିତିରେ ସରକାର ୫ଜି ୟୁଜରଙ୍କ ସଂଖ୍ୟା ଶୀଘ୍ର ବୃଦ୍ଧି କରିବା ପାଇଁ ଅନେକ ବଡ ପଦକ୍ଷେପ ନେଉଛନ୍ତି। ନିକଟରେ ସରକାର ସମସ୍ତ ସ୍ମାର୍ଟଫୋନ ନିର୍ମାତାମାନଙ୍କୁ ଯଥାଶୀଘ୍ର ୫ଜି ସ୍ମାର୍ଟଫୋନରେ ୫ଜି ସେବା ସହାୟତା ଦେବାକୁ କହିଛନ୍ତି।…