Latest Odisha News

BREAKING NEWS

‘ଅଙ୍କୁର’ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଅଙ୍କୁର’ ତରଫରୁ ଚାରା ରୋପଣ କରାଯାଇଛି । ଭୁବନେଶ୍ବରର ଏନ୍-୧ ପ୍ରାଇମେରୀ ସ୍କୁଲ୍ ପରିସରରେ ଦୈନନ୍ଦିନ ଜୀବନରେ ଉପଯୋଗୀ ଫଳ ଚାରା ସ୍କୁଲ ପିଲାଙ୍କ ଦ୍ବାରା ରୋପଣ କରାଯାଇଛି । ପିଲାଙ୍କ ଭିତରେ ପରିବେଶ ଏବଂ ପ୍ରକୃତି ପ୍ରତି ସଚେତନତା…

ଅବହେଳିତ ଅବସ୍ଥାରେ ପଡ଼ିରହିଛି ଐତିହ୍ୟ ସମ୍ପନ୍ନ ମୂଷାନଈ

ପୁରୀ : ଐତିହ୍ୟ ସମ୍ପନ୍ନ ମୂଷାନଦୀର ରହିଛି ପୌରାଣିକ ମହତ୍ତ୍ବ । ବର୍ତ୍ତମାନ ଅବହେଳିତ ଅବସ୍ଥାରେ ପଡିରହିଛି ଐତିହ୍ୟ ସମ୍ପନ୍ନ ମୂଷାନଈ । ଜବରଦଖଲ ଓ ବେଆଇନ କୋଠା ନିର୍ମାଣ ଯୋଗୁଁ ଏବେ ସଙ୍କୁଚିତ ହୋଇ ପୋତିହେବାକୁ ବସିଲାଣି ମୂଷାନଈ। ପୂର୍ବରୁ ଅଠରନଳା ନଦୀ ନାମରେ ପରିଚିତ ଥିବା ଏହି ନଦୀ…

୭ମ ଥର ପାଇଁ ଭାରତ ଜିତିଲା ମହିଳା ଏସିଆ କପ ଟାଇଟଲ

ସିଲହଟ: ଶ୍ରୀଲଙ୍କାକୁ ଫାଇନାଲରେ ୮ ୱିକେଟରେ ହରାଇ ଭାରତ ୭ମ ଥର ପାଇଁ ମହିଳା ଏସିଆ କପ କ୍ରିକେଟ ଟାଇଟଲ ହାସଲ କରିଛି । ଟସ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ହରାଇ ୬୫ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତର ବୋଲରଙ୍କ ପାଖରେ ଶ୍ରୀଲଙ୍କା ଖେଳାଳି ସମ୍ପୂର୍ଣ୍ଣ…

ଧାମନଗର ପାଇଁ କଂଗ୍ରେସର ୩୦ ଜଣ ଷ୍ଟାର ପ୍ରଚାରକ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କରିଛି ଷ୍ଟାର ପ୍ରଚାରକ ତାଲିକା । ପ୍ରକାଶିତ ତାଲିକାରେ କଂଗ୍ରେସ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡ. ଏ ଚେଲ୍କା କୁମାରଙ୍କ ସମେତ ସହ ପ୍ରଭାରୀ ତଥା ଏଆଇସିସି ସମ୍ପାଦକ ଜି ରୁଦ୍ରରାଜୁ ଏବଂ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ…

ରୋଗ ଶଯ୍ୟାରେ ଭେଣ୍ଡିଆ ପୁଅ, ସେବା କରୁଛନ୍ତି ୮୦ ବର୍ଷୀୟ ମାଆ

ନୟାଗଡ : ପୁଅର ସେଵା କରୁଛନ୍ତି ୮୦ ବର୍ଷୀୟ ବୃଦ୍ଧା ମା । ଯେଉଁ ବୟସରେ ବୃଦ୍ଧା ମା , ବାପାଙ୍କୁ, ପୁଅ ସେଵା କରିବା କଥା କିନ୍ତୁ ପୁଅକୁ ସେଵା କରୁଛନ୍ତି ୮୦ ବର୍ଷର ବୃଦ୍ଧା ମା ଗୌରୀ କର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧିନସ୍ଥ ସାନଖଜୁରିଆ ଗାଁ ର…

ଜମ୍ମୁ-କାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂ, କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରି ମାରିଦେଲେ ଆତଙ୍କବାଦୀ

ଶ୍ରୀନଗର: ପୁଣି ଟାର୍ଗେଟ୍ କିଲିଂ । ରାସ୍ତାରେ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି ମାରି ହତ୍ୟା କଲେ ଆତଙ୍କବାଦୀ । ଜମ୍ମୁ-କାଶ୍ମୀର ସୋପିଆନରେ ଆତଙ୍କବାଦୀ ପୁଣି ଥରେ ଟାର୍ଗେଟ୍ କିଲିଂ କରିଛନ୍ତି । ଶୋପିଆନର ଚୌଧୁରୀ ଗୁଣ୍ଡରେ କାଶ୍ମୀରୀ ପଣ୍ଡିତ ପୁରଣ କ୍ରିଷ୍ଣା ଭଟ୍ଟଙ୍କୁ ଗୁଳି କରି ମାରି…

୨୦ ବେଳକୁ ବଙ୍ଗୋପସାଗରରେ ଲଘୁଚାପ, ଆରମ୍ଭ ହେବ ମୌସୁମୀ ଅପସାରଣ ପ୍ରକ୍ରିୟା !

ଭୁବନେଶ୍ୱର: ଆସୁଛି ଲଘୁଚାପ, ବର୍ଷାରେ ଭିଜିବ ଓଡ଼ିଶା । ୧୮ ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ମୁହାଁଇ ପଶ୍ଚିମକେନ୍ଦ୍ରୀୟ…

ଜନ୍ମଦିନରେ ହାଇଦ୍ରାବାଦ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଅକ୍ଟୋବର ୧୬ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଆସନ୍ତାକାଲି ନବୀନ ୭୬ ବର୍ଷରେ ପାଦ ଥାପିବେ । ଗତ କିଛିବର୍ଷ ହେଲା ଜନ୍ମଦିନ ପାଳୁ ନଥିବା ନବୀନ ରବିବାର ଜନ୍ମଦିନରେ ହାଇଦ୍ରାବାଦ ଅଭିମୁଖେ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପୂର୍ବରୁ…

ଖାଲି ଘର କି ଗାଡ଼ି ନୁହେଁ; ବ୍ଲାକମେଲିଂ କରି ଅର୍ଚ୍ଚନା ଆକାଶରେ ଉଡ଼ୁଥିଲେ, ନୂଆ ଜାଗା ବୁଲୁଥିଲେ

ଭୁବନେଶ୍ୱର: ନେତା, ମନ୍ତ୍ରୀଙ୍କ ସହ ରହସ୍ୟମୟୀ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ୍ ହେଉଥିବା ବେଳେ ପୋଲିସ ହାତରେ ଲାଗିଛି ପ୍ରମାଣ । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଜଣେ ରସିକିଆ ବିଧାୟକ, ଅର୍ଚ୍ଚନାଙ୍କ ଫାସରେ ପଡ଼ିଥିଲେ । ଯାହାକ ଫଟୋ ଓ ଭିଡିଓ ପୋଲିସ ପାଇଥିବା ବେଳେ ଅର୍ଚ୍ଚନାଙ୍କ ପିଛା ବିଧାୟକ…

ଦନ୍ତାଙ୍କ ପାଇଁ କାଳ ଜଙ୍ଗଲରେ ଶିକାରୀ ବିଛାଉଥିବା ବିଦ୍ୟୁତ୍ ତାର

ଅନୁଗୁଳ: ଦୁଇ ଦିନରେ ଆଖି ବୁଜିଲେଣି ଦୁଇ ଦୁଇଟି ଦନ୍ତା । ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଆଉ ଏକ ହାତୀର ମୃତ୍ୟୁ ହୋଇଛି । ଆଠମଲ୍ଲିକ କିଆକଟାର ମୁଣ୍ଡାପଡା ଗାଁ ନିକଟରେ ହାତୀର ମୃତଦେହ ମିଳିଛି । ଗାଁ ଲୋକଙ୍କ ଠାରୁ ଖବର ପାଇଁ ବନ ବିଭାଗ ତଦନ୍ତ ଆରମ୍ଭ କରିଥିବା…