Latest Odisha News

BREAKING NEWS

୨ ଲକ୍ଷ ଟଙ୍କା ସହ ଲୁଟେରାକୁ ଗିରଫ କଲା ବୌଦ୍ଧ ପୁଲିସ

ବୌଦ୍ଧ : ବୌଦ୍ଧ ସହରରେ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ହେଉଥିବାର ଅନେକ ଅଭିଯୋଗ ଆସୁଥିଲା । ଲୁଟେରାମାନେ ଟଙ୍କା ନେଇ ଫେରାର ହୋଇଯାଉଥିବା ବେଳେ,  ପୁଲିସ ଲୁଟେରାଙ୍କ ସଂପର୍କରେ କୌଣସି ଟେର ପାଇପାରୁନଥିଲା । କ୍ଷତିଗ୍ରସ୍ତ ଲୋକ ବାରମ୍ବାର ଥାନାକୁ ଯାଇ ଏହିଭଳି  ଟଙ୍କା ଲୁଟ୍‌ ଘଟଣାର…

କଟକରେ ଦୁର୍ଗାପୂଜା ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି

କଟକ : ଦୁର୍ଗାପୂଜାକୁ ନେଇ କମିଶନରେଟ୍‌ ପୋଲିସର ପ୍ରସ୍ତୁତି । କଟକ ସହରରେ ଶାନ୍ତି ଶୃଙ୍ଖଳାର ସହ ଦୁର୍ଗାପୂଜା କରିବା ପାଇଁ କମିଶନରେଟ୍‌ ପୋଲିସ ସହଯୋଗରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି  । ସେଥିପାଇଁ  ସହରକୁ ୫୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ଜଗିବେ ବୋଲି କହିଛନ୍ତି କମିଶନରେଟ୍‌…

ରାଷ୍ଟ୍ରପତିଙ୍କ ଗାଁରେ ୫ଜି ସେବା

ଭୁବନେଶ୍ୱର :  ଆଜିଠାରୁ ଦେଶରେ ଆରମ୍ଭ ହେଲା  ୫ଜି ଯୁଗ । ଦେଶକୁ ୫ଜି ସେବା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରୁ ଏହି ସେବାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ତଥା ରେଳମନ୍ତ୍ରୀ…

[ଦେଖନ୍ତୁ ଭିଡିଓ] କାଷ୍ଟିଂ କାଉଚ୍ ଅଭିଯୋଗର ‘ଅକ୍ଷୟ’ ଅଧ୍ୟାୟ, କିଏ କହୁଛି ସତ ?

ଭୁବନେଶ୍ୱର: ପ୍ରଥମେ ଯୌନ ଶୋଷଣ ଅଭିଯୋଗ ଯୁବତୀ ଆଣିବା ପରେ ଏବେ ଅକ୍ଷୟ ପରିଜା ପାଲଟା ଏତଲା ଦେଇଛନ୍ତି । ଅନ୍ୟପଟେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଅନ୍ତରଙ୍ଗ ମୁହୂର୍ତ୍ତର କେତେ ଗୁଡ଼ାଏ ଅଶ୍ଲୀଳ ଫଟୋ । ଯେଉଁଥିରେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ଜଣେ ଯୁବତୀ ଥିବା ଦେଖା ଯାଉଛି । ଯାହାକି…

ଡିସିପି ଅଫିସ ଘେରାଉ କଲା ବିଜେପି 

ଭୁବନେଶ୍ୱର :  ପୁରୀର ଗୋପ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଡିସିପି ଅଫିସ ଘେରାଉ କରିଛି ବିଜେପି  । ପୁରୀ ଜିଲ୍ଲା ବିଜେପିର ଅନେକ କର୍ମୀ ଓ ନେତାମାନେ ଡିସିପି ଅଫିସ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନାଁ ଉଠୁଥିବାବେଳେ ତାଙ୍କୁ…

ନବରାତ୍ର ପୂଜା ପାଇଁ ମା’ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ଚାଲିଛି ଜଗତଜନନୀ ମା’ଙ୍କ ଆରାଧନା ।  ମା ଦୂର୍ଗା ରୁପରେ ପୂଜା ପାଉଛନ୍ତି ମା’ ବିରଜା । ଏଥିପାଇଁ ପ୍ରାତଃ କାଳରୁ ମା’ ଙ୍କ ପାଦ ସ୍ପର୍ଶ ସହିତ ମୁଖ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ…

ଯେଉଁ ନିୟମକୁ ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଗଡକରୀ ଉତ୍ସାହିତ ଥିଲେ ଏବେ ଟାଳିଲେ କାହିଁକି?

ନୂଆଦିଲ୍ଲୀ: ବିଜନେସ ଟାଇକୁନ ସାଇରସ ମିସ୍ତ୍ରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ପରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସମସ୍ତ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଏହି ନିୟମ ଅକ୍ଟୋବର ୧ ଅର୍ଥାତ ଆଜିଠୁ ସାରା ଦେଶରେ ଲାଗୁ ହେବ ବୋଲି ବୋଲି…

ଥାନା ଭିତରେ ଆତ୍ମହତ୍ୟା

ବ୍ରହ୍ମପୁର:ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଭିତରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ମୃତକ ଜଣକ ହେଲେ ଚମାଖଣ୍ଡି ଗ୍ରାମର ତ୍ରିଲୋଚନ ରେଡ଼ି(୩୨)। ମିଳିଥିବା ସୂଚନା ଅନୁଯାୟୀ, ତ୍ରିଲୋଚନା ପୂର୍ବରୁ ଅନେକ ଗଣ୍ଡଗୋଳ ମାମଲାରେ ସଂପୃକ୍ତ ଥିଲେ ।…

ଜାତିସଂଘରେ ଋଷ ବିରୋଧରେ ଭୋଟ୍ ଦେବାରୁ ବିରତ ରହିଲା ଭାରତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନର ୪ ଅଞ୍ଚଳକୁ ନିଜ ଦେଶରେ ସାମିଲ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏହାକୁ ବିରୋଧ କରି ଆମେରିକା ଏବଂ ଆଲବେନିଆ ଜାତିସଂଘର ସୁରକ୍ଷା ପରିଷଦରେ ଋଷ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଛନ୍ତି। ତେବେ ଭାରତ ଭୋଟିଂ ସମୟରେ ବିରତ ରହି ଋଷ ସହ…

ଆଉ ତିନି ମାସ ଅତିରିକ୍ତ ଚାଉଳ ପାଇବେ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ମାନଙ୍କୁ ଆଉ ତିନି ମାସ ପାଇଁ ଅତିରିକ୍ତ ଚାଉଳ ମିଳିବ । ଅତିରିକ୍ତି ଭାବେ ୫ କେଜି ଚାଉଳ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ୨.୯୨ ଲକ୍ଷ ପରିବାରର ୯.୦୫ ଲକ୍ଷ ହିତାଧିକାରୀ ଉପକୃତ ହେବେ…