Latest Odisha News

BREAKING NEWS

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ: ମନ୍ତ୍ରୀଙ୍କ ସଂପୃକ୍ତି ଥିଲେ ବି କାହିଁକି ତଦନ୍ତ ପରିସରଭୁକ୍ତ ହୋଇ ନାହାନ୍ତି?

ଭୁବନେଶ୍ୱର: ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ବିବାଦ ବଢିବାରେ ଲାଗିଛି। ଆଉ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଘେରିଛି କଂଗ୍ରେସ। ଭାଇରାଲ ହୋଇଥିବା ଅଡିଓ କଲରେ ମନ୍ତ୍ରୀ ସମୀର ଦାଶ ଏବଂ ଯେଉଁ ସାମ୍ବାଦିକଙ୍କୁ ଧର୍ମେନ୍ଦ୍ର ସବୁ…

ଇଂରାଜୀରେ ଦୁର୍ବଳ ଥିଲେ ଏଥର ମାତୃଭାଷା ଓଡ଼ିଆରେ ପରୀକ୍ଷା ଦେଇ ହୋଇପାରିବେ ଓଏଏସ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସି ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଶୁକ୍ରବାର ରାଜ୍ୟ ସରକାର ବଡ଼ ଧରଣର ସଂଶୋଧନ ଆଣିଛନ୍ତି। ରାଜ୍ୟ କ୍ୟାବିନେଟ୍ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ହୋଇଛି । ଯେଉଁଥିରେ ପ୍ରାର୍ଥୀମାନଙ୍କ ପାଇଁ ଦୁଇଟି ଇଚ୍ଛାଧୀନ…

ଫିଲ୍ମରେ ସୁଯୋଗ ଦେବା ନାଁରେ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: କାଷ୍ଟିଂ କାଉଚ ବିବାଦରେ ଓଲିଉଡ ପ୍ରଯୋଜକ ଅକ୍ଷୟ ପରିଜା। ଫିଲ୍ମରେ ସୁଯୋଗ ଦେବେ କହି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅକ୍ଷୟ ପରିଜା ଏହି ମାମଲାରେ ଛନ୍ଦି ହେବା ପରେ ଥାନାରେ ପାଲଟା ଏତଲା ଦେଇଛନ୍ତି। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା…

ପୁଅ ମାଡ଼ରେ ବାପା ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଘାଂସିବିଲି ଗ୍ରାମରେ ପୁଅର ମାଡ଼ରେ ବାପାର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ୭୨ ବର୍ଷୀୟ ପ୍ରଭାକର ସାହୁ। ପୁଅ ଅନ୍ତର୍ୟ୍ୟାମୀ ସାହୁ ଓ ବାପା ପ୍ରଭାକର ସାହୁଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ବଚସା ହୋଇଥିଲା। ସେଥିରେ ପୁଅ ଉତକ୍ଷୀପ୍ତ ହୋଇ…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପାଖରୁ ମିଳିଲାଣି ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଗ ଅନ୍ତର୍ଗତ ବାଘୁଆ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି। ଜିଲାର ୯ଟି ସ୍ଥାନରେ ଚଢଉ ପରେ ତାଙ୍କ ପାଖରୁ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ମିଳିଛି। ପ୍ରାୟ ୨୦…

ଆଇଜର ପ୍ରତିଷ୍ଠାତା ନିର୍ଦେଶକଙ୍କ ପରଲୋକ

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ଆଇଜର)ର ପ୍ରତିଷ୍ଠାତା ନିର୍ଦେଶକ ପ୍ରଫେସର କେ. ଭେଙ୍କେଟ ରମଣ ଚାରୀ(୬୮)ଙ୍କ ଶୁକ୍ରବାର ଅପରାହ୍ନ ୩ଟା ୧୫ ବେଳେ ପରଲୋକ ହୋଇଯାଇଛି। ତାଙ୍କ ପରଲୋକ ବିଷୟରେ ଆଇଜର ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା…

ଜାତୀୟ କ୍ରୀଡା: ରଗବୀରେ ଓଡିଶାକୁ ପ୍ରଥମ ସ୍ୱର୍ଣ୍ଣ ପଦକ

ଅହମ୍ମଦାବାଦ: ୩୬ତମ ଜାତୀୟ କ୍ରୀଡାରେ ଓଡିଶା ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଶୁକ୍ରବାର ମହିଳା ରଗବୀ ଟିମ ଓଡିଶା ପାଇଁ ଏହି ସଫଳତା ଆଣିଛନ୍ତି । ରଗବୀ ୭ ଫାଇନାଲରେ ଓଡିଶା ୨୨-୦ରେ ମହାରାଷ୍ଟ୍ରକୁ ପରାସ୍ତ କରିଥିଲା । ବିପକ୍ଷ ଦଳକୁ ଗୋଟିଏ ବି ପଂଏଟ ହାସଲ କରିବାକୁ ସୁଯୋଗ ଦେଇ ନ ଥିଲେ…

୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର: ଆଶା ପାରେକ୍‌ ଗ୍ରହଣ କଲେ ଦାଦାସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ : ୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ହିନ୍ଦି ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ଆଶା ପାରେକ୍‌ ୨୦୨୦ବର୍ଷ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କରିଛନ୍ତି ।…

ୟୁକ୍ରେନର ୪ ରାଜ୍ୟକୁ ନିଜ ଦେଶରେ ସାମିଲ କଲା ରୁଷ

ମସ୍କୋ:ରୁଷିଆ ଶୁକ୍ରବାର ୟୁକ୍ରେନର ୪ଟି ଅଂଚଳ ଉପରେ କବଜା କରିଛି । ଡୋନେଟସ୍କ, ଲୁହାନ୍ସଖ, ଖେରସନ ଓ ଜପୋରଜିଆ ଏବେ ରୁଷର ଅଂଶବିଶେଷ ହୋଇଛି । କ୍ରେମଲିନର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଏହା ଘୋଷଣା କରିଛନ୍ତି । ଚାରି ରାଜ୍ୟର ପ୍ରତିନିଧିଙ୍କ…

କାବୁଲରେ ଆତ୍ମଘାତି ବିସ୍ଫୋରଣରେ ଶହେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ

କାବୁଲ: ତାଲିବାନ ଶାସନ ପରେ ଆଜି କାବୁଲର ଏକ ସ୍କୁଲରେ ଛାତି ଥରାଇ ଦେବା ଭଳି ଆତ୍ମଘାତି ବିସ୍ଫୋରଣ ଘଟିଛି । ଏଥିରେ ଶତାଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ । କାବୁଲ ସହରର ପଶ୍ଚିମ ଦସତ-ଇ-ବାରଚି ଅଞ୍ଚଳର କାଜ ଏଜୁକେସନ ସେଂଟର ସ୍କୁଲରେ ଏହି…