Latest Odisha News

BREAKING NEWS

ଯନ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମସ୍ତ ବ୍ଲକ୍ କର୍ମଚାରୀ। ବ୍ଲକ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମରା ଓ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗରେ ଚାଲିଛି ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ। ଦୋଷୀଙ୍କ…

ନଡ୍ଡାଙ୍କ ଓଡ଼଼ିଶା ଗସ୍ତ ପୂର୍ବରୁ ୨୦୨୪ରେ ଦ୍ବିପାକ୍ଷିକ ଲଢ଼େଇ ହେବ କହିଲେ ସମୀର ମହାନ୍ତି

ଭୁବନେଶ୍ୱର: ବିଜେପି ସଭାପତି ଜେ.ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ରାଜ୍ଯ ବିଜେପି ଶିବିର ଚଳଚଞ୍ଜଳ। ଭୁବନେଶ୍ବରରେ ଏକ ବିଶାଳ ସମାବେଶ କରି ଦଳୀୟ କର୍ମୀ ଓ ନେତାଙ୍କୁ ଆସନ୍ତା ନିର୍ବାଚନ ପାଇଁ ନଡ୍ଡା ଉତ୍ସାହିତ କରିବାର ଯୋଜନା ରହିଛି। ଏହାପୂର୍ବରୁ ରାଜ୍ୟ ବିଜେପି ସଭାପତି ସମୀର…

ନବୀନଙ୍କୁ ପ୍ରଦୀପଙ୍କ ପ୍ରଶ୍ନ: ୨୦୨୪ ଜଣେ ମହିଳାଙ୍କୁ ଦେବେ କି ରାଜ୍ୟର ଶାସନ ଭାର 

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀରେ ସକ୍ରିୟ ହେବାରେ ଲାଗିଛନ୍ତି।ଗୋଟିଏ ପରେ ଗୋଟିଏ ରାଜନୈତିକ ସଭା ଏବଂ ପଦଯାତ୍ରାରେ ଯାଉଛନ୍ତି। ଏହି କ୍ରମରେ ମଙ୍ଗଳବାର ଅପରାହ୍ନରେ ବିଧାୟକ ପାଣିଗ୍ରାହୀ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ…

ଓଳାଶୁଣି ଛକ ସ୍ଥିତ ବ୍ରିଜର ହେବ ସମ୍ପ୍ରସାରଣ

ଭୁବନେଶ୍ବର :  ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ ପାଇଁ  କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ମାହାଙ୍ଗା ବିଧାୟକ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନଙ୍କ…

ଦିଲ୍ଲୀ ଯିବା ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିବେ ଗେହଲଟ୍, ପଦରୁ ଇସ୍ତଫା ଦେବେ ?

ନୂଆଦିଲ୍ଲୀ: ଦିଲ୍ଲୀ ଯିବା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜଭବନକୁ ଯିବାର ସୂଚନା ରହିଛି। କୁହାଯାଉଛି ଯେ ସେ କିଛି ସମୟ ପରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିବାକୁ ଯାଉଛନ୍ତି। ଗେହଲଟ ରାଜ ଭବନକୁ ଯାଉଥିବା ସୂଚନା ମିଳିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ…

ଗଣଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ସମିର ଦାସଙ୍କ ଘର ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଅଣ୍ଡା ଓ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ  । ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପରେ ଏକ ଅଡିଓ ଭାଇରାଲ ହୋଇଥିଲା । ଯେଉଁ ଥିରେ ଧର୍ମେନ୍ଦ୍ର ସାହୁ  କିଛି ଲୋକଙ୍କ ନାଁ…

ଆଉ ତିନି ମାସ ବଢ଼ିଲା ମାଗଣା ରାସନ ଯୋଜନା

ନୂଆଦିଲ୍ଲୀ: ଗରିବ ଲୋକଙ୍କୁ ଆଶ୍ୱସ୍ତି । ରାସନ କାର୍ଡଧାରୀଙ୍କ ପାଇଁ କେନ୍ଦ୍ର ସରକାର ମାଗଣା ରାସନ ଯୋଜନାକୁ ଆଉ ତିନିମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ୩୦ ସେପ୍ଟେମ୍ବରରେ ଶେଷ ହେବାର ଥିଲା। ଏହାପୂର୍ବରୁ ସରକାର ଏହି ଯୋଜନାକୁ ତିନିମାସ ଅର୍ଥାତ୍ ଚଳିତ ବର୍ଷ ଶେଷ…

ପାର୍କିଂରେ ଥୁଆ ହୋଇଥିବା ୨ଟି କାର୍ ସହ ୬ଟି ବାଇକ୍ ଜାଳିଦେଲେ ଦୁର୍ବୃତ୍ତ

ଭବାନୀପାଟଣା: ଭବାନୀପାଟଣା ସହରର ଇରିଗେସନ୍ କଲୋନୀରେ ୮ଟି ଗାଡ଼ି ଜାଳି ଦେଇଛନ୍ତି ଦୁର୍ବୃତ୍ତ । ବିଳମ୍ବିତ ରାତିରେ ୨ଟି କାର୍ ସହ ୮ଟି ବାଇକକୁ ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି । ଗାଡ଼ିରେ ନିଆଁ ଲଗାଇବା ସହ ଦୁର୍ବୃତ୍ତ ପାର୍କିଂରେ ଲାଗିଥିବା ସିସିଟିଭିକୁ ଅଚଳ କରି ଦେଇଛନ୍ତି । ଏନେଇ…

ଦୈନିକ ୩ ରୁ ୪ କପ କଫି ପିଇଲେ ବଢିଥାଏ ଆୟୁଷ, ଦୂର ହୁଏ ହୃଦରୋଗ

କଫି ପ୍ରାମୀଙ୍କ ପାଇଁ ଭଲ ଖବର। ଯଦି ଆପଣ ଦିନକୁ ୨ ରୁ ୩ କପ କଫି ପିଅନ୍ତି, ତେବେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ପ୍ରକାର ଚିନ୍ତା କରିବାକୁ ପଡ଼ିବ ନାହିଁ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦିନକୁ ଦୁଇରୁ ତିନି କପ୍ କଫି ପିଇବା ଦ୍ୱାରା ଆୟୁଷ ବଢେ ଏବଂ ହୃଦଘାତ…

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ିଲା

ନୂଆଦିଲ୍ଲୀ: ସାରା ଦେଶରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ସମୟରେ କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନସନ ଉପଭୋକ୍ତାଙ୍କୁ ଉପହାର ଦେଇଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ାଇଥିବା ସୂଚନା ରହିଛି। ସେପ୍ଟେମ୍ବର ୩୦ରୁ କେନ୍ଦ୍ରୀୟ କର୍ମଚାରୀଙ୍କ…