Latest Odisha News

BREAKING NEWS

HSRP ନେଇ ପରିବହନ ବିଭାଗକୁ ହାଇକୋର୍ଟଙ୍କ ପ୍ରଶ୍ନ, ଭିତ୍ତିଭୂମି ନଥାଇ କିଭଳି ଦେଲ ଡେଡଲାଇନ୍ ?

ଭୁବନେଶ୍ୱର: ଭିତ୍ତିଭୂମି ନାହିଁ କିନ୍ତୁ ଡେଡଲାଇନ୍ ଦିଆଯାଇଛି । ନିର୍ଦ୍ଧିଷ୍ଟ ତାରିଖ ଭିତରେ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ନ ଲଗାଇଲେ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ । ଆଜି ନମ୍ବର ପ୍ଲେଟ୍ ମାମଲାର ଶୁଣାଣି କରି ହାଇକୋର୍ଟ ପରିବହନ ବିଭାଗକୁ ଜବାବ…

‘ମଙ୍ଗୁଆଳ ଦିଲ୍ଲୀରେ, ସମାବେଶ ଭୁବନେଶ୍ୱରରେ’, ବିଜେଡିକୁ ଛିଗୁଲେଇଲେ ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ଯଦିଓ ପାଣିପାଗ ଆକଳନ କରିଛି ଆଗାମୀ ଦିନରେ ବର୍ଷା ହେବ। ତେଣୁ ପାଣିପାଗରେ ଏତେଟା ତାତି ରହିବ ନାହିଁ। ହେଲେ ରାଜନୈତିକ ପାଣିପାଗ ଓଲଟା ରହିଛି। ଆସନ୍ତା ଦୁଇ ତିନି ଦିନ ରାଜ୍ୟ ରାଜନୀତିରେ ତାତି ବଢିବାକୁ ଯାଉଛି। ଏହା ପୂର୍ବରୁ ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ବିଜେପି ସମାନ ଦିନରେ…

ପାର୍ବଣ ପୂର୍ବରୁ ଧରପଗଡ଼, ଏୟାରଫିଲ୍ଡ ଥାନା ଅଞ୍ଚଳରୁ ୧ କେଜି ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ପାର୍ବଣ ଋତୁ ପୂର୍ବରୁ ଏସଟିଏଫ୍ ଧରପଗଡ଼କୁ ଜୋରଦାର୍ କରିଛି । ଭୁବନେଶ୍ୱର ଏସଟିଏଫ୍ ପକ୍ଷରୁ କମିଶନରେଟ୍ ପୋଲିସ ସହାୟତାରେ ରେଡ୍ କରାଯାଇ ୧ କେଜି ୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ମାମଲାରେ ଜଣେ ଡ୍ରଗ୍ ପେଡଲରକୁ ଗିରଫ କରିଛି ପୋଲିସ । ବ୍ରାଉନସୁଗାର ଚୋରା ଚାଲାଣ…

ରିଲାଏନ୍ସ ରିଟେଲ ଲଞ୍ଚ କଲା ‘ରିଲାଏନ୍ସ ସେଣ୍ଟ୍ରୋ’ ଫ୍ୟାଶନ ଷ୍ଟୋର୍‌, ମିଳିବ ୩୦୦ ରୁ ଅଧିକ ବ୍ରାଣ୍ଡ

ନୂଆଦିଲ୍ଲୀ: ଚଳିତ ବର୍ଷ ପାର୍ବଣରେ ରିଲାଏନ୍ସ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଫ୍ୟାଶନ ଷ୍ଟୋର। ଫ୍ୟାଶନ ପ୍ରେମୀମାନେ ଏବେଠାରୁ 'ରିଲାଏନ୍ସ ସେଣ୍ଟ୍ରୋ'କୁ ଯାଇ କରିପାରିବେ ସପିଂ। ସେପ୍ଟମ୍ବେର ୨୭ ତାରିଖରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପାର୍ଟ ରିଲାଏନ୍ସ ରିଟେଲ…

[ଦେଖନ୍ତୁ ଭିଡିଓ] ବମିଖାଲରେ ଶୋଭା ପାଇବ ମୟସୂରର ଲଳିଥା ମହଲ

ଭୁବନେଶ୍ୱର: ମାଆଙ୍କ ଆଗମନ ପାଇଁ ପ୍ରସ୍ତୁତି ଚାଲିଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ମାଆଙ୍କ ମୂର୍ତ୍ତି ସହ ଭିନ୍ନ ଢଙ୍ଗର ସୁଉଚ୍ଚ ତୋରଣ ତିଆରି କରୁଛନ୍ତି ବିଭିନ୍ନ ପୂଜା ମଣ୍ଡପ । ଚଳିତ ବର୍ଷ ବମିଖାଲ ଦୂର୍ଗା ପୂଜା କମିଟି ୫୯ ତମ ଦୂର୍ଗା ପୂଜା ପାଳୁଛି । ଏଥର ବମିଖାଲ ଦୂର୍ଗା…

ଟ୍ରକ୍ ଚୋରି ପାଇଁ ଡ୍ରାଇଭରକୁ ମହାନଦୀକୁ ଠେଲି ଦେଲେ, ୫ ଗିରଫ

ପାରାଦୀପ: ଫିଲ୍ମ ଷ୍ଟାଇଲରେ ଟ୍ରକ୍ ଚୋରି । ପ୍ରଥମେ ବନ୍ଧୁତା ପରେ ମଦ୍ୟପାନ ଆଉ ବିଶ୍ୱାସଘାତକତା । ଫିଲ୍ମ କାହାଣୀ ଭଳି ପାରାଦୀପରେ ଘଟିଛି ଲୋମଟାଙ୍କୁରା ଘଟଣା । ମହାନଦୀ ଗର୍ଭକୁ ଡ୍ରାଇଭରକୁ ଠେଲି ଦେଇ ଟ୍ରକ୍ ଚୋରି ହୋଇଛି । ତଦନ୍ତ ପରେ ପୋଲିସ ଚୋରି ଟ୍ରକକୁ ଉଦ୍ଧାର କରିଥିବା ବେଳେ ଏଯାଏ…

ଜଳ ସମସ୍ୟାକୁ ଦୂର କରିବ ‘ଜଳଦୂତ ଆପ୍’

ନୂଆଦିଲ୍ଲୀ: ଦେଶରେ ଜନସଂଖ୍ୟା ଯେତେ ବୃଦ୍ଧି ପାଉଛି, ସେତେ ପରିବେଶ ପ୍ରଦୂଷଣ ହେଉଛି। ବର୍ତ୍ତମାନ ପାନୀୟ ଜଳ ସଙ୍କଟ ମଧ୍ୟ ଲାଗି ରହିଛି। ଯାହା ଲାଗୁଛି ଆଗାମୀ ଭବିଷ୍ୟତରେ ଜଳ ସମସ୍ୟା ପାଇଁ ଚାଷ କ୍ଷେତ୍ରରେ ପାଣି ନିଅଣ୍ଟ ହୋଇଯିବ। ତେଣୁ ଏହି ଜଳ ସମସ୍ୟାକୁ ଦୂର କରିବା ଲାଗି କେନ୍ଦ୍ର ସରକାର…

ଗ୍ରାହକଙ୍କ ପାଇଁ ଖୁସି ଖବର, ଶସ୍ତାରେ ଲଞ୍ଚ ହେବ ଜିଓ ୫ଜି ସ୍ମାର୍ଟଫୋନ୍ ଓ ରିଚାର୍ଜ ପ୍ଲାନ୍

ନୂଆଦିଲ୍ଲୀ: ଆଗକୁ ଆସୁଛି ୫ଜି ଯୁଗ । ଏଥିପାଇଁ ଦେଶର ପ୍ରମୁଖ ଟେଲିକମ କମ୍ପାନୀଗୁଡ଼ିକ ମଧ୍ୟରୁ ଜିଓ ଭାରତରେ ୫ଜି ସର୍ଭିସକୁ ରୋଲଆଉଟ କରିବାକୁ ଜୋରସୋର ପ୍ରସ୍ତୁତି ଚଳାଇଛି। ସେପଟେ ଏୟାରଟେଲ କମ୍ପାନୀ ମଧ୍ୟ ୫ଜି ସେବା ଲଞ୍ଚ କରିବାକୁ ଯୋଜାନା କରିଛି। ଏହାରି ଭିତରେ ଜିଓ ଅନ୍ୟ କମ୍ପାନୀଠାରୁ…

ପ୍ରଗତିଶୀଳ ନାମରେ ବୌଦ୍ଧିକ ଅପରାଧ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ନିକଟରେ ଏକ ୱେବ୍ ସିରିଜ୍ ର ଟପ୍ ପ୍ଲାଟଫର୍ମ ଉପରେ ବିବାଦ ଲାଗି ରହିଛି । ବିବାଦକୁ କେନ୍ଦ୍ର କରି ପୁନର୍ବାର ତାହା ଉପରେ ହେଉଛି ନେଟଫ୍ଲିକ୍ସ ଏବଂ ଏଥିରେ ପ୍ରଦର୍ଶିତ ସିରିଜ୍ ହେଉଛି 'ଏ ସୁଟେବଲ୍ ବୟ ' । ୧୯୯୩ ରେ ବିକ୍ରମ ସେଥଙ୍କ ପ୍ରକାଶିତ ଉପନ୍ୟାସ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସ୍ୱପ୍ନିଲଙ୍କ ମୃତ ଦେହ ପାଖରୁ କୌଣସି ସମ୍ପର୍କୀୟଙ୍କ ଫୋନ ନମ୍ବର କିମ୍ବା ଠିକଣା ମିଳି ନ ଥିଲା ! ତାଙ୍କ ମୋବାଇଲ ଫୋନରୁ ପୁଲିସ ଯାହା ଯାହାକୁ ଫୋନ କରିଥିଲା ସମସ୍ତେ ତାଙ୍କର ସାଙ୍ଗ ସାଥି ଶୁଭ ଚିନ୍ତକ ଥିଲେ ! ସାଙ୍ଗ ସାଥି…