ଅଲଟିମେଟ୍ ଖୋ ଖୋ : ଗୁଜରାଟକୁ ହରାଇ ଫାଇନାଲକୁ ଗଲା ଓଡ଼ିଶା ଜଗରନଟ୍ସ
ପୁଣେ: ପୁଣେରେ ଚାଲିଥିବା ଅଲ୍ଟିମେଟ୍ ଖୋ ଖୋ ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା ଜଗରନଟ୍ସ । ପ୍ରଥମ କ୍ୱାଲିଫାୟରରେ ଗୁଜରାଟ ଜାଏଣ୍ଟସକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି ଓଡ଼ିଶା ଜଗରନଟ୍ସ ।
https://twitter.com/od_juggernauts/status/1565750368545705984…