Latest Odisha News

BREAKING NEWS

କାଠଗଡ଼ାରେ ଈଶ୍ୱର

ପୀର ବାବାଙ୍କ ଦରଘା ପାଖରେ ଥିବା ଆମ୍ବଗଛ ତଳେ ନୁରା ଚୁପଚାପ୍ ଠିଆ ହୋଇଥିଲା । ମାଷ୍ଟ୍ରେ ଦେଇଥିବା ଘର ପାଠପଢ଼ାକୁ ଶେଷ କରିବାରେ ସେବ୍ୟସ୍ତ ଥିଲା । ତା’ ଭଉଣୀ ରହମତେ ପାଖ ଶିଖ୍ ସହିତ ପଡି଼ଆରୁ ଘାସ କାଟୁଥିଲା । ସେ ପଡ଼ିଆଟି ପୀରଙ୍କ କବରଖାନାକୁ ଲାଗି ଥିଲା । ଆମ କ୍ଷେତ ପାଖରେ ଯେଉଁ…

ଉତ୍ତର ବାଲେଶ୍ବରରେ ଭୟଙ୍କର ସ୍ଥିତି ଉପୁଜିଛି : ଏସ୍‌ଆରସି

ବାଲେଶ୍ବର: ବନ୍ୟା ପାଇଁ ବାଲେଶ୍ବର ଜିଲ୍ଲା ଲାଗି ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ଦାୟିତ୍ବ ତୁଲାଉଥିବା ଜିଲ୍ଲାପାଳ ପଦ୍ମନାଭ ବେହେରା କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରହାରୀ ୧୫.୦୩ ମିମି ବର୍ଷା ରେକର୍ଡ ହୋଇଛି। ସୁବର୍ଣ୍ଣରେଖାର ରାଜଘାଟ ଠାରେ ୧୧.୦୧ ମିଟର‌ରେ  ଜଳ…

ବନ୍ୟା ପ୍ରଭାବରେ ବାଲେଶ୍ୱର ଜିଲ୍ଲା, ଉତ୍ତର ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର :  ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ପ୍ରଦୀପ ଜେନା କହିଲେ ଯେ, ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଛି । ଝାଡଖଣ୍ଡର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗାଲୁଡିହ…

ଜାଲ ରେସିଡେଣ୍ଟ ସାର୍ଟିଫିକେଟ: ତିନି ଗିରଫ

ବ୍ରହ୍ମପୁର; ସେନାରେ ନିଯୁକ୍ତି ପାଇବା ନିମନ୍ତେ ଜାଲ୍‌ ରେସିଡେଣ୍ଟ ସାର୍ଟିଫିକେଟ ଦେଇଥିବା ଅଭିଯୋଗରେ ଗୋପାଳପୁର ଥାନା ପୁଲିସ ୨ ଜଣ ଯୁବକ ସମେତ ଜାଲ ରେସିଡାଣ୍ଟ ପ୍ରସୃତ କରିଥିବା ଜନସେବା କେନ୍ଦ୍ର ମାଲିକକୁ ଗିରଫ କରାଯାଇଛି । ଅନ୍ୟ ପଟେ ଜାଲ ମାଟ୍ରିକ ସାର୍ଟିଫିକେଟ ମାମଲାରେ ଅନ୍ୟ ୨…

ବନ୍ୟା ପରିଚାଳନାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ: ବିଜେପି

ଭୁବନେଶ୍ୱର : ଚାରି ଦିନପରେ ବି ବନ୍ୟା ପରିଚାଳନା, ବନ୍ୟା ନିୟନ୍ତ୍ରଣ, ବନ୍ୟା ପ୍ରପିଡୀତଙ୍କୁ ସାହାଯ୍ୟ କରିବାରେ ରାଜ୍ୟ ସରକାର  ଅସମର୍ଥ ହୋଇଥିବାରୁ ବିଜେପି  ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଜଳବନ୍ଦୀ ହୋଇ ରହିଥିବା ଅଧିକାଂଶ ଜାଗାରେ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ସାତସପନ…

ବଡ଼ଚଣା ଡାକ୍ତରଖାନାରେ ରୋଗୀଙ୍କୁ ଆକ୍ରମଣ; ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କିଛି ଦାୟିତ୍ୱ ନାହିଁ?

ଯାଜପୁର: ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଆକ୍ରମଣ ହେଲା । ମାଡ଼ ମାରି ଲହୁ ଲୁହାଣ କଲେ ସିକ୍ୟୁରିଟି ଗାର୍ଡ । ପ୍ରତିକ୍ରିୟାରେ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ କହିଲେ- "ଆମର କିଛି କର୍ତ୍ତବ୍ୟ ନାହିଁ"। ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ଚି ରଞ୍ଜନ ପଶାୟତ…

ଡାକ୍ତରଙ୍କୁ ହାତ ଉଠାଇବା ଘଟଣା : ଝିଅର ଭୁଲ ପାଇଁ କ୍ଷମା ମାଗିଲେ ମିଜୋରମ ମୁଖ୍ୟମନ୍ତ୍ରୀ

ଗୌହାଟୀ: ଝିଅର ଭୁଲ ପାଇଁ ଶେଷରେ ମିଜୋରମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ସୋସିଆଲ ମିଡିଆରେ ଏବଂ ସର୍ବ ସାଧାରଣରେ କ୍ଷମା ମାଗିଛନ୍ତି । ଆଇଜଲର ଏକ କ୍ଲିନିକରେ ବିନା ଆପଏଂଟମେଂଟରେ ଜଣେ ଡାକ୍ତର ଚିକିତ୍ସା କରିବା ପାଇଁ ମନା କରିବାରୁ ଜୋରାମଥାଙ୍ଗାଙ୍କ ଝିଅ ମିଲାରୀ ଚାଙ୍ଗଟ୍ଟେ ତାଙ୍କ ଉପରକୁ…

ଆସନ୍ତାକାଲିଠୁ ଦୁଇଦିନ ପୁରୀରେ  ବନ୍ଦ ରହିବ ସ୍କୁଲ

ପୁରୀ: ଲଗାଣ ବର୍ଷା ପାଇଁ ପୁରୀ ଜିଲ୍ଲାରେ ଅନେକ ଗାଁ ଏବେ ପାଣି ଘେରରେ ରହିଛି ।  ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକେ ସମସ୍ୟା ଘେରରେ ଥିବାରୁ  ଆଉ ୨ ଦିନ ସ୍କୁଲଗୁଡ଼ିକ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଅର୍ଥାତ ଆସନ୍ତାକାଲି ଏବଂ ପରଦିନ( ଅଗଷ୍ଟ ୨୨ ଓ ୨୩ ତାରିଖ )  …

ପେଟେଣ୍ଟ ମେଡିସିନ ପରେ କ୍ଷମା ମାଗିଲେ କି ବାବୁସାନ ?

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଗଳ୍ପ ପେଟେଣ୍ଟ ମେଡିସିନ(1913)ରେ  ଶହେ ବର୍ଷ ତଳେ କିପରି ସ୍ତ୍ରୀମାନେ ପରିବାର ସଜାଡିବାକୁ ଝାଡୁ ବ୍ୟବହାର  କରୁଥିଲେ ତାହା ବର୍ଣ୍ଣନା ହୋଇଛି । ବ୍ୟାସକବି ଫକୀର ମୋହନ ସେନାପତି ତାଙ୍କ ଗଳ୍ପ ଆରମ୍ଭରେ ଲେଖିଥିଲେ- ସାଆନ୍ତାଣୀଙ୍କର ଟାଣୁଆ ହୁକୁମ ଜାରି, ରାତି ତ…

ନ୍ୟୁଡ ଫଟୋଶୁଟ ମାମଲା: ହାଜର ହେବାକୁ ୨ ସପ୍ତାହ ଅଧିକ ସମୟ ମାଗିଲେ ରଣବୀର

ନୂଆଦିଲ୍ଲୀ: ନ୍ୟୁଡ ଫଟୋ ଶୁଟ ମାମଲାରେ ଫସିଥିବା ବଲିଉଡ ଅଭିନେତା ରଣବୀର ସିଂ ପୋଲିସ ନିକଟରେ ହାଜର ହେବା ପାଇଁ ୨ ସପ୍ତାହ ଅଧିକ ସମୟ ମାଗିଛନ୍ତି । ଜୁଲାଇରେ ଏକ ବିଦେଶୀ ପତ୍ରିକା ପାଇଁ ସେ ନ୍ୟୁଡ ଫଟୋ ଶୁଟ କରିଥିଲେ ଏ ନେଇ ତାଙ୍କ ବିରୋଧରେ ଅନେକ ସ୍ଥାନରେ ମାମଲା ରୁଜୁ ହୋଇଥିଲା । ଅଗଷ୍ଟ…