Latest Odisha News

BREAKING NEWS

କେଉଁ ଦିଗରେ ଅଖଣ୍ଡ ଦୀପ ଜଳିଲେ ଘରେ ସୁଖ ଓ ସମୃଦ୍ଧି ଆସେ ? ଜାଣନ୍ତୁ ବାସ୍ତୁ ନିୟମ

ଚଳିତ ବର୍ଷ ଶାରଦୀୟ ମାଆ ଦୁର୍ଗା ପୂଜା ବା ନବରାତ୍ରୀ ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି, ଯାହା ଅକ୍ଟୋବର ୫ ତାରିଖରେ ଶେଷ ହେବ। ନବରାତ୍ରିର ନଅ ଦିନରେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ। ମାଆଙ୍କୁ ଆରଧନା ଓ ପୂଜା କଲେ ଜୀବନରେ ଚାଲିଥିବା ସମସ୍ୟା ଦୂର ହୋଇଥାଏ।…

ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରବଳ ବର୍ଷ

ଭୁବନେଶ୍ୱର : ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଠାରୁ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ୨୦ ଓ ୨୧ ତାରିଖରେ ଉପକୂଳ ଓ ପଶ୍ଚିମ ଓଡ଼ିଶା କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା…

କବିତା ହେଉଛି ସାହିତ୍ୟର ଆତ୍ମା : ପ୍ରହଲ୍ଲାଦ ଶତପଥି

ଓଡ଼ିଆ ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ ପ୍ରହଲ୍ଲାଦ ଶତପଥି। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ ରଚିତ କବିତାର ଶବ୍ଦବିନ୍ୟାସ ଏବଂ ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ…

ହ୍ରିତିକଙ୍କୁ ଡ୍ୟାନ୍ସ କରିବା ମନା !

ମୁମ୍ବାଇ: ହ୍ରିତିକ ରୋଶନଙ୍କ ଅଭିନୀତ ଫିଲ୍ମ 'ବିକ୍ରମ ବେଧା'ର ନୂଆ ଗୀତ 'ଆଲକୋହୋଲିୟା' ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ହ୍ରିତିକ ରୋଶନ ପ୍ରାୟ ତିନି ବର୍ଷ ପରେ ପରଦାକୁ ଫେରୁଛନ୍ତି। ଗୀତରେ ହ୍ରିତିକ ରୋଶନ ତାଙ୍କର ସର୍ବୋତ୍ତମ ଡ୍ୟାନ୍ସ ମୁଭସ୍ ପ୍ରଦର୍ଶନ କରୁଛନ୍ତି। ତେବେ…

ସ୍ୱାମୀ କରାଇଥିଲେ ଲିଙ୍ଗ ପରିବର୍ତ୍ତନ, ଆଠ ବର୍ଷ ପରେ ସତ ଜାଣିଲେ ସ୍ତ୍ରୀ

ଅହମ୍ମଦାବାଦ: ସ୍ୱାମୀଙ୍କ ଲିଙ୍ଗ ପରିବର୍ତ୍ତନ କରିବା ପଡିଲା ମହଙ୍ଗା। ଦୀର୍ଘ ଆଠ ବର୍ଷ ପରେ ପତ୍ନୀ ସତ ଜାଣି ଥାନାରେ କଲେ ଅଭିଯୋଗ । ଏଭଳି ଘଟଣା ଗୁଜୁରାଟର ଭଡୋଦରାରେ ଘଟିଛି। ସୂଚନା ଅନୁଯାୟୀ, ଗୁଜୁରାଟ ଭଡୋଦରାର ଜଣେ ୪୦ ବର୍ଷିୟା ମହିଳାଙ୍କ ସ୍ୱାମୀ ପୂର୍ବରୁ ଜଣେ ମହିଳା ଥିଲେ। ୮ ବର୍ଷ…

ବୈଦେଶିକ ବାଣିଜ୍ୟ ନୀତିରେ ବଡ ପରିବର୍ତ୍ତନ, ଭାରତୀୟ ମୁଦ୍ରାରେ ହେବ ଆନ୍ତର୍ଜାତୀୟ ବାଣିଜ୍ୟ

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରାରେ ଆନ୍ତର୍ଜାତୀୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ବାଣିଜ୍ୟ ମନ୍ତ୍ରଣାଳୟ ଭାରତୀୟ ମୁଦ୍ରାରେ ବିଲ୍ ତିଆରି କରିବା ପାଇଁ ଅନୁମତି ଦେଇଛି। ମିନିଷ୍ଟ୍ରି ଅଫ୍ କମର୍ସ ଭାରତୀୟ ମୁଦ୍ରାରେ ଆନ୍ତର୍ଜାତୀୟ ବାଣିଜ୍ୟ ସମାଧାନ ପାଇଁ ଅନୁମତି ଦେଇଛି। ଏଥିପାଇଁ ଫରେନ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ମାୟା ଦେଖିବାକୁ ଶ୍ୟାମଳ କିନ୍ତୁ ସୁନ୍ଦର ଚେହେରା । କିନ୍ତୁ , ବହୁତ ଦିନ ପରେ ସେ ଜାଣିବାକୁ ପାଇଲା ମାୟା ଆଉ ସମ୍ଭବ ଦୁହେଁ ପରସ୍ପରକୁ ....!! ସୌଖିନ୍ ଜିନିଷଠାରୁ ଆରମ୍ଭ କରି ସୁନା ଜିନିଷ ସବୁ ମାୟା ହିଁ ଚୋରି କରିବା କଥା ମଧ୍ୟ…

ୱେଟିଂ ଲିଷ୍ଟରୁ ମୁକ୍ତି ପାଇବେ ରେଳଯାତ୍ରୀ, ମିଳିବ କନଫର୍ମ ସିଟ୍

ନୂଆଦିଲ୍ଲୀ: ପର୍ବପର୍ବାଣୀ ଋତୁରେ ରେଳ ଯାତ୍ରୀଙ୍କ ପାଇଁ ଉପହାର ଆଣିଛି ଭାରତୀୟ ରେଳବାଇ। ଏଣିକି ଯାତ୍ରୀଙ୍କର ଦୂର ହୋଇଯିବ ୱେଟିଂ ଲିଷ୍ଟ (ଅପେକ୍ଷା ତାଲିକା) ସମସ୍ୟା। କାରଣ ଭାରତୀୟ ରେଳବାଇ ଟ୍ରେନ ଡବା ବୃଦ୍ଧି କରିବାକୁ ଯାଉଛି। ଉତ୍ସବକୁ ଦୃଷ୍ଟିରେ ରଖି ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା…

କବିତା : ଲକ୍ଷ୍ମୀ ଶୋଇଲେଣି

ଦେବଜ୍ୟୋତି ଅବିନାଶ ଠିକ୍ ମାଣବସା ପରଦିନ, ଥଣ୍ଡା ପଡ଼ି ଯାଇଥାଏ ଲକ୍ଷ୍ମୀଙ୍କ ପାଦ। ହାତରେ ଆଉ ନଥାଏ ସେ ସେନେହ ପରଶ। ପରଷି ଦିଅନ୍ତିନି ଆଉ ସେ ଷାଠିଏ ପଉଟି। ଉଠାଇ ନିଅନ୍ତିନି ତଳେ ପଡିଥିବା ଅଇଁଠା। ପିନ୍ଧା ଶାଢ଼ୀର ନାଲି ପଣତରୁ ଲିଭି ସାରିଥାଏ ମମତା। ରୋଷ ଘର ଏବେ ଖାଲି।…

ଇଣ୍ଟ୍ରୋଡକସନ ଟୁ ସାଇକୋଲୋଜି ଅଫ ଡିଜାବିଲିଟି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଜୟିନୀ ସ୍ମୃତି ଟ୍ରଷ୍ଟ ପକ୍ଷରୁ ବିଜୟିନୀ ସ୍ମୃତି ସଭା- ୨୦୨୨ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ପରିସରରେ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଗୋପାଳ କୃଷ୍ଣ ନନ୍ଦ, ବିନୟ ଭୂଷଣ ମହାପାତ୍ର, ଭାଗିରଥି ମହାପାତ୍ର, ଭାଗିରଥି ମହାପାତ୍ର, ଇନ୍ଦ୍ରମଣି ଜେନାଙ୍କ ଲିଖିତ 'ଇଣ୍ଟ୍ରୋଡକସନ ଟୁ…