ସରିଲା ଧାମନଗର ଉପନିର୍ବାଚନ ପ୍ରଚାର
ଧାମନଗର: ସରିଲା ଧାମନଗର ଉପନିର୍ବାଚନ ପ୍ରଚାର । ୩ ତାରିଖରେ ପଡିବ ଭୋଟ୍ । ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ ସରିଛି ହାଇଭୋଲଟେଜ୍ ପ୍ରଚାର । ଆଜି ଶେଷ ଦିନରେ ବି ଧାମନଗରକୁ ଛୁଟିଥିଲେ ତିନି ଦଳର ହେଭିଓ୍ୱେଟ ନେତା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବି ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗ…