Latest Odisha News

BREAKING NEWS

ସରକାରୀ ଦଳର ବଡପଣ୍ଡା ମାନେ ସାଜିଛନ୍ତି ବାଲି ମାଫିଆ

ଭୁବନେଶ୍ୱର: ସରକାରୀ ଦଳର ବଡପଣ୍ଡା ମାନେ ସାଜିଛନ୍ତି ବାଲି ମାଫିଆ । ବାଲି ଚୋରାଚାଲଣ ହେଉଥିବାର ଅଭିଯୋଗ ପରେବି ଚୁପ ହୋଇ ବସିଛନ୍ତି ଉଭୟ ପ୍ରଶାସନ ଓ ସରକାର । କୁଆଖାଇ ଏବଂ କୁଷଭଦ୍ର ନଦୀରୁ ବେଆଇନ ବାଲି ଚୋରା ଚାଲଣ ହେଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ  ଅପରାଜିତ ଷଢ଼ଙ୍ଗୀ । ଭୁବନେଶ୍ୱର…

ସଂସଦୀୟ ବୋର୍ଡରୁ କାହିଁକି ଗଡ଼କରୀଙ୍କୁ ହଟାଗଲା ?

ଓଡ଼ିଶା ସମ୍ବାଦ ବ୍ୟୁରୋ:  ବିଜେପି ସଂସଦୀୟ ବୋର୍ଡରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଛୁଟି ମିଳିଛି । ଏହାକୁ ନେଇ କେବଳ ମହାରାଷ୍ଟ୍ରରେ ନୁହେଁ ସାରା ଭାରତରେ ଚର୍ଚା ଜାରି ରହିଛି । ନୀତିନ ଗଡ଼କରୀଙ୍କୁ ବିଜେପି କଣ ପାଇଁ ହଟାଇଲା ତାହାକୁ ନେଇ ବୟାନବାଜି ଚାଲିଛି । ତେବେ ନିତିନ…

ଅଶୋକ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଓସ୍‌ଜା ସ୍ମରଣିକା ଉନ୍ମୋଚିତ

ଭୁ‌ବନେଶ୍ବର : ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଡକ୍ଟର ଅଶୋକ ପଟ୍ଟନାୟକଙ୍କ ୨୨ତମ ଶ୍ରାଦ୍ଧ ସଭା ଗୁରୁବାର ଅପରାହ୍ଣରେ ସହିଦ ‌ସ୍ପୋର୍ଟିଂ କ୍ଲବ୍‌ ଦେବାଶିଷ ମହାନ୍ତି ପ୍ରେସ୍ ବକ୍ସରେ ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ପଟ୍ଟନାୟକ ଖେଳ ସାମ୍ବାଦିକ ଭାବେ ଯେତିକି ପରିଚିତ ନଥିଲେ ଜଣେ ଭଲ ମଣିଷ ଓ…

ବିସିସିଆଇ ଅମ୍ପାୟର ପରୀକ୍ଷା: ୧୪୦ରୁ ମାତ୍ର ୩ ପାସ

ମୁମ୍ବାଇ: ଅମ୍ପାୟର ହେବା ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଦ୍ୱାରା ଆୟୋଜିତ ପରୀକ୍ଷାର ଫଳ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ୧୪୦ ଜଣଙ୍କ ମଧ୍ୟରୁ ୩ଜଣ ପାସ ହୋଇଛନ୍ତି । ଅବଶ୍ୟ ଏଥର ବିସିସିଆଇର ପ୍ରଶ୍ନ କଠିନ ଥିଲା । ୨୦୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷାରେ ଲିଖିତ ପରୀକ୍ଷା ୧୦୦ ଅଙ୍କ,…

ସେନାକୁ ମିଳିଲା ସ୍ୱତନ୍ତ୍ର ଡିଭାଇସ: ଶତ୍ରୁର ଗତିବିଧି ଉପରେ ରଖିବ ନଜର

ନୂଆଦିଲ୍ଲୀ: ଏଲଏସିରେ ଚୀନ୍ ସହିତ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ସେନାର ହେଲିକପ୍ଟରକୁ ଏକ ସ୍ୱତନ୍ତ୍ର ଉପକରଣ ମିଳିଛି । ଯାହା ସୀମାରେ ପଇଁତରା ମାରିବା ସମୟରେ ଶତ୍ରୁ ବଙ୍କ ଭିତରେ ଲୁଚି ରହିଥିଲେ କିମ୍ବା ଏକ ନିର୍ଦ୍ଦିଷ୍ଟ ପରିଧି ଭିତରେ ଅନ୍ୟ କୈଣସି ସ୍ଥାନରେ ଲୁଚିଥିଲେ ଗତିବିଧି ଉପରେ…

କଳାକନା ବୁଲାଇଲେ ଦୁର୍ବୃତ୍ତ: ୩୦ ଭରି ସୁନା ଗହଣା, ୨କେଜିରୁ ଉର୍ଦ୍ଧ ରୂପା ଚୋରି

ରାୟଗଡା: ତାଲା ପଡିଥିବା ଜଣଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ। ୩୦ ଭରି ସୁନାଗହଣା ସହ ୩୦ ହଜାର ନଗଦ ଟଙ୍କା ଏବଂ ୨କେଜିରୁ ଉର୍ଦ୍ଧ ରୂପା ଗହଣା ଚୋରି କରି ନେଇଛନ୍ତି। ଘଟଣାସ୍ଥଳରେ ପୋଲିସ, ଡଗସ୍କାର୍ଡ ଓ ସାଇଂଟିଫିକ୍ ଟିମ୍ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି। ଏଭଳି ଘଟଣା ଦେଖିବାକୁ…

ଜେସିବି ବ୍ୟାଟେରୀ ଚୋରୀ ଘଟଣାରେ ତିନି ଅଭିଯୁକ୍ତ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ବ୍ରାହ୍ମଣୀ ଗାଁ ଥାନା ପୋଲିସ୍ ଜେସିବି ବ୍ୟାଟେରି ଚୋରି କରିଥିବା ଘଟଣାରେ  ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ଅଞ୍ଚଳରେ କାର୍ଯ୍ୟ କରୁଥିବା…

ରୁଷ ରାଷ୍ଟ୍ରପତିଙ୍କ ଘୋଷଣା ୧୦ଟି ସନ୍ତାନ ଜନ୍ମ ଦେଲେ ମିଳିବ ୧୩ଲକ୍ଷ ଟଙ୍କା !

ମସ୍କୋ: ବିଶ୍ୱର ସର୍ବବୃହତ ଦେଶର ଜନସଂଖ୍ୟା ସଙ୍କଟ । କରୋନା ମହାମାରୀ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ପରେ ଦେଶ ଏବେ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ରହିଛି। ଏହାପରେ ଦେଶର ଜନସଂଖ୍ୟା ବୃଦ୍ଧି ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଅଜବ ନିର୍ଦ୍ଦେଶ ଦେଇଛନ୍ତି। ପୁଟିନ୍ ମହିଳାମାନଙ୍କୁ ୧୦ଟି…

୪୦୦ କୋଟି ବଜେଟରେ ନିର୍ମିତ ହେବ ମୋହନଲାଲଙ୍କ ଲୁସିଫର ୨

ମାଡ୍ରାସ: ସାଉଥ ସୁପରଷ୍ଟାର ମୋହନଲାଲଙ୍କ ଆଗାମୀ ଫିଲ୍ମ ଲୁସିଫର ୨ : ଇମ୍ପୁରାନା ଏକ ବିଗ ବଜେଟ ଫିଲ୍ମ ହେବ । ପୃଥ୍ୱୀରାଜ ସୁକୁମାରନ ନିର୍ଦ୍ଦେଶିତ ଏହି ଫିଲ୍ମ ୪୦୦ କୋଟି ବ୍ୟୟରେ ନିର୍ମିତ ହେବ । ବୁଧବାର ମେକର୍ସଙ୍କ ପକ୍ଷରୁ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ମାଲାୟଲମ ଫିଲ୍ମ…

ଆସିଲା ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ

ଭୁବନେଶ୍ୱର: ବନ୍ୟା ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର  ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି, ପ୍ରାଥମିକ ସୂଚନା ଅନୁଯାୟୀ ବନ୍ୟା ଯୋଗୁଁ ୧୩ଟି ଜିଲ୍ଲାର ୭୧ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୦୬୬ଟି ଗ୍ରାମ ପ୍ରଭାବିତ ହୋଇଛି । ବନ୍ୟାରେ ୪୭୦ ଟି ଗ୍ରାମ ଜଳବନ୍ଦୀରେ…