Latest Odisha News

BREAKING NEWS

ମିଛ ମାମଲାରେ ଫସୁଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯାଉ: ନିର୍ଦ୍ଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ମିଥ୍ୟା ମାମଲାରେ ଜଡିତ ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ଏକ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଇପାରିବେ ବୋଲି କୋର୍ଟ କହିଛନ୍ତି। ବିଜେପି ନେତା କପିଲ ମିଶ୍ର ଏବଂ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଆବେଦନରେ ୨୦ ବର୍ଷ ଧରି…

ଦଳର ୬ ହେବିଓ୍ୱେଟଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କଲା ବିଜୁ ଜନତା ଦଳ

ଭୁବନେଶ୍ୱର: ୨୦୨୪ରେ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ। ଏଥିପାଇଁ ଜାତୀୟ ସ୍ତରରେ ରଣନୀତି ଆରମ୍ଭ ହୋଇଯାଇଥିବା ବେଳେ ଓଡ଼ିଶାର ବିଜୁ ଜନତା ଦଳ ମଧ୍ୟ ରଣନୀତି ଆରମ୍ଭ କରିଥିବା ସୂଚନା ରହିଛି। ଗଡ ମଜବୁତ କରିବା ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ବିଜେଡି ଆଜି ୬ ଜଣ ବରିଷ୍ଠ…

ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର :  ମୁଖ୍ୟଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ବନ୍ୟା ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର  ପ୍ରଦୀପ ଜେନା, ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ  ବିଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର ନଦୀଗୁଡ଼ିକର…

ଶିକ୍ଷକ ନିଯୁକ୍ତି ଦୁର୍ନୀତି: ପୁଣି ନ୍ୟାୟିକ ହେପାଜତକୁ ଗଲେ ପାର୍ଥ ଏବଂ ଅର୍ପିତା

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ତଦନ୍ତ ଚାଲିଛି। ଏହି ସମୟରେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ଦୁର୍ନୀତି କରିଥିବା ଅଭିଯୋଗରେ ଜେରାର ସାମ୍ନା କରୁଛନ୍ତି। ଆଜି କୋର୍ଟ ଉଭୟଙ୍କ ନ୍ୟାୟିକ ହେପାଜତ ବା…

ନିର୍ବାଚନ କମିଶନଙ୍କୁ ଦୋଷ ଦେଲେ ଅଖିଳେଶ ଯାଦବ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଉତ୍ତର ପ୍ରଦେଶ ବିଧାନସଭା ଏବଂ ଉପ ନିର୍ବଚାନରେ ହାରିବା ପରେ ନିର୍ବାଚନ କମିଶନଙ୍କ ଉପରେ ଦୋଷ ଦେଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ନିର୍ବାଚନ ଆୟୋଗଙ୍କ ଅସାଧୁତା ପାଇଁ ତାଙ୍କ ଦଳ ସରକାର ଗଠନ କରିପାରିନଥିବା ସେ ଅଭିଯୋଗ କରିଛନ୍ତି ।  ଏସପି…

ହୀରାକୁଦରେ ପର୍ଯ୍ୟାୟକ୍ରମେ ବନ୍ଦ ହେଉଛି ଜଳଭଣ୍ଡାର ଗେଟ୍, ଏବେ ୨୮ଟି ଗେଟ୍ ଦେଇ ପାଣି ପ୍ରବାହିତ

ସମ୍ବଲପୁର: ମହାନଦୀରେ ଉପରମୁଣ୍ଡରେ ପାଗ ଶୁଖିଲା ରହିଥିବାରୁ ଏବେ ନଦୀରେ ଜଳସ୍ତର କମିବାରେ ଲାଗିଛି। ତେଣୁ ହୀରାକୁଦରେ ଜଳ ପ୍ରବେଶ ମଧ୍ୟ କମିଛି। ଏହି କାରଣରୁ ଆଜି ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍ ବନ୍ଦ ହୋଇଛି। ଏବେ ୨୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସଂଧ୍ୟା ୭ ପୂର୍ବରୁ ୪ଟି…

ସମୁଦ୍ରରୁ ଭାସି ଆସିଥିବା ଡଙ୍ଗାରୁ ମିଳିଲା ୩ଟି ଏକେ-୪୭ ସହ ଗୁଳି

ମୁମ୍ବାଇ:  ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ହରିହରେଶ୍ୱର ଉପକୂଳରେ ଡଙ୍ଗାରୁ ତିନୋଟି AK-47 ଏବଂ ଗୁଳି ଜବତ କୁ ନେଇ ହାଇ ଆଲର୍ଟ ଜାରି କରାଯାଇଛି। ଏହା ପରେ ଆତଙ୍କବାଦୀ ଷଡଯନ୍ତ୍ରର ସମ୍ଭାବନା ଥିବାରୁ ପୋଲିସ ସତର୍କ ହୋଇଥିଲା । ପୋଲିସ ଏକ ଦଉଡି ସାହାଯ୍ୟରେ ଡଙ୍ଗାକୁ କୂଳକୁ ଟାଣି ଦେଖିବାକୁ…

ଆସନ୍ତାକାଲି ସକାଳ ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହେବ, ନଜର ପକାନ୍ତୁ କେଉଁ ଜିଲ୍ଲାରେ କାଚିବ ବର୍ଷା

ଭୁବନେଶ୍ୱର: ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ବାଙ୍ଗଲାଦେଶ ଏବଂ ମିଆଁମାର ଉପକୂଳରେ ସକ୍ରିୟ ରହିଛି ଲଘୁଚାପ ।ଏବେ ଏହା ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତାକାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ଏକ ଅବପାତ ପରିଣତ ହେବାର…

ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି, ଯାତାୟାତ ବାଧାପ୍ରାପ୍ତ

ବାଲିଗୁଡ଼ା: ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କରଡ଼ା ଘାଟି ଧସିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଘାଟିର ୩ଟି ସ୍ଥାନରେ ପାର୍ଶ୍ଵ କାନ୍ଥ ଧସିଯିବା ଫଳରେ ଟ୍ରକ, ବସ୍ ଯାତାୟତ ବନ୍ଦ ରହିଛି । କିଛି ଲୋକେ ବିପଦ ସଂକୁଳ…

ଧାୱନ, ଶୁଭମନଙ୍କ ଅପରାଜିତ ଅର୍ଦ୍ଧଶତକ: ଭାରତ ୧୦ ୱିକେଟରେ ବିଜୟୀ

ହରାରେ: ବୋଲିଂ ପରେ ବ୍ୟାଟିଂରେ ଭାରତୀୟ ଖେଳାଳି ପ୍ରଭାବୀ ପ୍ରଦର୍ଶନ କରି ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୦ ୱିକେଟରେ ଜିମ୍ବାୱେକୁ ପରାସ୍ତ କରିଛି । ଶିଖର ଧାୱନ ଓ ଶୁଭମନ ଗିଲ ଅର୍ଦ୍ଧଶତକ ହାସଲ କରିବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ମ୍ୟାଚକୁ ଏକତରଫା…