Latest Odisha News

BREAKING NEWS

ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଏସଆଇର ଚିଠି

ଭୁବନେଶ୍ୱର: ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଅଧୀକ୍ଷକ (ଏସଏସଆଇ) ସୋମବାର ପୁରୀର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ କରିବାକୁ କହିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଏସଆଇ ଚିଠି ଲେଖି ରତ୍ନ ଭଣ୍ଡାର ଭିତର ଯାଞ୍ଚ କରିବାକୁ କହିଛନ୍ତି ।…

ଭାଷା ଭାଗବତ : ମତାଂଧ ନିର୍ବୋଧ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୫ ସବୁ ବାଦର ସମନ୍ବୟ ସଂଭବ ହୋଇଲେ ନିଶ୍ଚୟ ବାଦୀଏ ହୋଇ ଭାଗ ଭାଗ କରିବେନାହିଁ ଅଭିଯୋଗ କିଂତୁ ହୋଇଲେ ମତାଧୀନ ବ୍ୟକ୍ତିଟେ ହୁଏନି ସ୍ବାଧୀନ ହୋଇ ମତର ବଶବର୍ତୀ କରିଚାଲେ ବିଶ୍ବର କ୍ଷତି ବିଶ୍ବବାସୀଂକ ମନୋବଳ କ୍ରମଶଃ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପୁରୁଷୋତ୍ତମ କ୍ଷେତ୍ରର ପରିଚୟ ଶ୍ରୀମନ୍ଦିର ଓ ମହୋଦଧି । ଆଜି ବି ଏଇ ଦୁଇଟିର ଆକର୍ଷଣ ଟାଣିଆଣେ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଭକ୍ତଙ୍କୁ ଏହି…

ବ୍ୟବସାୟୀଙ୍କ ଠାରୁ ସୁନା ବିସ୍କୁଟ ଓ ଟଙ୍କା ଜବତ ଘଟଣାରେ ଆୟକର ବିଭାଗର ତଦନ୍ତ

ବ୍ରହ୍ମପୁର: ଗଞ୍ଜେଇ ଯାଞ୍ଚ ବେଳେ ବସ ଭିତରୁ ମହାରାଷ୍ଟ୍ରର ବ୍ୟବସାୟୀ ଦଶରଥ ସାହୁକାରଙ୍କ ଠାରୁ ୧ କୋଟି ୨୨ ଲକ୍ଷ ଟଙ୍କା ଓ ବ୍ରହ୍ମପୁରର ଆନନ୍ଦ ଜୁଏଲର୍ସରୁ ୨୩ଟି ସୁନା ବିସ୍କୁଟ ଜବତ ଘଟଣାରେ କଟକ ଲିଙ୍କ ମିଳିଛି  ।  ବୁଧବାର ଜିଏସଟି ବିଭାଗର ତଦନ୍ତ କରିଥିବା ବେଳେ ଗୁରୁବାର ଆୟକର ବିଭାଗ…

ଓକିଲାତିରୁ ଉପରାଷ୍ଟ୍ରପତି : ଜଗଦୀପ ଧନଖଡ଼େ ଚତୁର୍ଦ୍ଦଶ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼  ଭାରତର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କରିଛନ୍ତି । ଜଣେ ସ୍ୱନାମଧନ୍ୟ ଆଇନଜ୍ଞ ଓ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଶ୍ରୀ ଧନଖଡ଼ଙ୍କୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ…

ଶଶି ଥରୁରଙ୍କୁ ମିଳିଲା ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ: କଂଗ୍ରେସର ସିନିୟର ନେତା ତଥା ଏମପି ଶଶି ଥରୁରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି । ତାଙ୍କୁ ଡେ ଲା ଲିଜନ ଡିରେ ସମ୍ମାନିତ କରାଯିବ । ଏହି ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଲେଖା ଏବଂ…

ନୀତିଶ କୁମାରଙ୍କ ସ୍ବପ୍ନ ବାସ୍ତବ ହେବ କି?

୨୨ ବର୍ଷ ମଧ୍ୟରେ ଅଷ୍ଟମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତିଶ କୁମାର ।  ତେବେ ଏତେ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ହେବାକୁ କାହାର ବା ଇଚ୍ଛା ହେବ ନାହିଁ । ନୀତିଶଙ୍କର ମଧ୍ୟ ପୂର୍ବରୁ ଏହା ସ୍ପଷ୍ଟ କରିସାରିଛନ୍ତି । ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ଭାବେ…

ବିଦ୍ୟୁତ ଆଘାତରେ ବସ ହେଲ୍ପରଙ୍କ ମୃତ୍ୟୁ; ବଞ୍ଚିଗଲେ ୨୦ ଯାତ୍ରୀ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ବସଷ୍ଟାଣ୍ଡ ଠାରେ ଏକ ଅବାଭନୀୟ ଘଟଣା ଘଟିଛି । ବସରୁ ଲୁହା ପାଇପ କାଢ଼ିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ସରେ ଆସି ବସ ହେଲ୍ପରଙ୍କ ମୃତ୍ୟୁ ଘଟିଛି । ବସରେ ଥିବା ସମସ୍ତ ୨୦ ଯାତ୍ରୀଙ୍କୁ ସାମାନ୍ୟ ବିଦ୍ୟୁତ ଝଟକା…

ମୁମ୍ବାଇ ଛାଡି ଗୋଆରୁ ଖେଳିବେ ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ଆଗକୁ ମୁମ୍ବାଇ ପକ୍ଷରୁ ଘରୋଇ କ୍ରିକେଟ ଖେଳିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ଅର୍ଜୁନ ମୁମ୍ବାଇ ବଦଳରେ ଗୋଅ ପକ୍ଷରୁ ଖେଳିବେ ବୋଲି ଜଣାପଡିଛି । ମୁମ୍ବାଇ କ୍ରିକେଟ ଆସୋସିଏଶନ ନିକଟରୁ ଏଥିନେଇ ସେ ଏନଓସି ମାଗିଛନ୍ତି ।…

ଓଡ଼ିଶା ସରକାର ମାଗଣାରେ ଦେବେ ଜାତୀୟ ପତାକା

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି। ସରକାର ଓ ବିଭିନ୍ନ ଅନୁଷ୍ଠାନ ଏହି ସ୍ୱର୍ଣ୍ଣିମ ଦିବସକୁ ମହା ଆଡ଼ମ୍ବରରେ ପାଳନ କରିବାକୁ ଯୋଜନା ମାନ କରୁଛନ୍ତି । ସାଧାରଣ…