ଭାଷା ଭାଗବତ : ଭାଷା ସଂଭାଳେ ନିଜ ସତ୍ତା
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୨
ଭାଷାରେ ତୁମର ଓ ମୋର
ଅଛି ସମାନ ଅଧିକାର
ଯେ କରୁଁ ଯେମିତି ବେଭାର
ଉଭୟେ କରିବା ସ୍ବୀକାର
କେହି କାହାକୁ କୈଫିୟତ
ମାଗିବା ଯେଣୁ ଅବାଂଛିତ
ଭାଷୀଏ ପୋଷି ରୁଚି, ମତ
ହୁଅଂତି ନିତି କର୍ମରତ
ଯାହାର ଯେଉଁପରି ରୁଚି
କାମ ସେ…