Latest Odisha News

BREAKING NEWS

ଶିଶୁ ଗଳ୍ପ : ଡାମରାକାଉ

କୁଞ୍ଜ ବିହାରୀ ସାହୁ ଗୋଟେ ଡାମରକାଉ ଥିଲା। ତାକୁ ଶୋଷ ଲାଗିଲା । ଗଛଡାଳରେ ବସି କା..କା..କଲା । ଇଆଡ଼େ ସିଆଡ଼େ ଅନେଇଲା । ଭାବିଲା - ଏ ଘୋର ଜଙ୍ଗଲରେ କାହାର ବି ଦେଖାନାହିଁ । ବୟସ ଥିଲାବେଳେ ଏ ଡାଳରୁ ସେ ଡାଳ ଉଡ଼ି ବୁଲୁଥିଲି । ଗାଁ ଚାଳରେ ବସିଲେ ବୁଢ଼ାବୁଢ଼ୀମାନେ ଖୁସି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୫୦)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ନନ୍ଦିଗ୍ରାମରେ ଖୋଲା ଆକାଶ ତଳେ ଅସ୍ଥିର ଭାବରେ ପଦଚାରଣ କରୁଥାନ୍ତି ଭରତ। କେତେ ବର୍ଷ ବିତିଗଲାଣି, ଜ୍ୟେଷ୍ଠଭ୍ରାତା ଶ୍ରୀରାମ, ଅନୁଜ ଲକ୍ଷ୍ମଣ ଓ ସୀତା ମାତାଙ୍କର କୌଣସି ଖବର ପାଇ ପାରିନାହାଁନ୍ତି। ସେ ଘୋଷଣା କରି ସାରିଛନ୍ତି…

କବିତା : ବର୍ଷା ଗୋ ତୁମେ

ମାନଗୋବିନ୍ଦ ବାରିକ୍ ବର୍ଷାଗୋ ତୁମେ ବୈଶାଖୀ ଆଖିରେ ଅନ୍ତରଙ୍ଗ-ଅନୁବନ୍ଧ, ବର୍ଷାଗୋ ତୁମେ ଜ୍ୟେଷ୍ଠ-ଡହକରେ ସୁଶୀତଳ ପ୍ରୀତି-ଛନ୍ଦ। ବର୍ଷାଗୋ ତୁମେ ଆଦ୍ୟ-ଆଷାଢ଼ରେ ମେଘ-ମହ୍ଲାରର ରାସ , ବର୍ଷାଗୋ ତୁମେ ଶ୍ରାବଣୀ ଓଠରେ ଚାନ୍ଦିନୀ-ପଖଳା ହସ। ବର୍ଷାଗୋ ତୁମେ ଭୋଦୁଅ ସଞ୍ଜର…

ଅନୁବାଦ ଗଳ୍ପ : ଝରା ପତ୍ରର ଝଙ୍କାର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୩ ମୂଳ ଉର୍ଦ୍ଦୁ: କୁର୍ତ୍ତୁଲ ଆଏନ ହାଇଦର ଆଜି ସକାଳେ ମୁଁ ଆମ ଘର ପଛପଟ ଦରଜା ପାଖରେ ଠିଆହୋଇ ପରିବାବାଲାଠାରୁ ଫୁଲକୋବି କିଣିଲାବେଳେ ଦର ଛିଣ୍ଡଉଥିଲି । ଉପର ମହଲାରେ ରୋଷେଇଘରେ ଷ୍ଟୋଭରେ ଭାତ ଓ ଡାଲି ବସିଥିଲା । ଚାକର ପିଲାଟା…

ପ୍ରକୃତି ମିଶ୍ର ଓ ପତ୍ନୀଙ୍କ ସହ ବିବାଦୀୟ ଭାଇରାଲ ଭିଡିଓ ପରେ ବାବୁଶାନଙ୍କ ବଡ଼ ବୟାନ

ଭୁବନେଶ୍ୱର: ଅଭିନେତ୍ରୀ ପ୍ରକୃତି ମିଶ୍ର, ପତ୍ନୀ ତୃପ୍ତି ଶତପଥୀ ଏବଂ ତାଙ୍କୁ ନେଇ ଶନିବାର ସକାଳେ ହୋଇଥିବା ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି ଓଲିଉଡ ଅଭିନେତା ବାବୁଶାନ ମହାନ୍ତି ଓରଫ ତନ୍ମୟ ମହାନ୍ତି । ସେ ଏବେ ଚେନ୍ନାଇରେ ଉତ୍କଳ ସମାଜ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ…

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ କାର୍ଯ୍ୟଭାର ଗ୍ରହଣ ସମାରୋହ

ଓଡ଼ିଶା ସମ୍ବାଦ ବ୍ୟୁରୋ: ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ଜୁଲାଇ ୨୫, ୨୦୨୨ ସୋମବାର ଦିନ ୧୦ଟା ୧୫ମିନିଟ୍‌ରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଅନୁଷ୍ଠିତ ସମାରୋହରେ କାର୍ଯ୍ୟଭାର ଗ୍ରହଣ କରିବେ । ରାଜ୍ୟସଭା ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ,…

ଆକାଉଣ୍ଟ ବନ୍ଦ ଥିବା ମ୍ୟାସେଜ୍‌ ପଠାଇଲେ: ଲୁଟିନେଲେ ୩.୨୫ ଲକ୍ଷ ଟଙ୍କା

ବ୍ରହ୍ମପୁର:ମୋବାଇଲରେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟ ଅପଡେଟ କରିବାକୁ ଯାଇ ବ୍ରହ୍ମପୁରର ଦୁର୍ଗାପ୍ରସାଦ ଦେଶୀବେହେରା ୩ଲକ୍ଷ ୨୫ ହଜାର ଟଙ୍କା ଠକେଇ ଶିକାର ହୋଇଛନ୍ତି। ସାଇବର ଠକମାନେ ତାଙ୍କ ନିକଟକୁ ଆକାଉଣ୍ଟ ଅପଡେଟ କରିବାର ମେସେଜ ପଠାଇ କୌଶଳକ୍ରମରେ ତାଙ୍କ ଷ୍ଟେଟ ବ୍ୟାଙ୍କ…

ମଙ୍କିପକ୍ସକୁ ସ୍ୱାସ୍ଥ୍ୟ ଏର୍ମଜେନ୍ସି ଭାବେ ଘୋଷଣା କଲା ହୁ

ଜେନେଭା: ମଙ୍କିପକ୍ସର ସଂକ୍ରମଣ ବିଶ୍ୱରେ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ହୁ ଏବେ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ଏର୍ମଜେନ୍ସି ଭାବେ ଘୋଷଣା କରିଛି । ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ରିପୋର୍ଟ…

ଗଞ୍ଜାମରେ ଚାଷୀ ଆତ୍ମହତ୍ୟା; ପାରିବାରିକ ଝଗଡ଼ା କହିଲେ ଗ୍ରାମବାସୀ

ବ୍ରହ୍ମପୁର:ଲଗାଣ ବର୍ଷାରେ ଫସଲ କ୍ଷତି ହେବା ପରେ କୀଟନାଶକ ପିଇ ଦେଇଥିବା ଗଞ୍ଜାମ ଜିଲାର ଜଣେ ଚାଷୀଙ୍କ ଶନିବାର ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ପୋଲସରା ବ୍ଲକ ପାତାଳସିଙ୍ଗି ଗ୍ରାମର ଚାଷୀ ରମେଶ ରାହା(୫୬)। ଗତ ରମେଶଙ୍କ ଫସଲ ନଷ୍ଟ ହୋଇଯାଇଥିଲା । ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କରୁ…

୧୧ତମ ଖେଳାଳି ଭାବେ ୪୦୦ ସ୍କୋର କଲେ ସାମ ନର୍ଥଇଷ୍ଟ

ଲିସେଷ୍ଟର: ପ୍ରଥମ ଶ୍ରେଣୀ କ୍ରିକେଟରେ ୧୧ତମ ଖେଳାଳି ଭାବେ ୪୦୦ ସ୍କୋର କରିଛନ୍ତି ଗ୍ଲାମରଗନର ବ୍ୟାଟ୍ସମ୍ୟାନ ସାମ ନର୍ଥଇଷ୍ଟ । ଲିସେଷ୍ଟରଶାୟର ବିପକ୍ଷରେ ସେ ୪୧୦ ରନ କରି ଅପରାଜିତ ରହିଥିଲେ । କାଂଉଟି କ୍ରିକେଟରେ ୪ର୍ଥ ଖେଳାଳି ଭାବେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ତାଙ୍କ…