Latest Odisha News

BREAKING NEWS

ବାଇକରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଦୁଇ ଯୁବକ

ଗୋଳାମୁଣ୍ଡା: ବାଇକରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଦୁଇ ଯୁବକ । କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ପୋଲିସ ଦ୍ୱାରା ଉଦେଶୃଙ୍ଗରୁ ୬ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଓଡି ୦୩ କ୍ୟୁ ୫୮୯୮ ନମ୍ବର ବିଶିଷ୍ଟ ଲାଲ୍ ରଙ୍ଗର ହୋଣ୍ଡା ବାଇକରେ ଦୁଇ ଜଣ ଯୁବକ ଗଞ୍ଜେଇ ଚାଲାଣ ବେଳେ…

ବିହାର ବିଧାନସଭା ଶତବାର୍ଷିକୀ ଉତ୍ସବରେ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଟନାରେ ବିହାର ବିଧାନସଭାର ଶତବାର୍ଷିକୀ ଉତ୍ସବର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ବିହାର ବିଧାନସଭାର ୧୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ ର୍ନିମିତ ଶତାବ୍ଦୀ ସ୍ମୃତି ସ୍ତମ୍ଭର ଉନ୍ମୋଚନ କରିଛନ୍ତି । ସେ ବିଧାନସଭା…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଉଦ୍ଧବଙ୍କ ନୂଆ ଷ୍ଟ୍ରୋକ୍ : ଦ୍ରୌପଦୀ ମୁର୍ମୁଙ୍କୁ କରିବେ ସମର୍ଥନ ! ଚୂଡାନ୍ତ ନିଷ୍ପତ୍ତି ଉଦ୍ଧବଙ୍କ ହାତରେ ଥିବାବେଳେ ଶିବସେନା ସାଂସଦ ସଞ୍ଜୟ ରାଓ୍ୱତ ବିରୋଧୀ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ସମର୍ଥନ କରିବା ସପକ୍ଷରେ ଅଛନ୍ତି । ସେପଟେ ଶିବସେନାର ଅଡୁଆ ବଢୁଥିବାରୁ ‘ସିନ୍ଦେଙ୍କ…

୪୮ ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ ଇତିହାସ ରଚିଲା ଟିମ ଇଣ୍ଡିଆ

ଲଣ୍ଡନ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଯଶପ୍ରୀତ ବୁମରାହଙ୍କ ଘାତକ ବୋଲିଂ ପରେ ରୋହିତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡକୁ ୧୦ ୱିକେଟରେ ହରାଇଛି ଭାରତ । ଏଥିସହ ଟିମ ଇଣ୍ଡିଆ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ ୪୮ ବର୍ଷ ପରେ…

[ଦେଖନ୍ତୁ ଭିଡିଓ] ରସଗୋଲା ଦିବସ : ମିଠା ଭିତରେ ଶ୍ରେଷ୍ଠ ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତି ସହିତ

ଭୁବନେଶ୍ୱର: ଓଡ଼ିଆଙ୍କ ଇମୋସନା  ପ୍ରତି ଓଡ଼ିଆ ଘରେ ପୂଜା ପର୍ବାଣୀ ହେଉ କି କୌଣସି ମହୋତ୍ସବ। ସବୁଥିରେ ତାକୁ ହିଁ ଖୋଜା ପଡିଥାଏ। ଛୋଟରୁ ବଡ଼ ସମସ୍ତଙ୍କର ଅତିପ୍ରିୟ। ଖାଲି ସେତିକି ନୁହେଁ ପୌରାଣିକ ପରମ୍ପରା ସହିତ ମଧ୍ୟ ଏହା ଜଡ଼ିତ। ଖାସ୍ କରି ମାଆ ମହାଲକ୍ଷ୍ମୀଙ୍କୁ ମନାଇବାକୁ ବି ପ୍ରଭୁ…

ଟି୨୦ ବିଶ୍ୱକପ: ସଚିନ ବାଛିଲେ ୬ ଖେଳାଳି….

ମୁମ୍ବାଇ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି୨୦ ବିଶ୍ୱକପ କ୍ରିକେଟ ଅଷ୍ଟ୍ରେଲିଆରେ ଖେଳାଯିବ । ଭାରତ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶ ନେଇ ଆଲୋଚନା ଚାଲିଥିବା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୬ଜଣ ଖେଳାଳି…

ବୁମରାହଙ୍କ ୧୯ରେ ୬, ଇଂଲଣ୍ଡ ୧୧୦ରେ ଅଲଆଉଟ

ଲଣ୍ଡନ: ଯଶପ୍ରୀତ ବୁମରାହଙ୍କ କ୍ୟାରିୟରର ଶ୍ରେଷ୍ଠ ଦିନିକିଆ ବୋଲିଂ ପ୍ରଦର୍ଶନ ବଳରେ ଭାରତ ଏଠାରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡକୁ ମାତ୍ର ୨୫.୨ ଓଭରରେ ୧୧୦ ରନରେ ଅଲଆଉଟ କରିଦେଇଛି । ବୁମରାହ ମାତ୍ର ୯ରନରେ ୬ୱିକେଟ ହାସଲ କରି ବିପକ୍ଷ ଦଳର ବ୍ୟାଟିଂ…

ଗୁରୁତ୍ୱପୂର୍ଣ୍ଣ ବୈଠକ ଛାଡ଼ି ବିଦେଶ ଗସ୍ତରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର ୟୁରୋପ ଗସ୍ତରେ ଯାଇଛନ୍ତି । ଭାରତରେ ଦୁଇଟି ଦଳୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଛାଡ଼ି ବ୍ୟକ୍ତିଗତ କାମ ପାଇଁ ରାହୁଲ ବିଦେଶ ଗସ୍ତ କରିଛନ୍ତି । ରାହୁଲ ରାଷ୍ଟ୍ରପତି ନିର୍ବାଚନ ଆଗରୁ ରବିବାର ସୁଦ୍ଧା ଫେରିବେ ବୋଲି ଏନଡିଟିଭି ପକ୍ଷରୁ…

ବାରିପଦାରେ ଶେଷ ହେଲା ବାଣ୍ଠିଆ ଜଗନ୍ନାଥଙ୍କ ଘୋଷଯାତ୍ରା

ବାରିପଦା : ଶେଷ ହେଲା ବାଣ୍ଠିଆ ଜଗନ୍ନାଥଙ୍କ ଘୋଷଯାତ୍ରା ।  ତିନିଠାକୁର ରଥାରୂଢ ହୋଇ ମାଉସୀମା ମନ୍ଦିର ଯାଉଥିବା ବେଳେ ବାରିପଦା ରଥଯାତ୍ରାର ପରମ୍ପରା କିଛି ନିଆରା । ବହୁ ପ୍ରଚୀନ ଆମଳରୁ ବାରିପଦା ସ୍ଥିତ ବାଣ୍ଠିଆ ଜଗନ୍ନାଥ ମନ୍ଦିରରେ ଚାଲିଆସିଛି ଏକ ନିଆରା ପରମ୍ପରା। କେବଳ କୁନି କନି…

ଆଗଲପୁର ବ୍ଲକ ଆଇସିଡିଏସ ସୁପରଭାଇଜର କୁନି ନାଏକ ଗିରଫ

ଆଗଲପୁର: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ରୋଧ ସେକ୍ଟର ଆଇସିଡିଏସ ସୁପରଭାଇଜର କୁନି ନାଏକଙ୍କୁ ଭିଜିଲାନ୍ସ ଗିରଫ କରିଛି । ୧୯ ହଜାର ୮୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ତାଙ୍କ ଅଧୀନସ୍ଥ ୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ…