ସେନା ନିୟନ୍ତ୍ରଣରେ ଶ୍ରୀଲଙ୍କା : ଚଳିତ ସପ୍ତାହରେ ଗଠନ ହେବ ନୂଆ ସରକାର
ଶ୍ରୀଲଙ୍କା : ଅତି ଉଗ୍ରରୂପ ନେଉଛି ଶ୍ରୀଲଙ୍କା ସଙ୍କଟ । ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ସେନା ମୁତୟନ ବଢାଇ ଦେଇଛନ୍ତି । ଏବେ ଲୋକେ ସଡ଼କରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥଳ ସେନା, ବାୟୁ ସେନା ଓ ନୌସେନାକୁ…