ମୈତ୍ରେୟୀ ଲେଖିକା ସଙ୍ଗଠନର ଅଷ୍ଟମ ମାସିକ ସାହିତ୍ୟ ଆସର
ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଙ୍ଗଠନର ଅଷ୍ଟମ ମାସିକ ଆଭାସୀ ଆସର ଅନୁଷ୍ଠିତ ହୋଇଯାଇଛି। ସୁନନ୍ଦା ବି ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆସରରେ କବୀ ସୁଷମା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।
ଏହି ଅବସରରେ ମାତୃ ଦିବସ ଉପଲକ୍ଷେ ଆୟୋଜିତ କବିତା ଆସରରେ…