ରୋହିଙ୍ଗ୍ୟା ପ୍ରସଙ୍ଗରେ ସରକାରଙ୍କ ବଡ଼ ନିଷ୍ପତ୍ତି: ଖୁବଶୀଘ୍ର ଛାତ ତଳକୁ ହେବେ ସ୍ଥାନାନ୍ତର
ନୂଆଦିଲ୍ଲୀ: ଖୋଲା ଆକାଶ ତଳେ ତମ୍ବୁ ବାନ୍ଧି ରହୁଥିବା ପ୍ରାୟ ୧,୧୦୦ ରୋହିଙ୍ଗ୍ୟା ବା ଶରଣାର୍ଥୀଙ୍କୁ ଖୁବ୍ ଶୀଘ୍ର ମୌଳିକ ସୁବିଧା ଏବଂ ୨୪ ଘଣ୍ଟା ସୁରକ୍ଷା ବ୍ୟବସ୍ଥା ଥିବା ପକ୍କା ଘରକୁ ସ୍ଥାନାନ୍ତର କରାଯିବ। ରାଜଧାନୀ ଦିଲ୍ଲୀରେ ରୋହିଙ୍ଗ୍ୟାଙ୍କ ରହିବା ବ୍ୟବସ୍ଥାକୁ ନେଇ ଏକ ଉଚ୍ଚସ୍ତରୀୟ…