Latest Odisha News

BREAKING NEWS

ଦୁଇ ଦିନ ଗଞ୍ଜାମ ଜିଲ୍ଲାରେ ସମୁଦ୍ର ଉପକୂଳ ଯିବା ପାଇଁ ଲୋକଙ୍କୁ ବାରଣ

ବ୍ରହ୍ମପୁର: ବାତ୍ୟା ଅସାନି ଭୀଷଣ ରୂପ ଧାରଣ କରି ସମୁଦ୍ର ଭିତରେ ଓଡ଼ିଶା ଉପକୂଳ ମୁହାଁ ହେଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ । କିନ୍ତୁ ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷ ପବନ ହେବ । ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ ଗଞ୍ଜାମ…

ଲଙ୍କା ଜଳୁଛି: ମହିନ୍ଦା ରାଜପକ୍ସେଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶ୍ରୀଲଙ୍କାରେ ସ୍ଥିତି ବିଗିଡିବାରେ ଲାଗିଛି । ଖରାପ ଆର୍ଥିକ ସଂକଟ ଭିତରେ ଦେଶରେ ଜରୁରିକାଳୀନ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ବିରୋଧୀଙ୍କ ଚାପରେ ଗତକାଲି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସେ ଇସ୍ତଫା ଦେଇଥିଲେ । ଏହାପରେ ଶ୍ରୀଲଙ୍କାରେ ବିଭିନ୍ନ ସ୍ଥାନରେ…

ହାଇକୋର୍ଟରେ ASIର ସତ୍ୟପାଠ ପରେ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ୍

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ହାଇକୋର୍ଟରେ ASIର ସତ୍ୟପାଠ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟ୍ୱିଟ୍ କରି ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ନିଜକୁ ଓ ଶ୍ରୀମନ୍ଦିରକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ଏକ…

ଅସାନି ପ୍ରଭାବରେ ଆଜିଠୁ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଉପକୂଳ ମୁହାଁ ହେଉଛି ବାତ୍ୟା ଅସାନି । ସାଙ୍ଗରେ ନେଇ ଆସୁଛି ବର୍ଷା ପବନ । ତାପୂର୍ବରୁ କିଛି ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଜିଠୁ ଉପକୂଳ ଓଡ଼ିଶାରେ ୩ ଦିନ ବର୍ଷା ହେବ । ଆଜି ଉପକୂଳ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏଥିସହ ଗଞ୍ଜାମ,…

ଉପକୂଳ ନିକଟତର ହେଉଛି ଭୀଷଣ ବାତ୍ୟା ଅସାନି, ଘଣ୍ଟାପ୍ରତି ବେଗ ୧୨ କି.ମି

ଭୁବନେଶ୍ୱର: ଭୀଷଣ ବାତ୍ୟା ‘ଅସାନି’ ଉପକୂଳ ନିକଟତର ହେଉଛି । ଏବେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି । ଗୋପାଳପୁରର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଓ ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ଭୀଷଣ…

 ଭାଷା ଭାଗବତ : ଭାଷା ଅବସାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୧ ଆମେ ତ ଖଂଡ ଖଂଡ ହୁଏ ମୁଁ ମୁଁ ମୁଁ ମୁଁ ହିଁ ବୋଲାଏ ବ୍ୟକ୍ତିକୁ ସ୍ତୁତି କରି ମୋହେ ସମୂହ ଚୁପ୍‌ ହୋଇ ରହେ ଆମ୍ଭର, ଆମର ଓ ଆମ ତୁମ୍ଭର, ତୁମର ଓ ତୁମ ଏହି ଧାରାରେ ଭାଷା କ୍ଷୟ ଦେଖିଲେ ମନେ ପଶେ ଭୟ ' ତୁମେ…

ବ୍ଲକ୍‌ବଷ୍ଟର ସିନେମାରେ ନାରୀ ଚରିତ୍ର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ନିକଟ ଅତୀତରେ ରିଲିଜ୍ ହୋଇ ସାରା ଦେଶରେ ଚହଳ ପକେଇଥିବା ତିନୋଟି ବ୍ଲକ୍‌ବଷ୍ଟର ସିନେମାର ତାଲିକା ଯଦି କରାଯିବ, ତେବେ ସେଥିରେ ଉପରେ ନିଶ୍ଚିତ ଭାବେ ରହିବ ଆଲୁ ଅର୍ଜୁନ୍ ଅଭିନୀତ ‘ପୁଷ୍ପା’, ବାହୁବଳୀ ଫେମ୍ ରାଜମୌଲିଙ୍କ ଦ୍ୱାରା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୬୮  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର ଏବଂ ପରମ ପାବନ କ୍ଷେତ୍ର। ଏହା ପରଂବ୍ରହ୍ମଙ୍କ ଲୀଳା କ୍ଷେତ୍ର। ଏହି କ୍ଷେତ୍ରର ଅନନ୍ୟ ମାହାତ୍ମ୍ୟ ଏହିକିଯେ…

ହାଇକୋର୍ଟରେ ଏଏସଆଇ ସତ୍ୟପାଠ: ପୁରୀ ଐତିହ୍ୟ ପ୍ରକଳ୍ପ ବିନା ଅନୁମତିରେ ଚାଲିଛି, ମନ୍ଦିରକୁ କ୍ଷତି ପହଞ୍ଚାଇପାରେ

କଟକ: ପୁରୀ ଐତିହ୍ୟ ପ୍ରକଳ୍ପ ତିଆରି ନାଁରେ ଯେଉଁସବୁ ଦିଗକୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି ବୋଲି ଅଭିଯୋଗ ହେଉଥିଲା ତାହା ସତ ବୋଲି ପ୍ରମାଣିତ ହୋଇଛି। ସୋମବାର ହାଇକୋର୍ଟରେ ଏଏସଆଇ ଏକ ସତ୍ୟପାଠ ଦାଖଲ କରି କହିଛି, ଶ୍ରୀମନ୍ଦିର ଚାରିପାଖରୁ ମାଟି କାଢ଼ିବା ଓ ଖୋଳିବା ପରେ ପୁରୀରେ…

ଲୋକ ଦେଖୁଥିଲେ ଲୁଟେରା ଛଡାଉଥିଲେ, ମୋବାଇଲ ପାଇଁ ୧୦୦ ମିଟର ଘୋଷାଡି ନେଲେ

ଭୁବନେଶ୍ୱର: ସହରରେ ବୁଲୁଛନ୍ତି ରକ୍ତମୁଖା ଲୁଟେରା। ମାଡ ମାରିବା ସହ ମୋବାଇଲ ଛଡାଇବାକୁ ଘୋଷାଡି ନେଉଛନ୍ତି ରାସ୍ତାରେ। ଏପରିକି ମୋବାଇଲ ପାଇ ନେଇଯାଇଥାନ୍ତେ ଜୀବନ। କାରଣ ସହରରେ ଲୁଟେରା ପ୍ରବଳ ହେଲେ ପୋଲିସ ଦୁର୍ବଳ। ଲୁଟେରାକୁ ଚେକମେଟ ଦେବାରେ ପୋଲିସ ବିଫଳ। କାରଣ ବିଗତ କିଛି ଦିନ‌ ଧରି…