ଭୁବନେଶ୍ୱର ସାଇକ୍ଲିଂ ଏବଂ ଆଡଭେଞ୍ଚର କ୍ଲବ ଟାଙ୍ଗଲାଙ୍ଗ ଲା’ରେ କଲେ ପତାକା ଉତୋଳନ
ଭୁବନେଶ୍ୱର: ଭୁବନେଶ୍ୱର ସାଇକ୍ଲିଂ ଏବଂ ଆଡଭେଞ୍ଚର କ୍ଲବ ସୋମବାର ଟାଙ୍ଗଲାଙ୍ଗ ଲା' ଶିଖର ଆରୋହଣ କରି ପତାକା ଉତୋଳନ କରିଛନ୍ତି । ହିମାଳୟର ଟାଙ୍ଗଲାଙ୍ଗ ଲା ଉପରେ ଜାତୀୟ ତ୍ରିକୋଣ (ଏମଏସଏଲ ଉପରେ ୧୭ ୫୮୨ ଫୁଟ) ଖୋଲିଛି ।
ମନାଲି ଲେ ଖରଦୁଙ୍ଗ ଲା ରେ ସାଇକେଲ ଚାଳନା କରି ଅଷ୍ଟମ ଦିନରେ…