Latest Odisha News

BREAKING NEWS

୮ଟି ପଏଣ୍ଟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଫୋକସ, ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ ଛୁଟି

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ପରିସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନର ନିୟମିତ ଭାବେ ସମୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ…

ନଦୀକୁ ଖସିଲା ITBP ଯବାନଙ୍କୁ ନେଇ ଯାଉଥିବା ବସ୍, ୬ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ନଦୀକୁ ITBP ଯବାନଙ୍କ ବସ୍ ଖସି ପଡ଼ିଛି । ତାଜା ସୂଚନା ଅନୁସାରେ ଦୁର୍ଘଟଣାରେ ୬ ଜଣ ITBP ଯବାନ ସହିଦ ହୋଇଛନ୍ତି । ଏକାଧିକ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଆର୍ମି ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଅମରନାଥ…

ମହାନଦୀ ପ୍ରସଙ୍ଗରେ ଆଜି ଓଡିଶା ଛତିଶଗଡ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ଭୁବନେଶ୍ୱର: ମହାନଦୀରେ ବନ୍ୟା ପରେ ଦୁଇ ରାଜ୍ୟ ଓଡ଼ିଶା ଏବଂ ଛତିଶଗଡ଼ ପ୍ରଭାବିତ ହୋଇଛନ୍ତି। ବନ୍ୟା ପାଇଁ ପରସ୍ପରକୁ ଦୋଷ ଲଦୁଛନ୍ତି। ଏହାରି ଭିତରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ବୈଠକ କରିବେ ବୋଲି ସୂଚନା ମିଳିଛି। ଆଜି ଅପରାହ୍ନ ୪ଟାରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଭିଡିଓ…

ଫିଫା ଦ୍ୱାରା ଏଆଇଏଫଏଫ ନିଲମ୍ବିତ ଘଟଣା: ହସ୍ତକ୍ଷେପ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଫୁଟବଲ ଫେଡେରେଶନ (ଫିଫା) ଭାରତୀୟ ଫୁଟବଲ ମହାସଂଘଙ୍କୁ ନିଲମ୍ବିତ କରିଛି । ଏହି ଘଟଣାରେ ଭାରତ ସରକାର ମୁଣ୍ଡ ପୂରାଇ ଶୀଘ୍ର ଏହି ସମସ୍ୟାର ସମାଧାନର ରାସ୍ତା ବାହାର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଅନୁରୋଧ କରିଛନ୍ତି । ସଲିସିଟର ଜେନେରାଲ ତୁଷାର…

[ଦେଖନ୍ତୁ ଭିଡିଓ] ବନ୍ୟା ପାଣିରେ ୨ ଦିନ ହେଲା ଉବୁଟୁବୁ ସାତକୋଶିଆ

ଅନୁଗୁଳ: ମହାନଦୀରେ ବନ୍ୟା ଆସିବା ଫଳରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ବ୍ଳକରେ ବନ୍ୟା ପାଣି ପଶିଛି । ସାତକୋଶିଆର ଟିକରପଡା ପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି । ଗତ ୨ ଦିନ ହେବ ବନ୍ୟାପାଣିରେ ବୁଡ଼ି ରହିଛି ପର୍ଯ୍ୟଟନସ୍ଥଳୀ ସାତକୋଶିଆ । ମହାନଦୀର ଜଳସ୍ତର ବଢ଼ୁଥିବାରୁ ଅନୁଗୁଳ ଜିଲ୍ଲାର କେତେକ…

ଗହଣା ଦୋକାନରୁ ଚୋରି ଅଭିଯୋଗ, କର୍ମଚାରୀଙ୍କୁ ପିଟି ପିଟି ହତ୍ୟା !

ଝାରସୁଗୁଡ଼ା (ରୋଶନ ପୃଷ୍ଟି): ଗହଣା ଦୋକାନୀର କର୍ମଚାରୀଙ୍କୁ ହତ୍ୟା। ୬୦ ଲକ୍ଷ ଟଙ୍କାର ଗହଣା ଚୋରି ଅଭିଯୋଗରେ ଦୋକାନୀ ମାଲିକ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ବୌଦ୍ଧ ମନମୁଣ୍ଡାର ସୁରଶ ପାଣ୍ଡେ। ପରିବାର ଲୋକେ ଏବେ ସୁରେଶଙ୍କ ମୃତ୍ୟୁରେ…

ବଢୁଛି ହୀରାକୁଦର ଜଳସ୍ତର, ମହାନଦୀରେ ବଡ଼ ବନ୍ୟା ଆଶଙ୍କା

ଭୁବନେଶ୍ୱର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ଏସଆରସି ପ୍ରଦୀପ ଜେନା କହିଥିଲେ। କିନ୍ତୁ ହୀରାକୁଦ ଡ୍ୟାମରେ ପାଣି ବଢିବା ପରେ ଏହି ଆକଳନ ଏବେ ଭୁଲ୍ ପ୍ରମାଣିତ ହେବାକୁ ଯାଉଛି। କାରଣ ଡ୍ୟାମରେ ପ୍ରବେଶ କରୁଥିବା ପାଣି ତଳୁନାରେ ନିଷ୍କାସିତ ହେଉଥିବା ପାଣିର ପରିଣାମ କମ୍ ରହିଛି।…

ଅନ୍ଧାର ରାତିରେ ବ୍ରିଜ ତଳକୁ ଖସିପଡ଼ିଲା ପିକଅପ୍ ଭ୍ୟାନ୍

କାମାକ୍ଷାନଗର: ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲପାଳ ଗାଁ ନିକଟରେ ବିଳମ୍ବିତ ରାତିରେ ବ୍ରିଜ ତଳକୁ ଖସିପଡିଛି ପିକଅପ ଭ୍ୟାନ । ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭରଙ୍କ ସମେତ ୩ ଜଣ ଯାତ୍ରୀ । ଢେଙ୍କାନାଳରୁ କାମାକ୍ଷାନଗର ଆଡକୁ ଯାଉଥିବା ପିକଅପ ଭ୍ୟାନଟି । ମହୁଲପାଳ ଗାଁ…

ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା: ଗାଁ ଲୋକେ ହେଉଛନ୍ତି ହନ୍ତସନ୍ତ

ରାୟଗଡ଼ା: ଲଗାଣ ବର୍ଷାରେ ବେହାଲ ରାୟଗଡା ଜିଲ୍ଲାର ଲୋକେ । କିଛି ଗ୍ରାମର ଲୋକେ ପାଣି ଘେରରେ ରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି  କୋଲନରା ବ୍ଲକର କାର୍ତିକଗୁଡା ଗ୍ରାମରେ ପାହାଡି ଝରଣାର ପାଣି ମାଡିଯାଇ ବନ୍ୟାର ଭ୍ରମ ସୃଷ୍ଟି କରିଛି । ଗ୍ରାମରେ ପାହାଡି ଝରଣାର…

ସୌଭାଗ୍ୟ ରଥ ଏବଂ ବିଜୟ ଦାସ ବନିଲେ ଆଇରନମ୍ୟାନ

ଭୁବନେଶ୍ୱର: ସୌଭାଗ୍ୟ କୁମାର ରଥ ଏବଂ ବିଜୟ କୁମାର ଦାସ ସଫଳତାର ସହ ଆଇରନମ୍ୟାନ ହେଇଛନ୍ତି। ଅଗଷ୍ଟ ୧୪ ତାରିଖରେ କାଜାଖସ୍ତାନ ରାଜଧାନୀ ଅସ୍ତାନା (ନୂର୍ ସୁଲତାନ) ଠାରେ ଅନୁଷ୍ଠିତ ଆଇରନ ମ୍ୟାନ ଟ୍ରାଇଥଲନ ପ୍ରତିଯୋଗିତାରେ ସୌଭାଗ୍ୟ ଦ୍ଵିତୀୟ ଥର ପାଇଁ ଆଇରନ ମ୍ୟାନ ହୋଇଛନ୍ତି। ସେ ମୋଟ…