ଅଗ୍ନିପଥକୁ ବିରୋଧ: ୧୮୧ଟି ଏକ୍ସପ୍ରେସ୍ ଟ୍ରେନ୍ ଓ ୩୪୮ଟି ପାସେଞ୍ଜର ଟ୍ରେନକୁ ବାତିଲ୍
ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ନେଇ କେନ୍ଦ୍ରର ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ ପ୍ରଦର୍ଶନ ଜାରି ରହିଛି । ବିଭିନ୍ନ ସଂଗଠନ ଏହି ଯୋଜନାକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି। ଯାହାର ପ୍ରଭାବ ଆଜି ସୋମବାର ଦେଖିବାକୁ ମିଳିଛି। ହିଂସା ଏବଂ ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି…