[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ
୧. ଅଳ୍ପକେ ବର୍ତ୍ତିଲେ ଯାତ୍ରୀ l ମଝି ଆକାଶରେ ଲାଗିଲା ବିମାନରେ ନିଆଁ l ୧୮୫ ଯାତ୍ରୀଙ୍କୁ ନେଇ ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସ୍ପାଇସଜେଟର ଏକ ବିମାନରେ କୌଣସି କାରଣବଶତଃ ଗୋଟିଏ ପଟେ ନିଆଁ ଲାଗି ଯାଇଥିଲା।ଫଳରେ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଥିଲା l ତେବେ ବିମାନର…