ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟ୍ ପଡ଼ିବ, ଧନଖଡ ଜିତିଲେ କେଉଁ ରାଜ୍ୟ ଅଧିକ ଖୁସି ହେବ?
ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ନିର୍ବାଚନ । ସଂସଦରେ ଏଥିପାଇଁ ମତଦାନ ଅନୁଷ୍ଠିତ ହେବ। ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ଏବଂ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ମାର୍ଗେଟ୍ ଆଲଭାଙ୍କୁ ଭୋଟ୍ ଦେବେ ସାଂସଦ। ପରିସଂଖ୍ୟାନ ଦୃଷ୍ଟିରୁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଧନଖଡଙ୍କ ବିଜୟ ସୁନିଶ୍ଚିତ…