Latest Odisha News

BREAKING NEWS

କବିତା : କାହାଣୀ ନୁହେଁ

ଅଚ୍ୟୁତାନନ୍ଦ ପତି ଗୋହିରୀ ସେ ମୁଣ୍ଡ ଢେଉ ଢେଉକିଆ ଶାଗୁଆ ପାହାଡ଼ ସେ ପଟେ ହୋରି ମଉଛବେ ମନଇଚ୍ଛା ନାଚି ନାଳିଆ ସୁରୁଜ ଲପଟେ।। ମାଳି ମାଳି ବସା ବାହୁଢ଼ା ଚଢ଼େଇ ଡେଣା ଢାଳି ଢାଳି ଆକାଶେ ଶାମଳ କପାଳେ ଟିପି ଟିପି ପାଟି ଗୋରଚନା ଚିତା ବିକାଶେ।। ଦିହେ ଯଉବନ ଭୋଅର ପହର…

ବରଗଡ଼ରେ ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା

ବରଗଡ଼: ସଦର ଥାନା ଗୋବିନ୍ଦପୁର ଅଞ୍ଚଳରେ ଥିବା ସିଆରପିଏଫ କ୍ୟାମ୍ପ ଅଫିସ୍ ରେ ଜଣେ ଯବାନ୍ ଆତ୍ମହତ୍ୟା କରିଛନ୍ତି । ରବିବାର ସକାଳେ ଅନ୍ୟ ଯବାନ ସୁବେଶ କୁମାର ସିଂ ଙ୍କୁ ତାଙ୍କ କ୍ୱାର୍ଟରରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ…

ଅଫିସର ବିଜେଡି କର୍ମୀ ଭଳି କାମ କରୁଛନ୍ତି

ଭୁବନେଶ୍ୱର: ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫଦାରୀକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସନ୍ତୋଷ ପ୍ରକାଶ କରିଛନ୍ତି । ସରକାରୀ କର୍ମଚାରୀ ଆଇନ ର ଅପବ୍ୟବହାର କରୁଥିବା ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଯେ, କିଛି ସରକାରୀ କର୍ମଚାରୀ…

ଜାମିନ ନାମଞ୍ଜୁର ପରେ ବିଚାର ବିଭାଗୀୟ ହେପାଜତକୁ ଗଲେ ଦେବଗଡ ବିଧାୟକ

ଦେବଗଡ: ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ ମାରିବା ଅଭିଯୋଗରେ ଦେବଗଡ ଜିଲ୍ଲା ଦୌରାଜଜ କୋର୍ଟରେ ହାଜର ହୋଇଥିଲେ ଦେବଡ ବିଧାୟକ ସୁବାସ ପାଣିଗ୍ରାହୀ । ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ 7 ତାରିଖ ଯାଏ ବିଚାରବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି । ବିଧାୟକଙ୍କ ସହିତ…

ପଶ୍ଚିମବଙ୍ଗରେ ହିଂସା କରି ଲୁଚିଥିଲା ଭୁବନେଶ୍ୱରରେ, ଉଠାଇନେଲା ଏନଆଇଏ

ଭୁବନେଶ୍ୱର: ପଶ୍ଚିମବଙ୍ଗର ବୀରଭୂମ ହିଂସା ମାମଲାର ଅପରାଧୀ ଲୁଚିଥିଲା ଓଡ଼ିଶାରେ । ଏବେ ନ୍ୟାଶନାଲ ଇନଭେଷ୍ଟିକେସନ ଏଜେନ୍ସି ବା ଏନ୍ଆଇଏ ଭୁବନେଶ୍ୱରରୁ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଉଠାଇ ନେଇଛି। କଟକର ଏବଂ ଭୁବନେଶ୍ୱରରେ ଏନ୍ଆଇଏର ଦୁଇଟି ଟିମ୍ ଚଢ଼ଉ କରିଥିବା ସୂଚନା ରହିଛି। ମିଳିଥିବା…

ସନ୍ଦେହରେ ପୋଲିସ ଗାଡ଼ି; ହାଜତ ମୃତ୍ୟୁ ନା ଦୁର୍ଘଟଣା

ପାରାଦୀପ: ହାଜତରେ ବାଡେଇ ମାରିଦେଲେ । ହସ୍ପିଟାଲକୁ ନେଇ ପୋଲିସ କହିଲା ଦୁର୍ଘଟଣା ଜନିତ ମୃତ୍ୟୁ । ମୃତକ ମନୋରଞ୍ଜନ ଗେଡ଼ିଙ୍କ ପରିବାର ଏହି ଅଭିଯୋଗ କରିଛନ୍ତି । ବୃନ୍ଦାବନ କଲୋନୀର ମନୋରଞ୍ଜନଙ୍କୁ ଅଭୟଚାନ୍ଦପୁର ପୋଲିସ ଶନିବାର ସଂଧ୍ୟାରେ ଏକ ମାମଲାରେ ଗିରଫ କରିଥିଲା । ପରେ ବିଳମ୍ବିତ…

ଶ୍ରମିକଙ୍କ ପାଇଁ ‘ପରିଶ୍ରମ’ ପୋର୍ଟାଲ, ମିଳୁଛି ୫୨ ସୁବିଧା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ୫-‘ଟି’ ଉପକ୍ରମରେ PAReSHRAM ପୋର୍ଟାଲରେ ୫୨ଗୋଟି ସେବା ଅନ୍‌ଲାଇନ୍‌ ମାଧ୍ୟମରେ ଯୋଗାଇ ଦିଆଯାଉଛି । ଯାହା ରାଜ୍ୟରେ ବ୍ୟବସାୟ ସରଳୀକରଣ ଦିଗରେ ସହାୟକ ହେବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସ୍ୱଚ୍ଛତାର ସହ ସେବା ଯୋଗାଇ ପାରିଛି । ଅଦ୍ୟାବଧି, ଏହି ପୋର୍ଟାଲ…

ଅସମାନତା ଦୂରଉଛି କିଟ୍; ଜାତିସଂଘ ବିଶ୍ୱ ତାଲିକା ରେ ଅଷ୍ଟମ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ଯାଳୟ ଅସମାନତା ଦୂରୀକରଣ ରେ ଭଲ ପ୍ରଦର୍ଶନ କରୁଛି।ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ- ଅସମାନତା ଦୂର କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱରେ ଅଷ୍ଟମ ସ୍ଥାନରେ ରହିଛି । ଟାଇମ୍‍ସ ହାଇଅର ଏଜୁକେସନ୍‍ର ଇମ୍ପାକ୍‍ଟ ରାଙ୍କିଙ୍ଗରେ କିଟ୍‍ ବିଶ୍ୱବିଦ୍ୟାଳୟ ଏହି…

ଶ୍ରମିକଙ୍କ ପାଇଁ ଖୁସି ଖବର, ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାର ଶ୍ରମିକଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ରାଜ୍ୟର ୮୯ଟି କ୍ଷେତ୍ରରେ ଶ୍ରମିକଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ହୋଇଛି। ମହଙ୍ଗା ଭତ୍ତା ୧୧ ଟଙ୍କା ଲେଖାଏ ବୃଦ୍ଧି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏପ୍ରିଲ ପହିଲାରୁ ପିଛିଲା ଭାବେ ଲାଗୁ କରିବାକୁ ଘୋଷଣା ହୋଇଛି।…

ପ୍ରି-ଆକ୍ଟିଭେଟ ସିମରେ ଠକେଇ ଘଟଣାରେ ତନାଘନା, ଢ଼େଙ୍କାନାଳରୁ ୩ ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

କଟକ:  ଗୋଟିଏ ସିମ୍ ବିକ୍ରି କଲେ ମିଳୁଥିଲା ୪ ଶହ ଟଙ୍କା । ସିମ୍‌ ବିକ୍ରି ପାଇଁ ସୋସିଆଲ୍ ମିଡିଆରେ ଗ୍ରୁପ୍‌ ହୋଇଥିଲା । ଦେଶବ୍ୟାପୀ ଲମ୍ବି ଥିଲା ନେଟ୍‌ୱର୍କ। କ୍ରାଇମବ୍ରାଞ୍ଚର ସାଇବର ଟିମ୍ ଫ୍ରଡ୍ ସିମ୍ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ଏଭଳି ସୂଚନା ଦେଇଛି । ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ…