ଅସଦାଚରଣ ନସହିବାରୁ ଟ୍ରେନରୁ ଯୁବତୀଙ୍କୁ ଫିଙ୍ଗିଦେଲା ଯୁବକ
ଇନ୍ଦୋର: ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଖଜୁରାହୋ ନିକଟରେ ଜଣେ ଯୁବକର ଅସଦାଚରଣ ଉଦ୍ୟମକୁ ବିରୋଧ କରିବା ମହଙ୍ଗା ପଡିଛି । ଉତ୍ତରପ୍ରଦେଶର ଜଣେ ୨୫ ବର୍ଷୀୟ ଯୁବତୀ ଅସଦାଚରଣକୁ ବିରୋଧ କରିବାରୁ ଚଳନ୍ତା ଟ୍ରେନରୁ ଜଣେ ମଣିଷ ରୂପୀ ପିଶାଚ ତାଙ୍କୁ ଟ୍ରେନରୁ ଫିଙ୍ଗି ଦେଇଥିବା ଅଭିଯୋଗ…